Latest Odisha News

BREAKING NEWS

Browsing Category

ସହର

City

ପିଲାଙ୍କ ମନରୁ ଅସଫଳତା ଡର କିପରି କରିବେ ଦୂର, ଆସନ୍ତୁ ଜାଣିବା..

ଭୁବନେଶ୍ବର: ଜୀବନରେ ସମସ୍ତେ ଚାହାଁନ୍ତି ସଫଳ ହେବା ପାଇଁ, କିନ୍ତୁ ଜରୁରୀ ନୁହେଁ ସମସ୍ତଙ୍କୁ ପ୍ରଥମ ପ୍ରୟାସରେ ହିଁ ସଫଳତା ମିଳିଯିବ । ଏପରି ସ୍ଥିତିରେ ଏମିତି ବହୁତ ପିଲା ଅଛନ୍ତି ସେମାନଙ୍କ ମନରେ ଅସଫଳତାର ଡର ଘର ବନେଇ ଦେଇଥାଏ । ଯାହାଦ୍ବାରା ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ…

ଯଦି ବ୍ୟବସାୟରେ ଲାଭ ଚାହାନ୍ତି ତେବେ ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ବର: ବାସ୍ତୁ ଶାସ୍ତ୍ର ଜଣେ ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କାରଣ ଆଜି ଯଦି କୌଣସି ବ୍ୟକ୍ତି ଏକ ନୂଆ ଘର କିଣୁଛି କିମ୍ବା ଏକ ନୂଆ ବ୍ୟବସାୟ ଆରମ୍ଭ କରନ୍ତି, ତେବେ ସେ ବାସ୍ତୁ ଶାସ୍ତ୍ର ଅନୁସାରେ କରନ୍ତି, ଯାହାଦ୍ୱାରା ତାଙ୍କୁ ବାସ୍ତୁ ଦୋଷର…

ବାସ୍ତୁ ଟିପ୍ସ; ଚାବିକୁ ଘରର ଏହି ଦିଗରେ ରଖନ୍ତୁ, ଭାଗ୍ୟର ତାଲା ଖୋଲିବ

ଭୁବନେଶ୍ବର: ବାସ୍ତୁ ଶାସ୍ତ୍ରର ଆମ ଜୀବନରେ ଗଭୀର ଗୁରୁତ୍ୱ ରହିଛି । ବାସ୍ତୁ ଶାସ୍ତ୍ରରେ ଜିନିଷର ରକ୍ଷଣାବେକ୍ଷଣ ପାଇଁ ସଠିକ୍ ଦିଗ ଏବଂ ସ୍ଥାନ ଉଲ୍ଲେଖ କରାଯାଇଛି | ବିଶ୍ୱାସ କରାଯାଏ ଯେ ଯଦି ଆପଣ ବାସ୍ତୁ ନିୟମକୁ ସଠିକ୍ ଭାବରେ ପାଳନ କରନ୍ତି ତେବେ ଆପଣ କଦାପି ଟଙ୍କା ଅଭାବର ସମ୍ମୁଖୀନ…

ଭୁବନେଶ୍ବରରେ ଜୁଡିସିଆଲ କୋର୍ଟ ପରିସର ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଭୁବନେଶ୍ବରରେ ଉଦଘାଟିତ ହେଲା ଜୁଡ଼ିସିଆଲ କୋର୍ଟ କମ୍ପ୍ଲେକ୍ସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଇ ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଶୁଭାରମ୍ଭ କରିଛନ୍ତି । ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି ମହାମହିମ । ଏହି ଅବସରରେ…

ଜୁଡ଼ିସିଆଲ କମ୍ପ୍ଲେକ୍ସର ପରିସରରୁ ନାଗ ସାପ ଉଦ୍ଧାର

ଭୁବନେଶ୍ବର: ଆଜି ଖୋର୍ଦ୍ଧା ଜିଲ୍ଲା ଜୁଡ଼ିସିଆଲ କମ୍ପ୍ଲେକ୍ସର ପରିସରରୁ ଉଦ୍ଧାର ହୋଇଛି ଏକ ଦୁଇ ଫୁଟ୍ ଲମ୍ବର ଏକ ନାଗ ସାପ । ସାପଟି ମୁଖ୍ୟ ଫାଟକ ସାମ୍ନାରେ ଥିବା ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ଜଣେ ଡ୍ରାଇଭରଙ୍କ ଆଖିରେ ପଡିଥିଲା । ସେ ପାଟି କରିବାରୁ ସେଠାରେ କର୍ମଚାରୀ ମାନେ ଜମା ହୋଇ…

ଓଡ଼ିଶାରେ ଗୋ ହତ୍ୟା ବନ୍ଦ ପାଇଁ ଆସିବ କଡ଼ା ଆଇନ: ମନ୍ତ୍ରୀ

ଭୁବନେଶ୍ବର: ଆସାମ ପରେ ଏବେ ଓଡ଼ିଶାରେ ମଧ୍ୟ ବନ୍ଦ ହେବ ଗୋ ହତ୍ୟା । ରାଜ୍ୟରେ ଗୋ ହତ୍ୟା ପାଇଁ ଆସିବ ଆଇନ । ରାଜ୍ୟ ସରକାର ଗୋବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ କାମଧେନୁ ଯୋଜନା ମଧ୍ୟ ସାମିଲ ରହିଛି । ଖୁବ୍ ଶୀଘ୍ର ରାଜ୍ୟ ସରକାର ଏକ କଡା ଆଇନ ଆଣିବାକୁ ଯାଉଛନ୍ତି ।…

ରାଜ୍ୟରେ ଅଛନ୍ତି ୨୩୦୪୦୩ ଷଣ୍ଢ: ପ୍ରାଣୀ ସମ୍ପଦ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ୩୦ଟି ଜିଲ୍ଲାରେ ଅଛନ୍ତି ୨ ଲକ୍ଷ ୩୦ ହଜାର ୪୦୩ଟି ଷଣ୍ଢ । ସର୍ବାଧିକ ଷଣ୍ଢ ଅନୁଗୁଳ ଜିଲ୍ଲାରେ ଅଛନ୍ତି । ଆଜି ଅର୍ଥାତ୍ ବୁଧବାର ବିଧାନସଭାରେ ଷଣ୍ଢ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ତାରାବାହିନୀ ପତି । ତାଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି…

ବିଦ୍ୟୁତ କମ୍ପାନୀ ଉପରେ ୬,୫୮୭ କୋଟି ଟଙ୍କା ବାକି: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ୪ଟି ବିଦ୍ୟୁତ୍ ବିତରଣ କମ୍ପାନୀ ଉପରେ ଓଡ଼ିଶା ସରକାରଙ୍କ ୬ ହଜାର ୫୮୭ କୋଟି ଟଙ୍କା ବକେୟା ରହିଛି । ଏନେଇ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଶକ୍ତି ବିଭାଗର ମନ୍ତ୍ରୀ ଭାବେ ସିଂ ଦେଓ…

ପଣସ ଚାଷ ଓ କଞ୍ଚା ପଣସରୁ ପ୍ରସ୍ତୁତ ଉତ୍ପାଦନ ହେବ ବଜାରୀକରଣ, ୨ କମ୍ପାନୀ ସହ ଏମଓୟୁ ସ୍ଵାକ୍ଷରିତ

ଭୁବନେଶ୍ବର: ପଣସ ଚାଷ ଓ କଞ୍ଚା ପଣସରୁ ପ୍ରସ୍ତୁତ ଉତ୍ପାଦର ବଜାରିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଦୁଇଟି କମ୍ପାନୀ ସହ ବୁଝାମଣାପତ୍ର (ଏମଓୟୁ) ସ୍ଵାକ୍ଷରିତ ହୋଇଛି । ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ…

ଏମ୍ସ ଭୁବନେଶ୍ୱରରେ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍‌ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦଘାଟିତ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ପୂର୍ବ ଭାରତରେ ପ୍ରଥମ ତଥା ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍‌ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦଘାଟିତ ହୋଇଯାଇଛି । ଶାରୀରିକ ଚିକିତ୍ସା ଏବଂ ପୁନର୍ବାସ ବିଭାଗ (ପିଏମଆର) ପକ୍ଷରୁ ଅର୍ନ୍ତଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ…