Latest Odisha News

BREAKING NEWS

Browsing Category

ସହର

City

ପଶ୍ଚିମବଙ୍ଗରୁ ଆସିଲାଣି ଆଳୁ ଟ୍ରକ୍, ସ୍ଵାଭାବିକ ହେବ ଦର : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ସ୍ଵାଭାବିକ ହେଉଛି ଆଳୁ ଦର । ତେବେ ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଦର ବଢ଼ିଥିଲା କିନ୍ତୁ ଏବେ ଆସିବା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆଳୁ ଆସିବା ଆରମ୍ଭ ହୋଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ ଆହୁରି ମଧ୍ୟ କହିଛନ୍ତି…

ଜାପାନର କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍

ଭୁବନେଶ୍ୱର: ଜାପାନର କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପାଇଲେ ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତ। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଶ୍ରୀ ସାମନ୍ତଙ୍କର ୫୮ତମ…

୨ ଦିନ ମଧ୍ୟରେ ଆଳୁ ସମସ୍ୟାର ସମାଧାନ ହେବ : ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ଵର: ଆଳୁ ଦର ସମୀକ୍ଷା ପରେ ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା । ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ ସରକାର ଆଲୋଚନା କରିଛନ୍ତି । ପଶ୍ଚିମବଙ୍ଗରେ ୨୧ରୁ ୨୪ ଯାଏଁ ଆନ୍ଦୋଳନ ଚାଲିଥିଲା । ଏବେ କିନ୍ତୁ…

ବନ୍ଧା ହେଲେ କୁବେର ଯନ୍ତ୍ରୀ, ଠାବ ହେଲା ଆଖି ଖୋସା ସଂପତ୍ତି

ଭୁବନେଶ୍ଵର: ଆଖି ଖୋସା ସଂପତ୍ତି ଠାବ ପରେ ବନ୍ଧା ହେଲେ କୁବେର ଯନ୍ତ୍ରୀ । ଗିରଫ ହେଲେ ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ସୁନିଲ ରାଉତ । ଯନ୍ତ୍ରୀ ସୁନିଲ ରାଉତଙ୍କୁ ଗିରଫ ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଗତକାଲି ତାଙ୍କର ୩୪ଟି ପ୍ଲଟ, ୨ଟି କୋଠା, ୨ଟି ଫ୍ଲାଟ ଏବଂ ବିପୁଳ…

ବଦଳିଲା ଯୋଜନା ନାଁ ବଢିଲା ରାଜ୍ୟ ରାଜନୀତି

ଭୁବନେଶ୍ବର: କାଳିଆ ହେଲା ସିଏମ୍ କିଷାନ, ଆହାର ହେଲା ଶ୍ରୀଅନ୍ନ । ରାଜ୍ୟରେ ବିଜେପି ସରକାରର ପ୍ରଥମ ବଜେଟରେ ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । ବିଏସକେଓ୍ବାଇ ନାଁ ବଦଳି ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ହୋଇଛି ତ ମୋ ସ୍କୁଲ ବଦଳି ପଞ୍ଚଶଖା ଶିକ୍ଷା ସେତୁ…

ପଶ୍ଚିମବଙ୍ଗ ଆଳୁ ନଦେଲେ ଆମେ ଉତ୍ତର ପ୍ରଦେଶରୁ ଆଣିବୁ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସୀମାରେ ଅଟକିଥିବା ଆଳୁଟ୍ରକ ବର୍ତ୍ତମାନ ପଶ୍ଚିମବଙ୍ଗ ଫେରିଯାଇଛି । ଶତାଧିକ ଆଳୁ ଟ୍ରକ ରପ୍ତାନୀ ଅନୁମତି ନପାଇ ପଛକୁ ଫେରିଯାଇଥିବା ସୂଚନା ମିଳିଛି । ସେପଟେ ଆଳୁ ଟ୍ରକ ଫେରିଯିବା ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ଖାଉଟି ଓ ଯୋଗାଣ କଲ୍ୟାଣ…

ଜୁଲାଇ ୨୯ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବନ୍ଦ ରହିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏବେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜାରି ରହିଥିବାରୁ ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ…

କଂଗ୍ରେସ ଖେଳିବ କି ଆଦିବାସୀ କାର୍ଡ ?

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ଟପ୍ ପୋଷ୍ଟ ପାଇଁ ଆଦିବାସୀ କାର୍ଡ ଖେଳିବ କି ଦଳ? କୋରାପୁଟ ସାଂସଦ ସପ୍ତଗିରି ଉଲାକା ହେବେ କି ପରବର୍ତ୍ତୀ ପିସିସି ସଭାପତି? ଚର୍ଚ୍ଚା ହେଉଛି, ରାଜ୍ୟ କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକାଙ୍କ ପତିଆରା ବଢୁଛି। ବିଧାୟକ ଦଳ ନେତା ଚୟନ ବେଳେ ବି ଏକଥା…

ପ୍ରବଳ ବର୍ଷିବ, ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ପୁଣି ଏକ ଲଘୁଚାପ କ୍ଷେତ୍ର । ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମୁହାଁ ହେବ। ଏହା ବାୟୁମଣ୍ଡଳର ୭.୬ କିଲୋମିଟର ଯାଏ ବ୍ୟାପିଛି।…

ସୁକତେଲ ଯନ୍ତ୍ରୀ ସୁନିଲ ରାଉତଙ୍କ ଅମାପ ସମ୍ପତ୍ତି ଠାବ, ରାଜ୍ୟ ବାହାରେ ଆଉ ୨ଟି ପ୍ଲଟ୍‌ ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର: ଇଞ୍ଜିନିୟରଙ୍କ ଅମାପ ସମ୍ପତ୍ତି। ବଲାଙ୍ଗିର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଘରେ ଆଜି ଦ୍ୱିତୀୟ ଦିନରେ ଚାଲିଛି ରେଡ୍। କୁବେର ସୁକତେଲ ଯନ୍ତ୍ରୀ ସୁନିଲ ରାଉତଙ୍କ ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଯେତେ ଖୋଜିଲେ ସେତେ ବାହାରୁଛି…