Latest Odisha News

BREAKING NEWS

Browsing Category

ସହର

City

ନବ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଦେବ ବିଜେପି

ଭୁବନେଶ୍ବର: ନବ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଦେବ ବିଜେପି। ରବିବାର ପ୍ରଦର୍ଶନୀ ପଡ଼ିଆରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହେବାକୁ ଯାଉଛି। ଏହି ସଭାରେ ଯୋଗ ଦେବେ କେନ୍ଦ୍ରୀୟ ନେତା। ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ଉପସ୍ଥିତ…

ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡିର କାଉଣ୍ଟର ଆଟାକ୍

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ କାଉଣ୍ଟର ଆଟାକ୍ କଲା ବିରୋଧି ବିଜେଡି । ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦେଇଥିବା ବକ୍ତବ୍ୟକୁ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର । ଛତିଶଗଡର ବେଆଇନ କାମ ବିରୋଧରେ କେନ୍ଦ୍ର…

ଜୁଲାଇ ୯ରେ ମାଟ୍ରିକ ପ୍ରମାଣ ପତ୍ର

ଭୁବନେଶ୍ଵର: ଆସନ୍ତା ଜୁଲାଇ ୨ ଏବଂ ୩ ତାରିଖରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ସମସ୍ତ ଜିଲ୍ଲାର ସଦର ମହକୁମାରେ ପ୍ରମାଣପତ୍ର ବିତରଣ କେନ୍ଦ୍ର କରାଯାଇଛି। ପ୍ରଧାନ ଶିକ୍ଷକମାନେ ଆବଶ୍ୟକ ତଥ୍ୟ ଦେଇ କୃତୀ ବିଦ୍ୟାର୍ଥୀଙ୍କ ପ୍ରମାଣପତ୍ର…

ରାଜଧାନୀରେ ତୁହାକୁ ତୁହା ବର୍ଷା, ଆଗାମୀ ୩ ଘଣ୍ଟା ପାଇଁ ସତର୍କ ସୂଚନା

ଭୁବନେଶ୍ଵର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସକ୍ରିୟ ମୌସୁମୀ ପ୍ରଭାବରେ ଜାରି ରହିଛି ବର୍ଷା। ରାଜଧାନୀ ଭୁବନେଶ୍ଵରରେ ତୁହା କୁ ତୁହା ବର୍ଷା ଜାରି ରହିଛି । ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ଖୋର୍ଦ୍ଧା, ଗଞ୍ଜାମକୁ ଅତି ପ୍ରବଳ ବର୍ଷା…

ଘରୋଇକରଣ ହେବ ଭୁବନେଶ୍ବର ସମେତ ୧୧ଟି ବିମାନ ବନ୍ଦର

ଭୁବନେଶ୍ୱର: ଦେଶର ୧୧ଟି ବିମାନ ବନ୍ଦରକୁ ଘରୋଇକରଣ କରାଯିବ । ସେଥିମଧ୍ୟରେ ରହିଛି ଭୁବନେଶ୍ୱର, ଇନ୍ଦୋର, ରାୟପୁର, ତ୍ରିଚି, ଅମୃତସର, କାଲିକଟ, କୋଏମ୍ବାଟୁର, ନାଗପୁର, ପାଟନା, ମଦୁରାଇ, ସୁରଟ, ରାଞ୍ଚି, ଯୋଧପୁର, ଚେନ୍ନାଇ, ବିଜୟୱାଡା, ଭଦୋଦରା, ଭୋପାଳ, ତିରୁପତି, ହବଲି, ଇମ୍ଫାଲ,…

ସୁଧୁରୁଛି ଜଗାର ସ୍ବାସ୍ଥ୍ୟାବସ୍ଥା, ସ୍କୁଲ ଯିବାନେଇ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ଏବେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛି । ଜଗା ଏବେ ୧୦ ବର୍ଷ ରେ ପାଦ ଦେଇଥିବାବେଳେ ତା'ର ପାଠପଢାକୁ ନେଇ ଜିଲ୍ଲାପାଳଙ୍କୁ ଭେଟି ଜଗାର ସ୍କୁଲ ଆରମ୍ଭ କରିବା ନେଇ ଆଲୋଚନା କରିଛନ୍ତି ପରିବାର ଲୋକେ । ଏନେଇ ଜିଲ୍ଲା ପ୍ରଶାସନ ଓ…

ପିସିସି ସଭାପତିଙ୍କ ଇସ୍ତଫା ଦାବି; ପ୍ରତିକ୍ରିୟା ଦେଲେ ଶରତ ପଟ୍ଟନାୟକ

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ପରେ ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ବଢ଼ିଚାଲଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଦ ଛାଡିବା ପାଇଁ କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଦଳର ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି । ସେ…

ରଘୁନନ୍ଦନ ଦାସଙ୍କ ବିରୋଧରେ ଆକ୍ସନ୍ କେବେ?

ଭୁବନେଶ୍ବର : ବିଜେଡି ସରକାରରେ ଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନ ମନା ଥିଲା। ଏବେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମହିଳା ସାମ୍ବାଦିକଙ୍କ ଉପରକୁ ବିଜେଡି ନେତା କୁକୁର ଛାଡିଥିବା ଅଭିଯୋଗ ହୋଇଛି। ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ସଂଗୀନ ଅଭିଯୋଗ…

ବର୍ଷା ଦିନେ ରାଜଧାନୀର ନଗ୍ନ ଚିତ୍ର, କିଛି ଏମିତି କହିଲା ବିଏମସି……

ଭୁବନେଶ୍ବର: ଅସରାଏ ବର୍ଷା ହେଲେ ଜଳମଗ୍ନ ହୋଇଯାଉଛି ରାଜଧାନୀ ଭୁବନେଶ୍ବର । ଜଳ ନିଷ୍କାସନ ପାଇଁ ପ୍ରତିବର୍ଷ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ବର୍ଷା ଦିନ ଆସିଲେ ପୁଣି ସେହି ପୁରୁଣା ସ୍ଥିତି । ପାଣିରେ ଉବୁଟୁବୁ ହେଉଛି ରାଜଧାନୀର ପ୍ରମୁଖ ଅଞ୍ଚଳ । ଭୁବନେଶ୍ୱରର ପ୍ରାୟ ୧୨ଟି…

ଓଡ଼ିଶାରେ ହେବନି ମଦ ବ୍ୟାନ୍‌, ସ୍ପଷ୍ଟୀକରଣ ରଖିଲା ଅବକାରୀ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ମଦ ବିକ୍ରି ବନ୍ଦ ହେବା ନେଇ ସରକାର ଯୋଜନା କରୁଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୁଧବାର ଗଣମାଧ୍ୟମକୁ କହିଥିଲେ । ହେଲେ ଏହାକୁ ଆଜି ଖଣ୍ଡନ କରିଛନ୍ତି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ । ରାଜ୍ୟର ନୂଆ ସରକାରଙ୍କ ଏନେଇ…