Latest Odisha News

BREAKING NEWS

Browsing Category

ସହର

City

ଥାନାରେ ପଶି ହତ୍ୟା ଅଭିଯୁକ୍ତଙ୍କୁ ଖସାଇ ନେବାକୁ ଉଦ୍ୟମ: ୯ ଗିରଫ, ୪ଟି ବାଇକ୍‌ ଜବତ

ଗଞ୍ଜାମ: ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଗତ ରାତିରେ କୋଦଳା ଥାନାରେ ପଶି ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଟାଣି ନେଇଯାଉଥିଲେ ଦୁବୃର୍ତ୍ତ। ଏହି ସମୟରେ ପୋଲିସ ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପୋଲିସ୍‌ ସହ ସେମାନଙ୍କର…

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ରେ ନାଁ ଲୋକ ଥିଲେ, ନାଁ ଦଳୀୟ ନେତା’; ଅପରାଜିତା

ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରାର୍ଥୀ କି ବିଧାୟକ ପ୍ରାର୍ଥୀ ବି ନଥିଲେ । ବଡ଼ବାବୁ ହେବାକୁ ନିଷ୍ଫଳ ପ୍ରୟାସ କରୁଥିବା ସାନ ବାବୁ କେବଳ ଥିଲେ । ନିଜ ଦଳର ପ୍ରାର୍ଥୀଙ୍କୁ ସାଙ୍ଗରେ ନନେଇ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ କଲେ । ଏହାର ଅର୍ଥ ନିଜ ଦଳର ପ୍ରାର୍ଥୀଙ୍କ ଉପରେ…

ପାଦ ଥୋଉ ଥୋଉ ଡ୍ରିମଗାର୍ଲଙ୍କ ରଣହୁଙ୍କାର, ‘ବିଜେଡି ସରକାର ବଦଳିବା ଦରକାର’

ଭୁବନେଶ୍ବର: ଭୁବନେଶ୍ବରରେ ପାଦ ଥାପୁ ଥାପୁ ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଡ୍ରିମଗାର୍ଲ ହେମାମାଳୀନି । ସେ କହିଛନ୍ତି, ‘ଓଡିଶାରେ ୨୫ ବର୍ଷର ବିଜେଡି ସରକାର ବଦଳିବା ଦରକାର । ବିମାନବନ୍ଦରରୁ ବାହାରି ମିଡିଆକୁ ନିଜର ପ୍ରତିକ୍ରିୟା ଦେଇ ସେ କହିଛନ୍ତି ରାଜ୍ୟର ୨୫ ବର୍ଷର ସରକାର…

ବନବିଭାଗ କାବୁରେ ସହରରେ ବୁଲୁଥିବା କଲରାପତରିଆ ବାଘ

ବାରିପଦା: ଧରା ହେଲା କଲରାପତରିଆ ବାଘ। ବାରିପଦା ସହରରେ ବୁଲୁଥିବା କଲରା ପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାରେ ସଫଳ ହେଲେ ରେସ୍କୁ ଟିମ୍ । ଅନ୍ବେଷଣ ବେଳେ ବୁଢୀଖମାରୀ ଅଞ୍ଚଳରୁ ବାଘକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ ସ୍କ୍ବାଡ । ବାଘ ଧରାହେବା ପରେ ସ୍ଥାନୀୟ ଲୋକଙ୍କୁ ମିଳିଲା…

ବାରିପଦା ସହରରେ ବୁଲୁଛି ବାଘ, ଲୋକେ ଭୟଭୀତ

ବାରିପଦା: ବାରିପଦା ସହରରେ ବୁଲୁଛି କଲରାପତରିଆ ବାଘ। ସିଧା ସହର ସ୍ଥିତ ବୁଢୀଖମାରୀ ସ୍କୁଲ ଭିତରେ ପସିଯାଇଥିଲା । ଯାହାକୁ ସ୍ଥାନୀୟ ଲୋକେ ଦେଖିବା ପରେ ଭୟଭୀତ ହୋଇଯାଇଛନ୍ତି । ତେବେ ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ପଳାଇଆସି ବାଘଟି ସହରେ ଭିତରେ ପ୍ରବେଶ କରିଥିବା କୁହାଯାଉଛି…

ଆଜି ବିଜୁଳି ଘଡ଼ଘଡ଼ି ସହ ଅନେକ ସ୍ଥାନରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି, ୧୯ରୁ ଲେଉଟିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ । ଫଳରେ ଅଧିକାଂଶ ସ୍ଥାନରେ ମିଶ୍ରିତ ପାଗ ରହୁଛି । ସେହିପରି କିଛି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ଧରଣର ବର୍ଷା ଲାଗି ରହିଛି । ତେବେ ଆଜି ରାଜ୍ୟରେ ବର୍ଷା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର । ଆଜି ବିଜୁଳି ଘଡ଼ଘଡ଼ି…

କମ୍ପିବ ଓଡ଼ିଶା: ବିଜେପିର ଷ୍ଟାର କ୍ୟାମ୍ପେନର କରିବେ ପ୍ରଚାର, ପିପିଲିରେ ରୋଡ୍‌ ସୋ କରିବେ ଡ୍ରିମ୍‌ଗର୍ଲ୍

ଭୁବନେଶ୍ବର: ଗଣନ୍ତ୍ରର ମହାପର୍ବ ପାଇଁ ନେତା ମାନଙ୍କର ପ୍ରସ୍ତୁତି ଜୋରଦାର । ଏହି ମଧ୍ୟରେ ବିଜେପିର ସ୍ପେଶାଲ ଫୋକସ୍ ରହିଛି ଓଡ଼ିଶା ଉପରେ । ସେଥିପାଇଁ ବିଜେପି ନେତାମାନେ ଘନ ଘନ ଓଡିଶା ମୁହାଁ ହୋଇଛନ୍ତି । ଆଜି ଓଡିଶା ଆସୁଛନ୍ତି ଡ୍ରିମ ଗର୍ଲ ହେମା ମାଳିନୀ । ବିଜେପିର ମଥୁରା ସାଂସଦ…

ଜନସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା, ରୋଡ ସୋ’ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜଧାନୀରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୁଛନ୍ତି ରୋଡ୍ ସୋ' । ନବୀନଙ୍କ ରୋଡ ସୋ’ରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକ । ଜନସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା । ଗଙ୍ଗନଗରରୁ ରୋଡ ସୋ' ଆରମ୍ଭ କରିଛନ୍ତି ନବୀନ । ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିବାଦନ…

ବରଗଡରେ ବଦଳିଲାଣି କି ବାଜି !

ଭୁବନେଶ୍ବର: ବରଗଡରେ ଏଥର ବଡ ଲଢେଇ । ଗତଥର ବିଜେଡି ସବୁ ବିଧାନସଭା ଆସନ ଜିତିଥିଲେ ବି ଲୋକସଭାରେ ବାଜି ମାରି ନେଇଥିଲା ବିଜେପି । ଏଥର ବଦଳିଛନ୍ତି ସବୁ ଦଳର ପ୍ରାର୍ଥୀ । ବିଜେପି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି ତ ବିଜେଡିରୁ ପରିଣୀତା ମିଶ୍ର ଓ କଂଗ୍ରେସରୁ ସଞ୍ଜୟ…

‘ବିଜେପି ସରକାର ଆସିଲେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯିବ’

ଭୁବନେଶ୍ବର: ଆଜି ଅର୍ଥାତ ଗୁରୁବାର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂ ଭୁବନେଶ୍ବରରେ ଏକ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।  ଓଡ଼ିଶାରେ ମିଳିମିଶି ସରକାର ବଦଳାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ । 'ବିଜେପି ସରକାର ଆସିଲେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର…