Latest Odisha News

BREAKING NEWS

Browsing Category

ସହର

City

କାହାର ହେବ ରଘୁନାଥପାଲୀ ?

ଭୁବନେଶ୍ବର : ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ। ଗତ ତିନିଟି ନିର୍ବାଚନରେ ବିଜେଡିରୁ ସୁବ୍ରତ ତରାଇ ଏଠାରେ ଜିତି ଆସୁଛନ୍ତି । ଏଥର ସୁବ୍ରତଙ୍କ ବଦଳରେ ତାଙ୍କ ପତ୍ନୀ ଅର୍ଚ୍ଚନା ବେହେରାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଟିକେଟ୍ ଅର୍ଚ୍ଚନାଙ୍କୁ ମିଳିଥିଲେ ବି…

ବିଜେଡିର କମାଲ୍ ନା ବିଜେପିର କମଲ୍

ଭୁବନେଶ୍ବର : କାହାର ହେବ କନ୍ଧମାଳ? ମୋଦି ମ୍ୟାଜିକ୍ ନା ନବୀନ ବିକାଶ, କାହାକୁ ଭରସା କରିବେ ଜନତା? ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପୁଣି ପ୍ରାର୍ଥୀ କରିଛି ତ ବିଜେପି ସୁକାନ୍ତ ପାଣିଗ୍ରାହୀଙ୍କୁ ସୁଯୋଗ ଦେଇଛି । ପ୍ରଥମରୁ ଏକପାଖିଆ ଲାଗୁଥିବା କନ୍ଧମାଳ ଲଢେଇ ଏବେ କାଣ୍ଟେ କି ଟକ୍କରରେ…

୧୭ରେ ଓଡ଼ିଶା ଆସୁଛନ୍ତି ଅଭିନେତ୍ରୀ ହେମା ମାଳିନୀ

ଭୁବନେଶ୍ବର: ଗଣନ୍ତ୍ରର ମହାପର୍ବ ପାଇଁ ନେତା ମାନଙ୍କର ପ୍ରସ୍ତୁତି ଜୋରଦାର । ଏହି ମଧ୍ୟରେ ବିଜେପିର ସ୍ପେଶାଲ ଫୋକସ୍ ରହିଛି ଓଡ଼ିଶା ଉପରେ । ସେଥିପାଇଁ ବିଜେପି ନେତାମାନେ ଓଡିଶା ମୁହାଁ ହୋଇଛନ୍ତି । ଆଜି ଅର୍ଥାତ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଜେ.ପି ନଡ୍ଡା ଓଡିଶା…

ଲଞ୍ଚ ହେଲା ‘ମୋ ବୁଥ ଆପ୍‌’

ଭୁବନେଶ୍ବର:ଲଞ୍ଚ ହେଲା ମୋ ବୁଥ ଆପ୍‌ । 'ମୋ ବୁଥ୍ ଆପ୍' ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ  । ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ 'ମୋ ବୁଥ୍ ଆପ୍' ଉନ୍ମୋଚନ କରାଯାଇଛି ।ଏହି ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ । ତେବେ ପ୍ରାଥମିକ ପର୍ଯ୍ୟାୟରେ କେବଳ…

ଦ୍ବିତୀୟ ପର୍ଯ୍ୟାୟରେ ତତଲା ପାଗ, ପୁଣି ୪ରୁ ୫ ଡିଗ୍ରି ଯାଏଁ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ବର: ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ। ବଲାଙ୍ଗୀର, କନ୍ଧମାଳ ଓ ଆସ୍କାରେ ମତଦାନ କରାଯିବ। ସେତେବେଳେ ରାଜ୍ୟରେ ତତଲା ପାଗ ରହିବ। ଗ୍ରୀଷ୍ମ ପ୍ରବାହ ବଢିବ। ଏହି ସ୍ଥାନରେ ତାପମାତ୍ରା ୪ରୁ ୫ ଡିଗ୍ରି ଯାଏଁ ବୃଦ୍ଧି ପାଇବ। ୪୦ ଡିଗ୍ରୀ ଉପରେ ତାପମାତ୍ରା…

ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

କଟକ: ମେ’ ଶେଷ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବ। ପୂର୍ବରୁ ମେ’ ୧୫ ସୁଦ୍ଧା ଫଳ ପ୍ରକାଶ କରିବାକୁ ପରିଷଦ ଯୋଜନା କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଉତ୍ତରଖାତା ମୂଲ୍ୟାୟନରେ ବିଳମ୍ବ ସାଙ୍ଗକୁ ସାଧାରଣ ନିର୍ବାଚନ ଯୋଗୁଁ ପରୀକ୍ଷାଫଳ…

ରାଜଧାନୀରେ ଠିକାଦାରଙ୍କ ଗାଡ଼ି ଉପରେ ଚଢ଼ାଉ, ୫ କୋଟି ଜବତ

ଭୁବନେଶ୍ୱର: ଏବେ ନିର୍ବାଚନ ମାହୋଲ ଥିବାବେଳେ ଚାରିଆଡେ ପଇଁତରା ମାରୁଛି ପୋଲିସ । ଯାଞ୍ଚ ପ୍ରକ୍ରିୟା ମଧ୍ୟ କଡାକଡି ରହିଛି । ଏହାରି ଭିତରେ ମୋଟା ରକମର ଟଙ୍କା ଜବତ ହୋଇଛି । ତାହା ପୁଣି ରାଜ୍ୟର ରାଜଧାନୀରୁ । ଆଜି ସୂର୍ଯ୍ୟ ନଗରରେ ଆୟକର ବିଭାଗର ଚଢ଼ାଉ ବେଳେ ଏକ କାର୍ ରୁ ୫ କୋଟି ଟଙ୍କା…

ମୁଁ ବିଜେଡି ବିରୋଧରେ ନୁହେଁ , ବିଜେପି କାମର ହିସାବ ଦେଇ ଭୋଟ ମାଗୁଛି:ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ବର: ଆଜି ଭୁବନେଶ୍ୱରରେ ପ୍ରବୁଦ୍ଧ ନାଗରିକ ସମ୍ମିଳନୀରେ ଯୋଗ ଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କ ବକ୍ତବ୍ୟ ରଖିଛନ୍ତି ।ସେ କହିଛନ୍ତି ଆମ ପାଖରେ ୪ଶହରୁ ଅଧିକ ସିଟ୍ ଲୋକସଭାରେ ରହିଆସିଛି । କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଣିଲା ବେଳେ ୪ଶହରୁ ଅଧିକ ସମର୍ଥନ…

ଆସନ୍ତା ୧୬ରେ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରି ଶକ୍ତି ଦେଖାଇବେ ନବୀନ

ଭୁବନେଶ୍ୱର: ଗୁରୁବାର ଅର୍ଥାତ୍ ମେ' ୧୬ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ମେଗା ରୋଡ ଶୋ' କରିବେ ନବୀନ । ରୋଡ ଶୋ’ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଡିସିପି…

ପାଟଣାଗଡ଼ ଗାଦିକୁ ଫେରିବେ ମହାରାଜ !

ଭୁବନେଶ୍ବର: ପାଟଣାଗଡରେ ମହାରାଜ ନା ସରୋଜ ? ୫ବର୍ଷର ବ୍ୟବଧାନ ପରେ ପୁଣି ଗଡ କବଜା କରିବେ କି କେଭି ସିଂହଦେଓ ? ନା ଏଥର ବି ସରୋଜ କରିବେ ଶଙ୍ଖନାଦ ? ଗତଥର ଚମକାଇଥିଲା ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଧାନସଭା ଫଳାଫଳ । ୫ଥରର ବିଧାୟକ ତଥା ବିଜେପିର ହେଭିଓ୍ବେଟ୍ ନେତା କନକ ବର୍ଦ୍ଧନ…