Latest Odisha News

BREAKING NEWS

Browsing Category

ସହର

City

ସୁନ୍ଦରଗଡରେ ଜୁଏଲ୍ ନା ଦିଲ୍ଲୀପ ?

ଭୁବନେଶ୍ବର: ପୁରୁଣା ପ୍ରତିଦ୍ୱନ୍ଦ୍ୱୀ, ନୂଆ ଲଢେଇ । ସୁନ୍ଦରଗଡ ମହାସମରରେ ଏଥର ପୁଣି ଜୁଏଲ-ଦିଲ୍ଲୀପ ମୁକାବିଲା । ପୂର୍ବରୁ ୨୦୧୪ରେ ଉଭୟଙ୍କ ଟକ୍କରରେ ବାଜି ମାରିଥିଲେ ଜୁଏଲ୍ ଓରାମ । ଏଥର ସୁନ୍ଦରଗଡ ଗ୍ରାଉଣ୍ଡରେ କିଏ ମାରିବେ ଗୋଲ୍‌? ବିଜେପିରୁ ହେଭିୱେଟ୍ ଜୁଏଲ ଓରାମ ଓ ବିଜେଡିରୁ…

ବାଜିବ ଶଙ୍ଖ ନା ଫୁଟିବ ପଦ୍ମ !

ଭୁବନେଶ୍ବର: ୨୫ବର୍ଷ ହେଲା ବିଜେଡି ଦଖଲରେ ରହିଥିବା ଆସିକା ଲୋକସଭାରେ ଏଥର ଆରପାରର ଲଢେଇ। ବିଜେଡି ଯୁବ ଚେହେରା  ରଞ୍ଜିତା ସାହୁଙ୍କୁ ମଇଦାନକୁ ଓହ୍ଲାଇଛି ତ ଅନିତା ଶୁଭଦର୍ଶିନୀଙ୍କୁ ରିପିଟ୍ କରିଛି ବିଜେପି । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଦେବକାନ୍ତ ଶର୍ମା । ତେବେ ବିଜେଡି ଓ ବିଜେପି…

ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ରଙ୍କ ସହ ଆଉ ଦୁଇ ନେତା

ଭୁବନେଶ୍ବର: ବିଜେପିରୁ ବହିଷ୍କୃତ ହେଲେ ତିନି ବରିଷ୍ଠ ନେତା । ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ବହିଷ୍କୃତ କରାଯାଇଥିବା ସୂଚନା ରହିଛି । ବିଜେପି ଟିକେଟ୍ ନଦେବାରୁ ମାହାଙ୍ଗାରୁ ଶାରଦା…

ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକଙ୍କ ସହ ବହୁ ସମର୍ଥକ ବିଜେପିରେ ଯୋଗଦେଲେ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ପ୍ରୀତିରଞ୍ଜନ ସାହୁ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଆନୁଷ୍ଠାନିକଭାବେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ…

ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ, ଆସନ୍ତା ୨୦ ଓ ୨୧ ତାରିଖରେ ହିଟ୍ ୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବରେ ଅଧିକାଂଶ ସ୍ଥାନରେ ମିଶ୍ରିତ ପାଗ ରହୁଛି। ଗତ ଦୁଇଦିନ ଅପେକ୍ଷା ଆଜି ତାପାମାତ୍ରା ବୃଦ୍ଧି ପାଇଛି। ଆସନ୍ତାକାଲି ଅର୍ଥାତ ଶନିବାର ଠାରୁ ରାଜ୍ୟରେ ଗରମ ବୃଦ୍ଧି ପାଇବ। ରାଜ୍ଯକୁ ପୁଣି ଫେରିଲା ଗ୍ରୀଷ୍ମପ୍ରବାହ । ଆଗାମୀ ୨ ରୁ ୩ ଦିନ ରାଜ୍ୟରେ…

ଥାନାରେ ପଶି ହତ୍ୟା ଅଭିଯୁକ୍ତଙ୍କୁ ଖସାଇ ନେବାକୁ ଉଦ୍ୟମ: ୯ ଗିରଫ, ୪ଟି ବାଇକ୍‌ ଜବତ

ଗଞ୍ଜାମ: ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଗତ ରାତିରେ କୋଦଳା ଥାନାରେ ପଶି ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଟାଣି ନେଇଯାଉଥିଲେ ଦୁବୃର୍ତ୍ତ। ଏହି ସମୟରେ ପୋଲିସ ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପୋଲିସ୍‌ ସହ ସେମାନଙ୍କର…

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ରେ ନାଁ ଲୋକ ଥିଲେ, ନାଁ ଦଳୀୟ ନେତା’; ଅପରାଜିତା

ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରାର୍ଥୀ କି ବିଧାୟକ ପ୍ରାର୍ଥୀ ବି ନଥିଲେ । ବଡ଼ବାବୁ ହେବାକୁ ନିଷ୍ଫଳ ପ୍ରୟାସ କରୁଥିବା ସାନ ବାବୁ କେବଳ ଥିଲେ । ନିଜ ଦଳର ପ୍ରାର୍ଥୀଙ୍କୁ ସାଙ୍ଗରେ ନନେଇ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ କଲେ । ଏହାର ଅର୍ଥ ନିଜ ଦଳର ପ୍ରାର୍ଥୀଙ୍କ ଉପରେ…

ପାଦ ଥୋଉ ଥୋଉ ଡ୍ରିମଗାର୍ଲଙ୍କ ରଣହୁଙ୍କାର, ‘ବିଜେଡି ସରକାର ବଦଳିବା ଦରକାର’

ଭୁବନେଶ୍ବର: ଭୁବନେଶ୍ବରରେ ପାଦ ଥାପୁ ଥାପୁ ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଡ୍ରିମଗାର୍ଲ ହେମାମାଳୀନି । ସେ କହିଛନ୍ତି, ‘ଓଡିଶାରେ ୨୫ ବର୍ଷର ବିଜେଡି ସରକାର ବଦଳିବା ଦରକାର । ବିମାନବନ୍ଦରରୁ ବାହାରି ମିଡିଆକୁ ନିଜର ପ୍ରତିକ୍ରିୟା ଦେଇ ସେ କହିଛନ୍ତି ରାଜ୍ୟର ୨୫ ବର୍ଷର ସରକାର…

ବନବିଭାଗ କାବୁରେ ସହରରେ ବୁଲୁଥିବା କଲରାପତରିଆ ବାଘ

ବାରିପଦା: ଧରା ହେଲା କଲରାପତରିଆ ବାଘ। ବାରିପଦା ସହରରେ ବୁଲୁଥିବା କଲରା ପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାରେ ସଫଳ ହେଲେ ରେସ୍କୁ ଟିମ୍ । ଅନ୍ବେଷଣ ବେଳେ ବୁଢୀଖମାରୀ ଅଞ୍ଚଳରୁ ବାଘକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ ସ୍କ୍ବାଡ । ବାଘ ଧରାହେବା ପରେ ସ୍ଥାନୀୟ ଲୋକଙ୍କୁ ମିଳିଲା…

ବାରିପଦା ସହରରେ ବୁଲୁଛି ବାଘ, ଲୋକେ ଭୟଭୀତ

ବାରିପଦା: ବାରିପଦା ସହରରେ ବୁଲୁଛି କଲରାପତରିଆ ବାଘ। ସିଧା ସହର ସ୍ଥିତ ବୁଢୀଖମାରୀ ସ୍କୁଲ ଭିତରେ ପସିଯାଇଥିଲା । ଯାହାକୁ ସ୍ଥାନୀୟ ଲୋକେ ଦେଖିବା ପରେ ଭୟଭୀତ ହୋଇଯାଇଛନ୍ତି । ତେବେ ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ପଳାଇଆସି ବାଘଟି ସହରେ ଭିତରେ ପ୍ରବେଶ କରିଥିବା କୁହାଯାଉଛି…