Latest Odisha News

BREAKING NEWS

Browsing Category

ସହର

City

୭ ଜିଲ୍ଲାକୁ କାଳବୈଶାଖୀ ସତର୍କତା, ଆଗାମୀ ୩ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ

ଭୁବନେଶ୍ୱର:ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ହେବାର ଆଶଙ୍କା ରହିଛି। ଏନେଇ ଟ୍ଲିନସିଟି ସମେତ ୭ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କଲା ପାଣିପାଗ ବିଭାଗ। ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ସମେତ କନ୍ଧମାଳ, ମୟୁରଭଞ୍ଜ ଏବଂ…

ଆଜି ଓଡିଶା ଆସିବେ ମୋଦି, ଭୁବନେଶ୍ଵରରେ କରିବେ ବିଶାଳ ରୋଡ ସୋ

ଭୁବନେଶ୍ଵର: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାତି ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ମୋଦି । ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ବିଶାଳ ରୋଡ୍ ସୋ କରିବେ ମୋଦି । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ କରିବେ ରୋଡ୍ ସୋ । ରାତି ସାଢ଼େ ୯ଟା ଯାଏଁ ଚାଲିବ…

ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେଡି, କ’ଣ ରହିଛି ଫୋକସ୍ ରେ ଜାଣନ୍ତୁ…

ଭୁବନେଶ୍ବର: ବିଜେଡି ଆଜି ତାର ନିର୍ବାଚନ ଇସ୍ତାହାର ଜାରି କରିଛି । ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି । ଇସ୍ତାହାରରେ ବଡ଼ବଡ଼ ପ୍ରତିଶ୍ରୁତି ଦେଇଛି ଦଳ । ବିଶେଷ କରି ଦଳ ଫୋକସ୍‌ରେ ଅଛନ୍ତି ଯୁବ ଭୋଟର ଓ ମଧ୍ୟବିତ୍ତ ବର୍ଗର ଲୋକ ।…

ପଦ୍ମ ଫୁଟାଇବ ମୋଦି ଲହର !

ଭୁବନେଶ୍ବର : ଓଡିଶାର ନିର୍ବାଚନୀ ପାଣିପାଗ ବଦଳାଇବ କି ମୋଦି ହାୱା ! ପ୍ରଥମ ପ୍ରଚାରରେ ଜୋଶ୍ ଭରିଲେ । ଶପଥ ତାରିଖ କହି ସିଧା ଟାର୍ଗେଟ୍ କଲେ । ମୋଦିଙ୍କ ପ୍ରଥମ କ୍ୟାମ୍ପେନିଂରେ ହିଁ ବିଜେଡି ନେତାଙ୍କ ନିଦ ହଜିଥିବା ବିଜେପି ନେତା କହୁଛନ୍ତି । ତେବେ ବିଜେପି ସରକାର ଗଢିବା ନେଇ ମୋଦିଙ୍କ…

ହାତରେ ରହିବ ତ କୋରାପୁଟ !

ଭୁବନେଶ୍ବର : କଂଗ୍ରେସ ରଖିବ କି କୋରାପୁଟ ? ନା ହାତରୁ ଛଡାଇନେବ ବିଜେଡି ? ସପ୍ତଗିରିଙ୍କ ଦିଲ୍ଲୀ ବାଟରେ ଅନେକ କଣ୍ଟା । ନୂଆ ନିର୍ବାଚନ ପୁରୁଣା ଲଢେଇ । ଚବିଶ ମଇଦାନରେ କୋରାପୁଟରେ ପୁଣି ମୁହାଁମୁହିଁ ହେବେ ସପ୍ତଗିରି ଉଲାକା ଓ କୌଶଲ୍ୟା ହିକକା । ଏଥର ବିଜେଡି ଓ କଂଗ୍ରେସ ମଧ୍ୟରେ…

‘ମୋଦି ଶାସନରେ ‘ବେଟି ବଚାଓ’ ନାରା ‘ବଳାତ୍କାରୀ ବଚାଓ’ ରେ ପରିଣତ ହୋଇଛି’

ଭୁବନେଶ୍ୱର: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଏବେ ସରଗରମ ରାଜନୈତିକ ମାହୋଲ । ସବୁଦଳ ପରସ୍ପର ଉପରେ ଏବେ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସର ଜାତୀୟ ମୁଖପାତ୍ର ଶମା ମହମ୍ମଦ । ସେ କହିଛନ୍ତି ଯେ, ୧୦ ବର୍ଷର ବିଜେପି ଶାସନରେ ସମଗ୍ର…

‘ନିର୍ବାଚନରେ ଭଲ ପ୍ରାର୍ଥୀଙ୍କୁ ବାଛନ୍ତୁ, ଅପରାଧୀ ପ୍ରାର୍ଥୀଙ୍କୁ ବାଛନ୍ତୁ ନାହିଁ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ୍‍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ସେ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ…

କଂଗ୍ରେସ ହାତରେ କଳାହାଣ୍ଡି ଚାବି !

ଭୁବନେଶ୍ବର : କାହାର ହେବ କଳାହାଣ୍ଡି ? ପୁଣି ଫୁଟିବ ପଦ୍ମ, ନା ହେବ ଶଙ୍ଖନାଦ ? କଂଗ୍ରେସର କଳାହାଣ୍ଡି ସମ୍ଭାବନା କେତେ ? କଳାହାଣ୍ଡିରେ ଏଥର ପ୍ରାର୍ଥୀ ବଦଳାଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ବିଜେଡି ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ କରିଛି ତ ବିଜେପି ରାଣୀ ମାଳବିକା କେଶରୀ ଦେଓଙ୍କୁ…

ଓଡିଶା ଆସୁଛନ୍ତି ମୋଦୀ: ଜାରି ହେଲା ଟ୍ରାଫିକ ନିର୍ଦ୍ଦେଶନାମା

ଭୁବନେଶ୍ଵର: ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭୁବନେଶ୍ୱରରେ କରିବେ ବିଶାଳ ରୋଡ ଶୋ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଚାଲିବ ମୋଦୀଙ୍କ ଏହି ରୋଡ ଶୋ । ମୋଦୀଙ୍କ ରୋଡ ଶୋରେ ହଜାର ସଂଖ୍ୟକ ଲୋକଙ୍କ ସମାଗମ ହେବ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ…

ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରିନିଅନ୍ତୁ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର

ଭୁବନେଶ୍ଵର:  ରୁବେଲା ଭାଇରସକୁ ନେଇ ଗର୍ଭବତୀ ମହିଳାଙ୍କୁ ସତର୍କ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଗର୍ଭବତୀଙ୍କୁ ରୁବେଲା ହେଲେ ଜନ୍ମରୁ ସନ୍ତାନ କ୍ଷେତ୍ରରେ ଭାଇରସ୍ ଦେଖାଦିଏ । ସେଥିପାଇଁ ଯେଉଁ ଗର୍ଭବତୀଙ୍କ ଠାରେ ଏପରି ଲକ୍ଷଣ ଥିବ ସେମାନଙ୍କୁ ତୁରନ୍ତ ଟେଷ୍ଟ…