Latest Odisha News

BREAKING NEWS

Browsing Category

ସହର

City

କ୍ୟାପିଟାଲ ହସ୍ପିଟାଲରେ ହେବ ରାଜ୍ୟର ପ୍ରଥମ ନାର୍କୋ ଟେଷ୍ଟ ସେଣ୍ଟର

ଭୁବନେଶ୍ବର: ଓଡ଼ିଶାରେ ହେବ ପ୍ରଥମ ନାର୍କୋ ଟେଷ୍ଟ ସେଣ୍ଟର । ଖୁବଶୀଘ୍ର କ୍ୟାପିଟାଲ ହସ୍ପିଟାଲରେ କରାଯିବ ବ୍ୟବସ୍ଥା। ଆସନ୍ତା ମାସରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ନାର୍କୋ ଆନାଲିସିସ ଟେଷ୍ଟ। ଏଣିକି ଖର୍ଚ୍ଚାନ୍ତ ହୋଇ ପୁନେ ଯାଇ ଆଉ ନାର୍କୋ ଟେଷ୍ଟ କରିବାକୁ ପଡ଼ିବନି। ଏନେଇ ଆସି…

ଦଶହରା ପାଇଁ ରାଜଧାନୀରେ କମିଶନରେଟ୍ ପୋଲିସର ପ୍ରସ୍ତୁତି : ମୁତୟନ ହେବେ ୩୧ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ବର: ପାର୍ବଣ ସମୟରେ ରାଜଧାନୀରେ କମିଶନରେଟ୍ ପୋଲିସର ପ୍ରସ୍ତୁତି । ଭୁବନେଶ୍ବରରେ ୩୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୨ ଅତିରିକ୍ତ ଡିଏସପି , ୨୩ ଏସିପି , ୪୧ ଇନ୍ସପେକ୍ଟର , ୫୦୦…

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ଭିଜିପାରେ ଦଶହରା !

ଭୁବନେଶ୍ବର: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟଟି କାଳକ୍ରମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ  । ଉତ୍ତର ପଶ୍ଚିମ ଦିଗକୁ ଗତି କରି ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ୨୦ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ…

କାଲିଠୁ ରାଜ୍ୟବ୍ୟାପୀ ବସ୍ ବନ୍ଦ: ଧର୍ମଘଟ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ଵର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ବସ୍ ଧର୍ମଘଟ । ପୁଣିଥରେ ବସ୍ ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ଧର୍ମଘଟ ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ । ସଂଘ ପକ୍ଷରୁ କୁହାଯାଇଛି…

ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ: ଲକ୍ଷ୍ମୀ ପୂଜା ପରେ ପୁଣିଥରେ ବସିବ ବୈଠକ

ଭୁବନେଶ୍ବର: ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ  । ଆସନ୍ତାକାଲିଠୁ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ବିଏମସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖଛି ପରିବା ବ୍ୟବସାୟୀ ସଂଘ  । ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ସଂଘ  ଆନ୍ଦୋଳନକୁ…

‘ପରିବର୍ତ୍ତିତ ଜୀବନଶୈଳୀ ‘ଷ୍ଟ୍ରୋକ’ ନିୟନ୍ତ୍ରଣର ଏକ ବଡ଼ ଅସ୍ତ୍ର’

ଭୁବନେଶ୍ୱର: ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ମୃତ୍ୟୁ ଓ ଅକ୍ଷମତା ସୃଷ୍ଟିର ଏକ ପ୍ରମୁଖ କାରଣ ହୋଇଛି । ଏହା ଆଜି ସାରା ପୃଥିବୀ ପାଇଁ ବିରାଟ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଦେଖାଦେଇଛି। ଯାହାର ନିୟନ୍ତ୍ରଣକୁ ନେଇ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ‘ଷ୍ଟ୍ରୋକର…

ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର, ଦଶହରା ପୂର୍ବରୁ ବୋନସ ମଞ୍ଜୁରୀ

ଭୁବନେଶ୍ବର: ପାର୍ବଣଋତୁରେ ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୭୮ ଦିନିଆ ବେତନ ସହିତ ଉତ୍ପାଦକତା ଲିଙ୍କ ବୋନସ (PLB)କୁ ଅନୁମୋଦନ କରିଛି । କେନ୍ଦ୍ର କ୍ୟାବିନେଟ ଯେଉଁଥିରେ…

ଓଡ଼ିଶା ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲଡିଂ ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶା ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍‌ଡିଂ ଉଦଘାଟିତ । ଏହାକୁ ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏହି ଅବସରରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟର ସୁପରିଚାଳନା ପାଇଁ ଇ-ଅଫିସ୍‌ ଉଦଘାଟିତ ହେବା ସହ ପ୍ରଥମ କାର୍ଯ୍ୟନିର୍ବାହୀ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ତୁରନ୍ତ ହେବ ଜମିଜମା ସମସ୍ୟାର ସମାଧାନ

ଭୁବନେଶ୍ବର: ବର୍ଷ ବର୍ଷର ଜମିଜମା ସମସ୍ୟାର ହେବ ତୁରନ୍ତ ସମାଧାନ । ଦୂର ହେବ ଲୋକଙ୍କ ଜମି ପଟ୍ଟା ଜନିତ ସମସ୍ୟା । ରାଜ୍ୟର ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ। ପୂର୍ବରୁ…

ପ୍ରଥମଥର ପାଇଁ ବାଘ ଓ ହାତୀ ଗଣନା କରିବେ ରାଜ୍ୟ ସରକାର

ଭୁବନେଶ୍ବର: ନଭେମ୍ବର ୧ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବାଘ ଗଣନା  । ପ୍ରଥମଥର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଗଣନା କାର୍ଯ୍ୟ ଆରମ୍ଭ ହେବ  । କେନ୍ଦ୍ରର ତଥ୍ୟ ସହ ମେଳ ଖାଉନଥିବାରୁ ପ୍ରଥମ ଥର ପାଇଁ ନିଜସ୍ୱ ଉଦ୍ୟମରେ ବାଘ ଗଣିବେ ରାଜ୍ୟ ସରକାର । ଏ ନେଇ ସୂଚନା ଦେଇଛନ୍ତି…