Latest Odisha News

BREAKING NEWS

Browsing Category

ସହର

City

ଜଳ ସଂପଦ ମନ୍ତ୍ରୀ ଟକୁନୀ ସାହୁଙ୍କ ବନ୍ୟା ସ୍ଥିତି ସମୀକ୍ଷା

ଭୁବନେଶ୍ୱର:  ରାଜ୍ୟରେ ବନ୍ୟା ସ୍ଥିତି ଲାଗିରହିଥିବା ସହ ଅନେକ ଧନ ଜୀବନ ନଷ୍ଟ ହେଲାଣି । ବନ୍ୟା ସ୍ଥିତି ଲାଗିରହିଥିବା ବେଳେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ ପ୍ରଭାବରେ  ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଥିବାରୁ ବନ୍ୟାସ୍ଥିତି ଉତ୍ପନ ହୋଇଛି  ।   ରାଜ୍ୟରେ…

ବନ୍ୟାପରେ ରାଜ୍ୟବାସୀ ସରକାରଙ୍କ ଭରସାରେ ନୁହେଁ ଭଗବାନଙ୍କ ଭରସାରେ ଅଛନ୍ତି

ଭୁବନେଶ୍ୱର : ରାଜ୍ୟରେ ଆସିଥିବା ବଡଧରଣର ବନ୍ୟାରେ ଅନେକ ଧନ ଜୀବନ ନଷ୍ଟ ହୋଇଛି । ତେବେ ଏହି ବନ୍ୟାପାଇଁ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ ଦାୟୀ କରିଛି ବିଜେପି  । ଏଭଲି ବନ୍ୟା  ପ୍ରାକୃତିକ ନୁହେଁ ସମ୍ପୂର୍ଣ ଭାବେ ମନୁଷ୍ୟକୃତ ବୋଲି ଏକ ସାମ୍ବାଦିକ ସମ୍ମିଳନି କରି ବିଜେପିର ସାଧାରଣ ସମ୍ପାଦକ…

ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋ ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ଫଟୋଗ୍ରାଫର

ଭୁବନେଶ୍ୱର: ନବୀନ ସୂତ୍ରଧର(ନୂତନ ଭବିଷ୍ୟତ ନିର୍ମାଣ ର ସୂତ୍ରଧର )ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଆଧାରିତ ଦୁଇଦିନ ବ୍ୟାପି ଆୟୋଜିତ ଫଟୋପ୍ରଦର୍ଶନୀ ଗତକାଲି ଉଦଯାପୀତ ହୋଇଯାଇଥିଲା  । ଉଦଯାପନୀ ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମର…

ବନ୍ୟା ଦୃଷ୍ଟିରୁ ଘୁଞ୍ଚିଲା ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା

ଭୁବନେଶ୍ବର : ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା ତାରିଖ ବୃଦ୍ଧି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅନୁମୋଦନ କ୍ରମେ ଯୁକ୍ତ ୨ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ଯସୂଚୀ ପ୍ରସ୍ତୁତ ହୋଇଛି।…

ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି କଟକ ମେୟର ଓ କମିଶନର

କଟକ: ଆଜି ଅପରାହ୍ନରେ ଓଡ଼ିଶାର ସର୍ବ ବୃହତମ ଶିଶୁ ଚିକତ୍ସା କେନ୍ଦ୍ର ଶିଶୁ ଭବନର ନିର୍ମାଣ କାର୍ଯ୍ୟ ତଦାରଖ କଲେ ମେୟର ସୁବାସ  ସିଂହ  ଏବଂ କଟକ ମହାନଗର ନିଗମ କମିଶନର ନିଖିଳ ପବନ କଲ୍ୟାଣ  । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ୧୧୬ କୋଟି ଟଙ୍କା ବିନିମୟରେ ବ୍ରିଜ ଏବଂ ରୂଫ …

ବନ୍ୟଜୀବନ ଉପରେ ନପଡୁ କୋଇଲା ଖଣିର ପ୍ରଭାବ : ମୁଖ୍ୟଶାସନ ସଚିବ

ଭୁବନେଶ୍ୱର : ଓଡିଶାରେ ନୂତନ ଆବଣ୍ଟିତ କୋଇଲା ବ୍ଲକ ଅଞ୍ଚଳରେ  ବନ୍ୟଜୀବନ ସୁରକ୍ଷା ଓ ପରିଚାଳନା ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଏହି ଅଞ୍ଚଳରେ ବନ୍ୟଜନ୍ତୁ ସଂରକ୍ଷଣ, ସୁରକ୍ଷା ଏବଂ ମୁକ୍ତ ଚଳପ୍ରଚଳ  ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ…

ବିଧାନସଭାରେ ୧୪୭ ବିଧାୟକଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବିଧାୟକ ?

ଭୁବନେଶ୍ବର : ବିଧାନସଭାରେ ୧୪୭ ବିଧାୟକଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବିଧାୟକ ? କେଉଁ ବିଧାୟକଙ୍କର ରାଜ୍ୟ ପ୍ରତି ସର୍ବାଧିକ ଦାଇତ୍ବବୋଧ ରହିଛି ? କେଉଁ ବିଧାୟକ ବିଧାନସଭାର ଗୃହ କାର୍ଯ୍ୟରେ ଉଲ୍ଲେଖନୀୟ ପଦର୍ଶନ କରିଛନ୍ତି? ଶ୍ରେଷ୍ଠ ବିଧାୟକ ଚୟନ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି …

ଲଘୁଚାପ ତୀବ୍ର ଅବପାତ ପରେ ବାତ୍ୟାର ରୁପନେଇପାରେ

ଭୁବନେଶ୍ବର:ପାଣିପାଗ ବିଭାଗର ସତର୍କ ସୂଚନା। ଲଘୁଚାପ ତୀବ୍ର ଅବପାତ ପରେ ବାତ୍ୟାର ରୁପନେଇପାରେ । ବଙ୍ଗୋପସାଗ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି । ଉତ୍ତରପୂର୍ବ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ଅବପାତ ପଶ୍ଚିମ ଓ ଉତ୍ତର…

ମେକ୍ ଇଣ୍ଡିଆ ନମ୍ବର ୧ ମିଶନକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବ ଆପ୍

ଭୁବନେଶ୍ବର: ଓଡିଶାରେ ଏକ ବିକଳ୍ପ ରାଜନୀତି କରିବା ସହ ପରିବର୍ତ୍ତନ ଆଣିବାକୁ  ଆମ୍ ଆଦମୀ ପାର୍ଟି ରଣନୀତି ପ୍ରସ୍ତୁତ କରୁଛି ।  ଆମ୍ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ  ଆସନ୍ତା ୨୧ ଅଗଷ୍ଟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁଯାଉଛି । ଏହି କର୍ମୀସମ୍ମିଳନୀରେ …

ହୀରାକୁଦରେ ବନ୍ଦ ହେବ ଆଉ ୪ଟି ଗେଟ

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନାଙ୍କ ବଡ ସୂଚନା । ପୁଣି ବନ୍ଦ ହେବ ହୀରାକୁଦର ଆଉ ୪ଟି ଗେଟ । ଖୋଲାଥିବା ୨୪ଟି ଗେଟରୁ ଆଉ ୪ଟି ଗେଟ ବନ୍ଦ ହେବା ନେଇ ସୂଚନା ଦେଲେ ଏସଆରସି ପ୍ରଦୀପ କୁମାର ଜେନା । ହୀରାକୁଦ ଗେଟ ବନ୍ଦ ହେବା ଦ୍ୱାରା ମୁଣ୍ଡଳିରେ ମଧ୍ୟ ଜଳସ୍ତର…