Latest Odisha News

BREAKING NEWS

Browsing Category

ସହର

City

SI Scam: ଜେଲ୍ ଫେରିଲେ ୪ ଅଭିଯୁକ୍ତ, ରିମାଣ୍ଡରେ ଯାଇପାରନ୍ତି ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ…

ଭୁବନେଶ୍ୱର: ପୋଲିସ ଏସଆଇ ଚାକିରି ମହାଘୋଟାଲା ମାମଲାରେ ଝାରପଡା ଜେଲ୍ କୁ ଫେରିଛନ୍ତି ୪ ଅଭିଯୁକ୍ତ । ତଫିନ ଅହମ୍ମଦ ଖାନ୍, ବିଶ୍ୱଜିତ୍ ହରିଚନ୍ଦନ, ବିଶ୍ୱରଞ୍ଜନ ବେହେରା ଓ ଲୋକନାଥ ସାହୁକୁ ୩ ଦିନିଆ ରିମାଣ୍ଡରେ ଆଣି ମାରାଥନ୍ ଜେରା କରିଛି ସିବିଆଇ । ସେମାନଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ…

BLO: ଦୁଇ ଗୁଣ ହେଲା ବୁଥ୍ ଲେଭଲ ଅଫିସରଙ୍କ ପାରିଶ୍ରମିକ

ଭୁବନେଶ୍ବର: ବୁଥ୍ ଲେଭଲ ଅଫିସର(BLO)ଙ୍କ ଦୁଇଗୁଣ ହେଲା ପାରିଶ୍ରମିକ । ନିର୍ବାଚନ କମିଶନଙ୍କ ପକ୍ଷରୁ ପାରିଶ୍ରମିକ ବୃଦ୍ଧି ନେଇ ଘୋଷଣା ହୋଇଛି । ବୁଥ୍ ଲେଭଲ ଅଫିସରଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାରକୁ ବଢାଇଲେ କମିଶନ । ଇଲେକ୍ଟୋରାଲ ରୋଲ ରିଭିଜନର ପ୍ରୋତ୍ସାହନ ରାଶି ୧୦୦୦ଟଙ୍କା…

Weather Update: ରାଜ୍ୟରେ ଆହୁରି ବଢିବ ଶୀତ, ୨ ରୁ ୩ ଡିଗ୍ରୀ କମିପାରେ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ଜାରି ରହିଛି । ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ୪ ଦିନ ପରେ ରାତି ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସହିତ ଶୀତ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ଅଧିକାଂଶ…

Children Missing: ରାଜ୍ୟରେ ଗତ ୨ ବର୍ଷରେ ଏତିକି ଶିଶୁ ନିଖୋଜ…

ଭୁବନେଶ୍ୱର: ରାଜ୍ୟରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ ରିପୋର୍ଟ ପଞ୍ଜୀକୃତ ହୋଇଛି। ସେମାନଙ୍କ ମଧ୍ୟରୁ ୮,୩୬୨ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨,୯୭୫ ଜଣ ନିଖୋଜ ଅଛନ୍ତି। ଏସବୁ ରିପୋର୍ଟକୁ ପଞ୍ଜୀକୃତ କରାଯାଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌(ଡିସିପିୟୁ)କୁ ହସ୍ତାନ୍ତର କରାଯାଇଛି…

ରାଜ୍ୟ ସରକାର ଗୋ-ମାତାର ସୁରକ୍ଷା ନେଇ କୌଣସି ପ୍ରକାର ସାଲିସ କରିପାରିବେ ନାହିଁ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଗୋ-ମାତାର ସୁରକ୍ଷା ସହ ବେଆଇନ କଂସେଇ ଖାନା ବନ୍ଦ ନେଇ କଠୋର ଆଭିମୁଖ୍ୟ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟ ସରକାର ଗୋ-ମାତାର ସୁରକ୍ଷା ନେଇ କୌଣସି ପ୍ରକାର ସାଲିସ କରିପାରିବେ ନାହିଁ I ଏଥି ସହିତ ରାଜ୍ୟରେ ବେଆଇନ କଂସେଇ ଖାନା ଓ ଗୋଚାଲାଣକୁ…

ECINet ଡିଜିଟାଲ୍ ପ୍ଲାଟଫର୍ମକୁ ଅଧିକ ଲୋକାଭିମୁଖୀ କରିବାକୁ ଭାରତ ନିର୍ବାଚନ ଆୟୋଗର ନୂଆ ପଦକ୍ଷେପ

ଭୁବନେଶ୍ୱର: ECINet ଆପ୍ ର ବ୍ୟବହାର ଓ କାର୍ଯ୍ୟକାରିତାକୁ ଉନ୍ନତ କରିବାପାଇଁ ଭାରତ ନିର୍ବାଚନ ଆୟୋଗ ନାଗରିକମାନଙ୍କୁ ଏହି ଆପ୍ ଡାଉନଲୋଡ୍ କରି, ଏହା ମଧ୍ୟରେ ଥିବା ‘Submit a Suggestion’ ଟ୍ୟାବ୍ ବ୍ୟବହାର କରିବା ପୂର୍ବକ ସେମାନଙ୍କର ସୁଚିନ୍ତିତ ମତାମତ ଦେବା ପାଇଁ ଆହ୍ୱାନ କରିଛି ।…

ୱେବସାଇଟ୍ ମାଧ୍ୟମରେ ନିଜର ସୃଜନଶୀଳତାକୁ ପଞ୍ଜୀକରଣ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନତା ଏବଂ ଉଦ୍ୟୋଗୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜନ କରାଯାଉଛି ଓଡ଼ିଆପ୍ରେନ୍ୟୁର ସ୍ମାର୍ଟ ଓଡ଼ିଶା ହାକାଥନ୍ ୩.o । ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଆଇଆଇଟି ଭୁବନେଶ୍ୱରର ଗବେଷଣା ଓ ଉଦ୍ୟୋଗୀତା ବିଭାଗ…

Gender Responsive Cell: ସମାବେଶୀ କୃଷି ଶାସନ ହେବ ସୁଦୃଢ଼, ଉଦଘାଟିତ ହେଲା ଲିଙ୍ଗଗତ ଦାୟିତ୍ବବୋଧ କକ୍ଷ

ଭୁବନେଶ୍ୱର: ଆଜି କୃଷି ଭବନରେ ମିଳିତ ଭାବରେ ଲିଙ୍ଗଗତ ଦାୟିତ୍ୱବୋଧ କକ୍ଷ (GRC) ଉଦଘାଟନ ହୋଇଯାଇଛି । ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ଆଜି କୃଷି ଭବନରେ ମିଳିତ ଭାବରେ ଲିଙ୍ଗଗତ ଦାୟିତ୍ୱବୋଧ କକ୍ଷ (GRC) ଉଦଘାଟନ କରିଛନ୍ତି । ଅନ୍ତର୍ଜାତୀୟ ଖାଦ୍ୟ ନୀତି…

ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଆଗକୁ ରାଜ୍ୟରେ ଆଉ ୧୫ଟି ପୋକ୍ସୋ ଅଦାଲତ ଖୋଲିବା ନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଏନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଭୁବନେଶ୍ୱର, ବାରିପଦା, ଫୁଲବାଣୀ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ରେ ଖୋଲିବ ପୋକ୍ସୋ ଅଦାଲତ । ସେହିପରି…

Ev Bus: ୬ଟି ନୂଆ ସହରରେ ଗଡ଼ିବ ଇଭି ବସ୍‌: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ଖୁବଶ୍ରୀଘ୍ର ୬ଟି ନୂତନ ସହରରେ ଗଡ଼ିବ ଇଲେକ୍ଟ୍ରିକ୍ ବସ୍ । ବର୍ତ୍ତମାନ ସାରା ଓଡ଼ିଶାରେ ୬୭୦ଟି ଆମ ବସ୍ ଚାଲୁଛି, ଯେଉଁଥିରେ ୨୨୦ଟି ଇଲେକ୍ଟ୍ରିକ୍ ବସ୍ ସାମିଲ ଅଛି । ବହୁତ ଶୀଘ୍ର, ସହରାଞ୍ଚଳ ସଂଯୋଗୀକରଣକୁ ଆହୁରି ଉନ୍ନତ କରିବା ପାଇଁ ୬ଟି ନୂତନ ସହରକୁ ଇଲେକ୍ଟ୍ରିକ୍ ବସ୍…