Latest Odisha News

BREAKING NEWS

Browsing Category

ପାରାଦୀପ

Paradip

ଉଦ୍ଧାର ହେଲା ବିରଳ କଇଁଛ, ଦେଖିବାକୁ ଲୋକଙ୍କ ଭିଡ଼

ପାରାଦ୍ୱୀପ: ଉଦ୍ଧାର ହୋଇଛି ବିରଳ କଇଁଛ । ପାରାଦ୍ୱୀପ ବଡ଼ ଗ୍ରାମରୁ ଏହି କଇଁଛ ଉଦ୍ଧାର ହୋଇଛି । କଇଁଛର ଉପର ଓ ତଳ ଭାଗରେ ପଟି ପଟି ହୋଇ କ୍ରସ ଚିହ୍ନ ରହିଛି । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । କଇଁଛଟିକୁ ଛୋଟ ପିଲାମାନେ ଖେଳୁଥିବାବେଳେ ଦେଖିଥିଲେ । ଏହା ଦୁଇରୁ ତିନି ମାସର…

ପୁଣି ଆରମ୍ଭ ହେଲା ପାନବରଜ ମାପଚୁପ, ଗ୍ରାମବାସୀଙ୍କ ମିଶ୍ରିତ ପ୍ରତିକ୍ରିୟା

ପାରାଦୀପ: କିଛିଦିନ ପୂର୍ବରୁ ଢିଙ୍କିଆ ଗ୍ରାମରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପ୍ରଶାସନ ପକ୍ଷରୁ ଦୁଇଦିନ ପାଇଁ ପାନବରଜ ଭାଙ୍ଗିବା କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଆଜି ପୁଣି ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି । ସ୍ଥାନୀୟ…

ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ପାରାଦୀପ: ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ପୋଲିସ ଗ୍ରାମବାସୀ ମୁହାଁମୁହିଁ । ଗାଁରେ ପଶି ଗ୍ରାମବାସୀଙ୍କୁ ପୋଲିସର ମାଡ଼ । ପାରାଦୀପ ଢିଙ୍କିଆରେ ମାଡ ମାରିବା ନେଇ ପୁରୁଷ କି ମହିଳାଙ୍କୁ ବାଦ୍ ଦେଇନି ପୋଲିସ । ଦୀର୍ଘ ଦିନ ହେଲା ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ଢିଙ୍କିଆବାସୀ ବିରୋଧ କରିଆସୁଥିଲେ ।…

[ଭିଡ଼ିଓ] ଉଦ୍ଧାର ୨୦ ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କଲା ଭାରତୀୟ କୋଷ୍ଟଗାର୍ଡ

ପାରାଦ୍ଵୀପ : ପାରାଦ୍ଵୀପରୁ ବଙ୍ଗଳାଦେଶୀ ବୋଟ୍ ଓ ୨୦ ମତ୍ସ୍ୟଜୀବୀ ଉଦ୍ଧାର ଘଟଣା । ଘଟଣାରେ ସମସ୍ତ ୨୦ ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡଙ୍କୁ ହସ୍ତାନ୍ତର କଲା ଭାରତୀୟ କୋଷ୍ଟଗାର୍ଡ । ଗତ ଡ଼ିସେମ୍ବର ୨୬ ତାରିଖରେ ସେମାନଙ୍କୁ  ଉଦ୍ଧାର କରିଥିଲେ ପାରାଦ୍ଵୀପର ମତ୍ସ୍ୟଜୀବୀ । ବୋଟ୍ ଖରାପ…

ପାରାଦୀପରେ ୫ ଦିନିଆ ପଲ୍ଲିଶ୍ରୀ ମେଳା , ଏଥର ମେଳାରେ ୬୨ଟି ଷ୍ଟଲ୍

ପାରାଦୀପ : ପାରାଦୀପ ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ ଆରମ୍ଭ ହୋଇଛି ୫ ଦିନିଆ ପଲ୍ଲୀଶ୍ରୀ ମେଳା ।ଏହି ମେଳାରେ ଓଡିଶାର ୨୨ ଜିଲ୍ଲା ଓ ଓଡିଶା ବାହାରୁ ୭ ଟି ରାଜ୍ୟରେ ମୋଟ ୬୨ ଟି ଷ୍ଟଲ୍ ଦିଆଯାଇଛି ।ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏହି ଷ୍ଟଲରେ ବିକ୍ରି…

ଜେ ଏସ ଡ଼ବ୍ଲୁ ପ୍ରକଳ୍ପ ପାଇଁ ଢ଼ିଙ୍କିଆ ଗାଁର ଲୋକେ ଦେଲେ ପାନବରଜ

ପାରାଦ୍ୱୀପ: ଜେ ଏସ ଡ଼ବ୍ଲୁ ପ୍ରକଳ୍ପ ପାଇଁ ଦେଖାଦେଇଛି ନୂଆ ସମ୍ଭାବନା । ନୂଆବର୍ଷରୁ ଢ଼ିଙ୍କିଆ ଗାଁର ତିନି ଜଣ ହିତାଧିକାରୀ ପ୍ରକଳ୍ପ ପାଇଁ ପାନବରଜ ଦେଇଛନ୍ତି । ସେମାନେ ହେଲେ ପ୍ରେମାନନ୍ଦ ଦାସ, ଅରକ୍ଷିତ ମଲ୍ଲିକ ଓ ଧୀରେନ୍ଦ୍ର ସ୍ୱାଇଁ । ନିଜ ଇଚ୍ଛାରେ ସ୍ଥାନୀୟ ତହସିଲ ପ୍ରଶାସନ ଓ…

ରାସ୍ତାକଡ଼ରେ ଓଲଟିଲା ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ

ପାରାଦୀପ: ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟିଲା ବସ୍ । ପାରାଦୀପ-କଟକ ରାସ୍ତାର ହସିଣା ନିକଟ ପେଟ୍ରୋଲ ପମ୍ପ ନିକଟରେ ଓଲଟିଲା ସ୍ନେହ ସାଗର ନାମକ ବସ୍ । ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ । ଡ୍ରାଇଭର ଓ ଯାତ୍ରୀ ସମସ୍ତେ ସୁରକ୍ଷିତ ଅଛନ୍ତି । ବସରେ ୬ ଜଣ ଯାତ୍ରୀ ଥିଲେ ।…

ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆଗକୁ ଆସିଛି ଏସାର ବଲକ୍ ଟର୍ମିନାଲ

ପାରଦୀପ : ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆଗକୁ ଆସିଛି ଏଷାର ବଲକ୍ ଟର୍ମିନାଲ । ପାରଦୀପ ଅଠରବାଙ୍କୀ ଲକ ପଡା ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ମାଗଣା ମେଗା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଛି । ଦୀର୍ଘ ୧୦ ବର୍ଷ ହେଲା ଏଷାର ପକ୍ଷରୁ ଅଠର ବାଙ୍କୀ…

ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ପାରାଦୀପ: ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଜଗତସିଂହପୁର ଜିଲ୍ଲା ଏରସମା ଥାନା କୁଞ୍ଜକୋଠି ଗାଁର ଜଣେ ବ୍ୟକ୍ତିଙ୍କ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ଘର ଅଜଗରବେଦୀ ଗାଁର ବୋଲି ସୂଚନା ମିଳିଛି । ତାଙ୍କୁ ହତ୍ୟା ପରେ ଅଖା ଭିତରେ ଭର୍ତ୍ତି କରାଯାଇଥିବା ସନ୍ଦେହ କରାଯାଉଛି…

ପାରାଦୀପରେ ନଦୀ ମହୋତ୍ସବ ଆରମ୍ଭ

ପାରାଦୀପ : ପାରାଦୀପରେ ଆରମ୍ଭ ହୋଇଛି ନଦୀ ମହୋତ୍ସବ । ପାରାଦୀପ ବେଳାଭୂମିରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବକୁ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରି ଉଦଘାଟନ କରିଛନ୍ତି ।ଆଜି ଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ଏହି ମହୋତ୍ସବରେ ସକାଳୁ…