Latest Odisha News
Browsing Category

ପାରାଦୀପ

Paradip

ବିସ୍ଥାପିତଙ୍କ ବିରୋଧ: ଦାବି ପୂରଣ ନହେଲେ ମହନଦୀରେ ଝାସ ଚେତାବନୀ

ପାରାଦୀପ: ଦାବି ପୂରଣ ନହେଲେ ଗ୍ରାମବାସୀ ସାମୂହିକ ମହାନଦୀରେ ଦେବେ ଝାସ  । ପାରାଦୀପ ସ୍ଥିତ ଆର୍ସେଲର ମିତ୍ତଲ- ନିପ୍ପନ ଷ୍ଟିଲ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଦିର୍ଘ ୧୫ ବର୍ଷ ତଳେ କମ୍ପାନୀକୁ ସହଯୋଗ କରିଥିଲେ, ଏବେ ହକ୍ ପାଇଁ ୧୧ ଦିନ ହେଲା ଖରାରେ ବସିଛନ୍ତି ସେମାନେ।…

ଭାରତ ବନ୍ଦ ବେଳେ ପାରାଦୀପ ବନ୍ଦାରାଞ୍ଚଳରେ ଫସିଥିବା ଡ୍ରାଇଭରଙ୍କୁ ଖ୍ୟାଦ୍ୟ ବାଣ୍ଟିଲା ଜେ ଏସ ଡବ୍ଳୁ

ପାରାଦୀପ : ଭାରତ ବନ୍ଦ ବେଳେ ଖାଦ୍ୟ ଯୋଗାଇଲା ଜେ ଏସ୍ ଡବ୍ଲୁ ।   ଭାରତ ବନ୍ଦ ବେଳେ ଭୋକ ଉପାସରେ  ପାରାଦୀପ ବନ୍ଦରାଞ୍ଚଳରେ ଫସି ରହିଥିବା ଡ୍ରାଇଭର ମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇଲା ଜେ ଏସ ଡବ୍ଳୁ । ପାରାଦୀପରେ ବିଭିନ୍ନ ଦାବି ନେଇ ଶ୍ରମିକ ସଙ୍ଗଠନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକାର…

[ଭିଡ଼ିଓ] ସରଗରମ ରାଜନୀତି ମଇଦାନ, ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ଟକ୍କର

ଜଗତସିଂହପୁର: ସରଗରମ ରାଜନୀତି ମଇଦାନ । ଦଳ ଦଳ ମଧ୍ୟରେ ଲାଗିଛି ଟକ୍କର । ଭୋଟ୍ ହାତେଇବାକୁ ଘର ଘର ବୁଲୁଛନ୍ତି ଆଶାୟୀ ପ୍ରାର୍ଥୀ। ସେହିଭଳି ଜଗତସିଂହପୁର ୩ ନମ୍ବର ଜୋନରେ ବିଜୁ ଜନତା ଦଳର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀରେ ୮ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମାନେ ଯୋଗ…

ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ କମ୍ପାନୀ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଶ୍ରମିକ

ପାରାଦ୍ୱୀପ: ପାରାଦ୍ୱୀପ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ କମ୍ପାନୀ ସମ୍ମୁଖରେ ଶ୍ରମିକଙ୍କ ଧାରଣା । ସରକାରଙ୍କ ଶ୍ରମ ଆଇନକୁ ଅବମାନନା କରି କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଶତାଧିକ ଶ୍ରମିକମାନେ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି । ଫଳରେ କାରଖାନା…

ଭାରସାମ୍ୟ ହରାଇ ଓଲଟିଲା କାର , ଡ୍ରାଇଭର ମୃତ, ୨ଗୁରୁତର

ପାରାଦୀପ : ପାରାଦୀପରେ ମର୍ମନ୍ତୁଦ ଦୁର୍ଘଟଣା । ପାରାଦୀପ ଗଡଚୁନ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ କାର ଓଲଟି ପଡିିଛି ।ଫଳରେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ଯାଇଛି । ଗାଡିରେ ଥିବା ଅନ୍ୟ ଦୁଇ ଜଣଙ୍କୁ ପ୍ରଥମେ ଅଠରବାଙ୍କୀ ଓ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର…

ଉଦ୍ଧାର ହେଲା ବିରଳ କଇଁଛ, ଦେଖିବାକୁ ଲୋକଙ୍କ ଭିଡ଼

ପାରାଦ୍ୱୀପ: ଉଦ୍ଧାର ହୋଇଛି ବିରଳ କଇଁଛ । ପାରାଦ୍ୱୀପ ବଡ଼ ଗ୍ରାମରୁ ଏହି କଇଁଛ ଉଦ୍ଧାର ହୋଇଛି । କଇଁଛର ଉପର ଓ ତଳ ଭାଗରେ ପଟି ପଟି ହୋଇ କ୍ରସ ଚିହ୍ନ ରହିଛି । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । କଇଁଛଟିକୁ ଛୋଟ ପିଲାମାନେ ଖେଳୁଥିବାବେଳେ ଦେଖିଥିଲେ । ଏହା ଦୁଇରୁ ତିନି ମାସର…

ପୁଣି ଆରମ୍ଭ ହେଲା ପାନବରଜ ମାପଚୁପ, ଗ୍ରାମବାସୀଙ୍କ ମିଶ୍ରିତ ପ୍ରତିକ୍ରିୟା

ପାରାଦୀପ: କିଛିଦିନ ପୂର୍ବରୁ ଢିଙ୍କିଆ ଗ୍ରାମରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପ୍ରଶାସନ ପକ୍ଷରୁ ଦୁଇଦିନ ପାଇଁ ପାନବରଜ ଭାଙ୍ଗିବା କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଆଜି ପୁଣି ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି । ସ୍ଥାନୀୟ…

ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ପାରାଦୀପ: ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ପୋଲିସ ଗ୍ରାମବାସୀ ମୁହାଁମୁହିଁ । ଗାଁରେ ପଶି ଗ୍ରାମବାସୀଙ୍କୁ ପୋଲିସର ମାଡ଼ । ପାରାଦୀପ ଢିଙ୍କିଆରେ ମାଡ ମାରିବା ନେଇ ପୁରୁଷ କି ମହିଳାଙ୍କୁ ବାଦ୍ ଦେଇନି ପୋଲିସ । ଦୀର୍ଘ ଦିନ ହେଲା ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ଢିଙ୍କିଆବାସୀ ବିରୋଧ କରିଆସୁଥିଲେ ।…

[ଭିଡ଼ିଓ] ଉଦ୍ଧାର ୨୦ ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କଲା ଭାରତୀୟ କୋଷ୍ଟଗାର୍ଡ

ପାରାଦ୍ଵୀପ : ପାରାଦ୍ଵୀପରୁ ବଙ୍ଗଳାଦେଶୀ ବୋଟ୍ ଓ ୨୦ ମତ୍ସ୍ୟଜୀବୀ ଉଦ୍ଧାର ଘଟଣା । ଘଟଣାରେ ସମସ୍ତ ୨୦ ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡଙ୍କୁ ହସ୍ତାନ୍ତର କଲା ଭାରତୀୟ କୋଷ୍ଟଗାର୍ଡ । ଗତ ଡ଼ିସେମ୍ବର ୨୬ ତାରିଖରେ ସେମାନଙ୍କୁ  ଉଦ୍ଧାର କରିଥିଲେ ପାରାଦ୍ଵୀପର ମତ୍ସ୍ୟଜୀବୀ । ବୋଟ୍ ଖରାପ…

ପାରାଦୀପରେ ୫ ଦିନିଆ ପଲ୍ଲିଶ୍ରୀ ମେଳା , ଏଥର ମେଳାରେ ୬୨ଟି ଷ୍ଟଲ୍

ପାରାଦୀପ : ପାରାଦୀପ ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ ଆରମ୍ଭ ହୋଇଛି ୫ ଦିନିଆ ପଲ୍ଲୀଶ୍ରୀ ମେଳା ।ଏହି ମେଳାରେ ଓଡିଶାର ୨୨ ଜିଲ୍ଲା ଓ ଓଡିଶା ବାହାରୁ ୭ ଟି ରାଜ୍ୟରେ ମୋଟ ୬୨ ଟି ଷ୍ଟଲ୍ ଦିଆଯାଇଛି ।ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏହି ଷ୍ଟଲରେ ବିକ୍ରି…