Latest Odisha News

BREAKING NEWS

Browsing Category

ପୁରୀ

Puri

ଆରଟିଓଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଂଚିଗଲା ୬ଜଣଙ୍କ ଜୀବନ

ପୁରୀ: ପୁରୀର ମଙ୍ଗଳାହାଟ ନିକଟରେ ବୁଧବାର ବିଳମ୍ବିତ ରାତିରେ ଆସୁଥିବା ଏକ ଅଟୋ ଭାରସମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ସମେତ ୫ ଜଣ ଯାତ୍ରୀ ଏଥିରେ ଆଘାତପ୍ରାପ୍ତ ହୋଇଥିଲେ । ଠିକ ସେହି ସମୟରେ ପୁରୀ ଆରଟିଓ ରବିନ ପଟ୍ଟନାୟକ ପୋଲିସ ଏନଫୋର୍ସମେଂଟ ସହିତ ସେହି ବାଟେ ଯାଉଥିଲେ । ସେ ସଙ୍ଗେ…

ପୁରୀ ମେଡିକାଲ ସମସ୍ୟା ନେଇ ଛାତ୍ର କଂଗ୍ରେସର ସିଡିଏମଓଙ୍କ କାର୍ଯ୍ୟାଳୟ ଘେରାଉ

ପୁରୀ: ପୁରୀ ସଦର ମହକୁମା ଡାକ୍ତରଖାନାର ବିଭିନ୍ନ ସମସ୍ୟା ନେଇ ଆଜି ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ସିଡିଏମଓ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ସେମାନେ ସିଡିଏମଓଙ୍କ ନିକଟରେ ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ କରିଥିଲେ । ଏଥିରେ ୫ ଦଫା ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ସେମାନେ…

ପୁରୀ ରେ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଉଦଘାଟିତ

ପୁରୀ:ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଏକ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା  ପୁରୀ ସ୍ଥିତ ନୀଳାଚଳ ହାଟ ଠାରେ ଉଦଘାଟିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବୁଣାକାର, କାରିଗରମାନଙ୍କ ଦ୍ୱାରା…

ପୁରୀରେ ଉଦଘାଟିତ ହେଲା ଭିବ୍ରାନ୍ସ ଫୁଡକୋର୍ଟ

ପୁରୀ: ପର୍ଯ୍ୟଟନ ବିଭାଗ ସହାୟତାରେ ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ୟୁଥ ହଷ୍ଟେଲ ନିକଟରେ ଏସଏସ କନସୋରିଟିୟମର ଭିବ୍ରାନ୍ସ ଫୁଡ କୋର୍ଟ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତା ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ଏହି ଫୁଡ କୋର୍ଟ ବେଶ ସହାୟ…

ଆଂଚଳିକ ପରିବହନ ପକ୍ଷରୁ ପୁରୀରେ ଯାଂଚ ହେଲା ଶହ ଶହ ଗାଡି ମୋଟର

ପୁରୀ: ଆଂଚଳିତ ପରିବହନ ବିଭାଗ ପକ୍ଷରୁ ପୁରୀରେ ସ୍ପେସିଆଲ ଡ୍ରାଇଭ କାର୍ଯ୍ୟକ୍ରମ ମାଧ୍ୟମରେ ଶହ ଶହ ଗାଡି ମୋଟର ଯାଂଚ କରାଯାଇଥିଲା । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କନୱର ବିଶାଲ ସିଂ ଏହାର ତତ୍ୱାବଧାନ କରିଥିଲେ । ନଭେମ୍ବର ୧ରୁ ୨୫ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା…

ଭୋଟର ତାଲିକା ସଂଶୋଧନର ସ୍ୱତନ୍ତ୍ର ଅଭିଯାନ ଦିବସ ଅନୁଷ୍ଠିତ

ପୁରୀ: ୨୦୨୩ ବର୍ଷ ପାଇଁ ନୂତନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବୋର୍ଡ ଅଫ ରେଭିନ୍ୟୁର ସଚିବ ତଥା ପୁରୀ ଜିଲ୍ଲା ପାଇଁ ନିଯୁକ୍ତ ରୋଲ ଅବଜର୍ଭର ବିଜୟ କେତନ ଉପାଧ୍ୟାୟ, ପୁରୀ ପୌରପାଳିକା ତଥା ସଦରର ବିଭିନ୍ନ ବ୍ଲକ ପରିଦର୍ଶନ କରିଥିଲେ । ଏ ନେଇ…

ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଆୟୋଜିତ ହେଲା ଦେବ ଦୀପାବଳୀ ନୃତ୍ୟୋତ୍ସବ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେବ ଦୀପାବଳୀ ଉତ୍ସବ ଅବସରରେ ପୁରୀର ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଆୟୋଜିତ ହୋଇଯାଇଛି ପାରମ୍ପାରିକ ନୃତ୍ୟୋତ୍ସବ । କଳାକାରଙ୍କ ମୂକସାକ୍ଷୀ ସାଜିଥିବା ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଓଡିଶାର ଦୁଇ ପ୍ରତିଭାବାନ ନୃତ୍ୟଶିଳ୍ପୀ ଶାସ୍ୱତ ଯୋଶୀ ଓ କୁମାର ଭିମସେନ…

ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପୁରୀ : ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ମୋଟ ୫୧ ଗୋଟି ଅଭିଯୋଗ ପତ୍ର ମିଳିଥିବା…

ସୁର ଦାଶ, ଦେବାନନ୍ଦ, ରବି ନାରାୟଣଙ୍କୁ ବିଜେଡିର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ

ପୁରୀ: ବିଜୁ ଜନତା ଦଳ ପକ୍ଷରୁ ଆଜି ପୁରୀ ସହରର ସମସ୍ତ ୱାର୍ଡର ଦଳୀୟ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ୩ଜଣ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ହେଲେ ସୁରେନ୍ଦ୍ର ନାଥ ଦାଶ, ଦେବାନନ୍ଦ ଦାସ ମହାପାତ୍ର ଓ ରବି ନାରାୟଣ ସାମନ୍ତରାୟ । ଜିଲ୍ଲା ବିଜେଡି ସଭାପତି…

ବିଶ୍ୱ ଫାଷ୍ଟ ଏଡ ଦିବସ: ସ୍କୁଲ-କଲେଜ ଛାତ୍ର ଛାତ୍ରୀଙ୍କୁ ଦିଆଗଲା ତାଲିମ

ପୁରୀ: ବିଶ୍ୱ ଫାଷ୍ଟ ଏଡ ଦିବସ ଅବସରରେ ଆଜି ପୁରୀର ଗୋପବନ୍ଧୁ ଅରୟୁର୍ବେଦ ମହାବିଦ୍ୟାଳୟ ପରିସରରେ ସେଂଟ ଜନ ଆମ୍ବୁଲାନ୍ସ ପକ୍ଷରୁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍କୁଲ, କଲେଜର ବିଭିନ୍ନ ଛାତ୍ର ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ପ୍ରଦାନ କରାଯାଇଥିଲା । ଏହି ଅବସରରେ…