Latest Odisha News
Browsing Category

ପୁରୀ

Puri

ନିଶା ବେପାରୀଙ୍କ ‘ବଡ଼ ଭାଇ’ ସାଜିଛି ପୁରୀ ପୋଲିସ, ସବୁ ଜାଣି ହାତ ବାନ୍ଧି ବସିଛନ୍ତି ଅବକାରୀ ଅଧିକାରୀ

ପୁରୀ: ନିଶା ବେପାରୀଙ୍କ 'ବଡ଼ ଭାଇ' ପାଲଟିଛି ପୁରୀ ପୋଲିସ। ଅପରାଧୀ ଏବଂ ଅପରାଧକୁ ବଢାଇବାରେ ସହଯୋଗ କରୁଥିବା ଏହି ନିଶା ବେପାରୀଙ୍କ ସହିତ ରହିଛି ପୁଲିସର ଅହିନକୂଳ ସମ୍ପର୍କ। ନିଶା ବେପାରୀଙ୍କ ଠାରୁ ଲାଞ୍ଚ ନେଇ ବସି ପଡୁଛନ୍ତି ପୁରୀ ପୋଲିସ । ଯେଉଁଥିପାଇଁ ଅବକାରୀ ବିଭାଗର…

ପୁରୀରେ ନବୀନଙ୍କ ନୂଆ ମନ୍ତ୍ରୀ : ଦାୟିତ୍ୱ ମିଳିବା ପରେ କଲେ ମହାପ୍ରଭୁଙ୍କୁ ଦର୍ଶନ

ପୁରୀ :  ନବୀନଙ୍କ ନୂଆମନ୍ତ୍ରୀ ମଣ୍ଡଳ ଗଠନ ପରେ କିଛି ମନ୍ତ୍ରୀ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ପ୍ରଫୁଲ୍ଲ ମଲିକ, ପ୍ରଦୀପ ଅମାତ, ରଜନୀକାନ୍ତ ସିଂ, ରାଜେନ୍ଦ୍ର ଢୋଲକିଆ, ଶ୍ରୀକାନ୍ତ ସାହୁ ପ୍ରମୁଖ ଏକାଠି ଯାଇ…

[ଦେଖନ୍ତୁ ଭିଡିଓ] ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ତିନି ରଥର ଚକ ଅଖ ଯୋଡ଼ା କାମ

ପୁରୀ : ନିର୍ଦ୍ଧାରିତ ସମୟ ଓ ଲକ୍ଷର ଯଥେଷ୍ଟ ପୂର୍ବରୁ ୩ ରଥର ସମସ୍ତ ଚକ ଓ ଅଖ ଯୋଡ଼ାଯାଇ ଡ଼େରାଯାଇଛି। ଏହାସହ ରଥର ଉପରିଭାଗ ତିଆରି କାମ ଜୋର ଧରିଛି। ଆସନ୍ତା ସ୍ନାନପୂର୍ଣ୍ଣିମାରେ ୩ ରଥର ଚାରିନାହାକା ଉଠିବ। ତେବେ ଚଳିତବର୍ଷ ରଥ ତିଆରି ବେଶ ଆଗୁଆ ଚାଲିଛି। ଅନ୍ୟପଟେ ଜୁନ୍ ୧୪ରେ ହେବାକୁ…

ବିଶ୍ୱ ପରିବେଶ ଦିବସ, ବାଲୁକା ଶିଳ୍ପୀ ମାନସଙ୍କ ବାଲୁକା କଳା

ପୁରୀ (ସନ୍ତୋଷ କୁମାର ଦାସ): ଆଜି ଜୁନ୍ 5। ବିଶ୍ୱ ପରିବେଶ ଦିବସ। ଏହି ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ଚଳିତ ବର୍ଷ ର ଥିମ "Only One Earth" କୁ ଆଧାର କରି ବାଲୁକା କଳା ନିର୍ମାଣ କରିଛନ୍ତି…

ପୁରୀ ପରିକ୍ରମା ପ୍ରକଳ୍ପ ପଛରେ ରହିଛି କି ‘ଭାଟିକାନ ସିଟି’ର ଛାପ, ପିନାକୀଙ୍କ ବୟାନ ବିତର୍କକୁ କଲା…

ନୂଆଦିଲ୍ଲୀ: ପୁରୀ ନିଜର ଐତିହ୍ୟ ପରମ୍ପରା ପାଇଁ ବିଶ୍ୱ ଦରବାରରେ ପରିଚିତ । ଚାରିଧାମ ମଧ୍ୟରୁ ଅନ୍ୟତମ ଧାମ ହେଉଛି ପୁରୀଧାମ । ହିନ୍ଦୁ ଧର୍ମର ଏହି ପବିତ୍ର ଧାମର ରୂପରେଖ କିନ୍ତୁ ବଦଳିଯିବ । ଆଉ ଏହାକୁ ବଦଳାଇବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା କହିଛନ୍ତି ପୁରୀ ସାଂସଦ…

[ଦେଖନ୍ତୁ ଭିଡିଓ] ପୁରୀ ବେଳାଭୂମିରୁ ଉଦ୍ଧାର ହେଲା ଶିବଶକ୍ତି

ପୁରୀ  : ପୁରୀ ବେଳାଭୂମିରେ ଶିବଲିଙ୍ଗ ଶକ୍ତି । ହଠାତ୍ କେଉଁଠାରୁ ଭାସିଆସିଛି ଏହି ଶକ୍ତି । ସମୁଦ୍ରର ଢେଉରେ ଭାସି ଭାସି ଆସି କୂଳରେ ଲାଗିଛି । ଏହି ଦୃଶ୍ୟ ଦେଖିବାକୁ ଲୋକଙ୍କ ମନରେ ଅନେକ କୌତୁହଳ। ପ୍ରାଚୀ ହୋଟେଲ ନିକଟ ସମୁଦ୍ରରୁ ସ୍ଥାନୀୟ ମତ୍ସ୍ୟଜୀବ ମାନେ ଉଦ୍ଧାର କରିଛନ୍ତି ଏହି…

[ଦେଖନ୍ତୁ ଭିଡିଓ] ଆଗକୁ ରଥଯାତ୍ରା: ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ

ପୁରୀ: ଆଗାମୀ ଜୁଲାଇ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀର ହୋଟେଲ ମାଲିକମାନଙ୍କ ସହ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଏନେଇ ଆଜି ପୁରୀରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ…

ପୁରୀ ବଡ଼ଦାଣ୍ଡରୁ ଲୁଟ୍‌ : ଯୁବକ ବେଶରେ ଲୁଟ୍‌ କଲେ ଯୁବତୀ । ନକଲି ଚାବିରେ ସ୍କୁଟର ଡିକି ଖୋଲି ନେଇଗଲେ କାଗଜପତ୍ର

ପୁରୀ : ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ଏହିପରି ଅଭିନବ ଢ଼ଙ୍ଗରେ ଲୁଟ୍‌ ଆଉ କେଉଁଠି ନୁହେଁ ବରଂ ପୁରୀର ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି । ଗତ ଶନିବାର ସକାଳେ ବଡ଼ଦାଣ୍ଡ ମାର୍କେଟ ଛକ ପାଖ ନୀଳାଚଳ ଲଜିଙ୍ଗ ସାମନାରେ ପାର୍କିଂ ହୋଇଥିବା ସ୍କୁଟର ଡିକିରୁ ଜଣେ ଯୁବକ ଚୋରି କରୁଥିବା ଦୃଶ୍ୟ…

ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ କାଳି ମାଡ଼

ପୁରୀ (ସନ୍ତୋଷ କୁମାର ଦାସ): ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ଦୀର୍ଘ ଦିନ ଧରି ମାମଲା ଚାଲିଛି । ତେବେ ଶନିବାର ପୁରୀ ସାଂସଦ ପୁରୀ ଗସ୍ତରେ ଆସିଥିବା ବେଳେ ତାଙ୍କୁ କାଳି ମାଡ ସହିତ କଳା ପତାକା ପ୍ରଦର୍ଶନ ହୋଇଛି । ଆଉ ଏପରି କରିଛନ୍ତି କିଛି ଛାତ୍ର କଂଗ୍ରେସ କର୍ମୀ । ଛାତ୍ର କଂଗ୍ରେସ…

‘ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ମହାପ୍ରଭୁଙ୍କ କାମକୁ ବନ୍ଦ କରିପାରିବନି’

ପୁରୀ : ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କଡ଼ା ମନ୍ତବ୍ୟ ରଖିଛନ୍ତି । ଆଜି ପୁରୀରେ ପିନାକୀ କହିଛନ୍ତି ଯେ, ‘ମହାପ୍ରଭୁଙ୍କ ଇଚ୍ଛାରେ କାମ ହେଉଛି, କେହି କାମ ବନ୍ଦ କରିପାରିବେନି । କାମ ଆଇନ ଅନୁସାରେ ହେଉଛି କି ନାହିଁ ତାହା କୋର୍ଟ ନିଷ୍ପତ୍ତି ନେବେ । କାମ…