Latest Odisha News

BREAKING NEWS

Browsing Category

ପୁରୀ

Puri

[ଭିଡ଼ିଓ] ମୁଁ ବି ସକ୍ଷମ. . .ବଡ଼ ଦାଣ୍ଡରେ ଖଟି ଖାଇ ବଞ୍ଚିବି

ପୁରୀ  : ପ୍ରତିକୂଳ ପରିସ୍ଥିତିରେ ବି ନିଜକୁ ସୁଦୃଢ କରିଛନ୍ତି । ସବୁ ଘାତ ପ୍ରତିଘାତ ସହି ଆଗକୁ ବଢିଛନ୍ତି । ଦୃଷ୍ଟି ଶକ୍ତି ହରାଇବା ପରେ ବି ହାର ମାନିନାହାନ୍ତି । ନିଜ ପରିବାର ପାଇଁ ନିଜ ଗୋଡରେ ନିଜେ ଛିଡା ହୋଇ ସକ୍ଷମ ହୋଇପାରିଛନ୍ତି । ଏ ହେଉଛନ୍ତି ବ୍ରହ୍ମପୁର ହୁଗୁଳାପଟା ଅଞ୍ଚଳର…

ବାଲୁକା କଳା ଦ୍ୱାରା ସ୍ୱର୍ଣ୍ଣିମ ବିଜୟ ବର୍ଷକୁ ସ୍ୱାଗତ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକା କଳା ମାଧ୍ୟମରେ ସ୍ୱର୍ଣ୍ଣିମ ବିଜୟ ବର୍ଷକୁ ସ୍ୱାଗତ କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଚଳିତ ବର୍ଷ ଭାରତୀୟ ସେନା ଏହାର ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରୁଛି। ଆସନ୍ତା…

ମରିଗଲା ମାନବିକତା, ଟ୍ରଲିରେ ବୁହା ହୋଇ ଗଲେ ମୃତ ମହିଳା

ପୁରୀ  : ମରିଗଲା ମାନବିକତା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ସଂସ୍କାର ପାଇଁ ମିଳିଲାନି ସହଯୋଗ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସହରରେ । ମୃତକ ହେଉଛନ୍ତି ନରେନ୍ଦ୍ର କୋଣ ମଙ୍ଗଳା ସାହିର ମାମୁଲି ନାୟକ । ପୁରୀ ବଡ ଡାକ୍ତରଖାନାରେ ତାଙ୍କର ଦେହାନ୍ତ…

[ଭିଡ଼ିଓ] ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ

ପୁରୀ: କିଛି ଦିନର ବ୍ୟବଧାନ ପରେ ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ଶ୍ରୀନହର ସମ୍ମୁଖରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରାତନ କୋଠାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ଶ୍ରୀମନ୍ଦିରର ୭୫ ମିଟର ଐତିହ୍ୟ କରିଡର ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୯୬…

ଦୀର୍ଘ ଦିନ ପରେ ବସିଲା ପୁରୀ ଜିଲ୍ଲା ପରିଷଦ ବୈଠକ

ପୁରୀ : ଦୀର୍ଘ ଦିନ ପରେ ବସିଲା ଜିଲ୍ଲା ପରିଷଦ ବୈଠକ । ପୁରୀ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ବୈଠକ। ଏହି ବୈଠକରେ ଜିଲ୍ଲାପରିଷଦର ସମସ୍ତ ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଦୀର୍ଘ ଦୁଇ ବର୍ଷ ପରେ ବସିଲା ପୁରୀ ଜିଲ୍ଲା ପରିଷଦର ବୈଠକ। କୋଭିଡ କଟକଣା…

[ଭିଡ଼ିଓ] ‘ଇଣ୍ଡିଆ ବୁକ ଅଫ ରେକର୍ଡ୍ସ’ରେ ଅଷ୍ଟମ ଶ୍ରେଣୀ ଛାତ୍ର ଆୟୁଷ

ପୁରୀ : ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ଅଷ୍ଟମ ଶ୍ରେଣୀର ଛାତ୍ର । ଓଲଟା ଚିତ୍ର କରି ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ପୁରୀ ବାସେଳୀ ସାହିର ଛାତ୍ର ଆୟୁଷ ମହାପାତ୍ର ।  ବିପରୀତ ଦିଗରେ ମ୍ୟାଜିକାଲ ସ୍ପିଡ଼ ପେଣ୍ଟିଙ୍ଗ ଜରିଆରେ ଗଣେଶ ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡରେ…

ଗୋପ ପୋଲିସ ପଞ୍ଝାରେ ବାଇକ ଲୁଟେରା ଗ୍ୟାଙ୍ଗ ,୪ ଗିରଫ

ପୁରୀ :ଗୋପ ପୋଲିସକୁ ସଫଳତା । ଏକ ବାଇଟ ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ ।ଅଭିଯୁକ୍ତଙ୍କ ଠାରୁ ୮ ରୁ ଉର୍ଦ୍ଧ୍ବ ବାଇକ ଜବତ କରିଛି ପୋଲିସ ।  ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବାଇକ ଚୋରୀର ମାଷ୍ଟର ମାଇଣ୍ଡ ଶଶୀଭୂଷଣ, ନିମାପଡ଼ା…

ପୁରୀ ବାସୀନ୍ଦାଙ୍କ ପାଇଁ ଶ୍ରୀମନ୍ଦିରର ୪ଦ୍ୱାର ଖୋଲିବାକୁ ଆଇନଜୀବୀ ଓ ଜଗନ୍ନାଥ ସେନାର ଦାବି

ପୁରୀ : ଖୋଲାଯାଉ ଶ୍ରୀମନ୍ଦିର ଚାରିଦ୍ୱାର। ପୁରୀର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଆଇନଜୀବୀ ଓ ଶ୍ରୀଜଗନ୍ନାଥ ସେନା। ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ରହୁଥିବା ସ୍ଥାନୀୟ ବାସିନ୍ଦାମାନେ ଓ ଶ୍ରୀମନ୍ଦିର ଉପରେ ନିର୍ଭର…

ନିଳାଦ୍ରୀ ବେଳାଭୂମିରେ ଅଲ ଓଡିଶା ବିଚ୍ କୁସ୍ତି ଚାମ୍ପିଅନସିପ୍ ଉଦଘାଟିତ

ପୁରୀ : ଅଲ ଓଡ଼ିଶା ବିଚ୍ କୁସ୍ତି ଚାମ୍ପିଅନସିପ୍ ଉଦଘାଟିତ । ଦୁଇଦିନିଆ ଅଲ ଓଡିଶା ବିଚ କୁସ୍ତି ଚାମ୍ପିଅନସିପ୍ ନିଳାଦ୍ରୀ ବେଳାଭୂମିରେ ଉଦଘାଟିତ ହୋଇଛି। ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂସଦ, ଓଡିଶା କୁସ୍ତି ସଂଘ ଓ ଜିଲ୍ଲାର ସମସ୍ତ ଯାଗା ଓ ଆଖଡାର ମିଳିତ ଆନୁକୂଲ୍ୟରେ ଏହି…

କୁମାର ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତି

ପୁରୀ : ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରିବେ । ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ…