Latest Odisha News
Browsing Category

ରାଉରକେଲା

Rourkela

NIT ପିଏଚ୍‌.ଡି ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର ଡିଭାଇସ୍‌, ରୋକିବ ଅପରାଧ ଓ ଦୁର୍ଘଟଣା

ରାଉରକେଲା : କୌଣସି ଅପରାଧ କିମ୍ବା ଦୁର୍ଘଟଣା ଘଟିବାପରେ ହିଁ ପୁଲିସକୁ ତଦନ୍ତ ପାଇଁ ସିସିଟିଭି ଫୁଟେଜର ସାହାରା ନେବାକୁ ପଡିଥାଏ । ତେବେ, କେବଳ ଅପରାଧୀଙ୍କୁ ଧରିବାରେ ଏହା ସହାୟକ ହୋଇଥାଏ । କିନ୍ତୁ, ଏନଆଇଟିରେ ଅଧ୍ୟୟନରତ ପିଏଚଡ଼ି ଛାତ୍ରଛାତ୍ରୀ ଏଭଳି ଅଭିନବ ଡିଭାଇସ ତିଆରି କରିଛନ୍ତି ।…

ରାଉରକେଲା ପୋଲିସର ସଫଳତା: ବନ୍ଧୁକ, ଗୁଳି, ଟଙ୍କା ସହ ୩ଗିରଫ

ରାଉରକେଲା: ରାଉରକେଲା ପୋଲିସର ବଡ଼ ସଫଳତା। ଡକାୟତି ଉଦ୍ଦେଶ୍ୟରେ ଥିବା ଗ୍ୟାଙ୍ଗକୁ ପୁଲିସ୍ ଧରିବାକୁ ଚେଷ୍ଟା କରୁଥିବାବେଳେ ସେମାନେ ଖସି ଯିବାକୁ ଉଦ୍ୟମ କରୁଥିଲେ। ପୋଲିସ ସେମାନଙ୍କୁ ଧରିବା ସହ ସେମାନଙ୍କଠାରୁ ବାଇକ, ପେଜେରୋ ଗାଡ଼ି, ମୋବାଇଲ, ବନ୍ଧୁକ, ଗୁଳି ଓ ଟଙ୍କା ଜବତ କରାଯାଇଛି। ଏନେଇ…

ସିଅର କାର୍ଯ୍ୟାଳୟରେ ଇ-ଶ୍ରମ କାର୍ଡ଼ ବଣ୍ଟନ

ରାଉରକେଲା: ସୁନ୍ଦରଗଡ଼ ଅଟୋ ୱାର୍କରସ ଆସୋସିଏସନ ପକ୍ଷରୁ ସେକ୍ଟର-୭ରେ ଥିବା ସିଅର କାର୍ଯ୍ୟାଳୟରେ ଭାରତ ସରକାରଙ୍କ ଦ୍ୱାରା ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବା ପାଇଁ ହୋଇଥିବା ଇ-ଶ୍ରମ କାର୍ଡ଼ ବଣ୍ଟନ କରାଯାଇଥିଲା। ସିଅରର ସାଧାରଣ…

ନବରାତ୍ର ପୂଜାରେ ଚଳଚଞ୍ଚଳ ରାଉରକେଲା ମା’ ବୈଷ୍ଣୋଦେବୀ ପୀଠ

ରାଉରକେଲା: ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ମା’ବୈଷ୍ଣୋଦେବୀ ଙ୍କ ପୀଠ। ୯ଦିନ ବ୍ୟାପୀ ଏହି ପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି। ଏହି ନବରାତ୍ରରେ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ପଞ୍ଚମ ଦିନରେ ସ୍କନ୍ଦମାତାଙ୍କ ବେଶରେ…

ଲୁଟ୍ ମାମଲାରେ ୪ ଗିରଫ

ରାଉରକେଲା: ରାଉରକେଲା ସେକ୍ଟର-୩ ପୋଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ଗିରଫଙ୍କ ମଧ୍ୟରେ ଅଛନ୍ତି ଦୁଇ ମହିଳାଙ୍କ ସହ ଦୁଇ ପୁରୁଷ ।  ଗତ ୨୩ ତାରିଖରେ ସେକ୍ଟର-୨ କ୍ବାର୍ଟରରୁ ସୁନା ଗହଣା, ଟିଭି, ମୋବାଇଲ, ବାଇକ୍ ସହ ଦାମୀ ଲୁଗା ପଟା ଚୋରି ହୋଇଥିବାର…

ଟ୍ରେନରେ ମହିଳା ଇଞ୍ଜିନିୟରଙ୍କୁ ମାଡ଼

ରାଉରକେଲା: ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିଲେ ମହିଳା ଇଞ୍ଜିନିୟର, ମାଡ଼ ମାରି ମୁଣ୍ଡ ଫଟାଇଲେ RPF କନଷ୍ଟେବଲ ଆର୍‌ପିଏଫ୍‌ କନଷ୍ଟେବଲଙ୍କ ମାଡ଼ରେ ମହିଳା ଇଞ୍ଜିନିୟର ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି । ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ସମ୍ପୃକ୍ତ ମହିଳା ଇଞ୍ଜିନିୟରଙ୍କ…

ବିପର୍ଯ୍ୟସ୍ତ ଅବସ୍ଥାରେ ଡାକ୍ତରଖାନା

ରାଜଗାଙ୍ଗପୁର: ବିପର୍ଯ୍ୟସ୍ତ ଅବସ୍ଥାରେ ଡାକ୍ତରଖାନା । ରାଜଗାଙ୍ଗପୁର ଆଇଟି କଲୋନୀ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ବୀମା କର୍ମାଚାରୀଙ୍କ ପାଇଁ ଏକ ଇଏସଆଇ ଡାକ୍ତରଖାନା ରହିଛି । ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଜର୍ଜରିତ ଅବସ୍ଥାରେ ପଡିରହିଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୫ ହଜାର ପାଖାପାଖି…

ରାଉରକେଲାରେ ଓଡ଼ଶା ବନ୍ଦର ମିଶ୍ରିତ ପ୍ରଭାବ

ରାଉରକେଲା : ରାଉରକେଲାରେ ଓଡ଼ଶା ବନ୍ଦର ମିଶ୍ରିତ ପ୍ରଭାବ । ଚାରୋଟି ବାମପନ୍ଥୀ ଦଳ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଆଦି ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ । ରାଉରକେଲା ସହରର ବିଭିନ୍ନ ସ୍ଥାନରେ ସିପିଆଇ, ସିପିଏମ୍‌, ସିପିଆଇଏମଏଲ୍‌ ସମେତ ବିଭିନ୍ନ ବାମପନ୍ଥୀ ଶ୍ରମିକ ସଙ୍ଗଠନର ନେତା ଓ…

ଆରଜିଏଚରେ ଖୋଲିଲା ଡାୟାଲିସିସ୍ ୟୁନିଟ୍,ରୋଗୀଙ୍କୁ ମାଗଣାରେ ସେବା

ରାଉରକେଲା : ଆରଜିଏଚରେ ଖୋଲିଲା ଡାୟଲିସିସ୍ ୟୁନିଟ୍ । ରୋଗୀଙ୍କୁ ମାଗଣାରେ ମିଳିବ ସେବା । କିଡନୀ ରୋଗୀଙ୍କ ଚିକିତ୍ସା ସୁବିଧା ଲାଗି ରାଉରକେଲା ସରକାରୀ ଚିକିତ୍ସାଳୟ ଆରଜିଏଚଠାରେ ରାଜ୍ୟ ସରକାରଙ୍କ ଅଧୀନରେ ଡାୟାଲିସିସ୍ ସେବା ଆରମ୍ଭ ହୋଇଛି । ମାତୃ ଓ ଶିଶୁ ଚିକିତ୍ସାଳୟ ପରିସରରେ ଏହି ୨୪…

ଲକ୍ ଡାଉନରେ ଲୁଟ୍ ପାଟ

ରାଉରକେଲା : ସ୍ମାର୍ଟସିଟି ରାଉରକେଲାରେ ଲୁଟ୍ । ଦିନ ଦିପହରରେ ବି ଚାଲିଛି ଲୁଟ୍ ପାଟ । ଲକ୍ ଡାଉନ ଚାଲିଥିବା ବେଳେ ଏହାର ସୁଯୋଗ ନେଇ ବହୁ ଲୁଟ ପାଟ ହେଉଥିବା ଅଭିଯୋଗ ହୋଇଛି । କିଛି ଦିନ ବ୍ୟବଧାନରେ ଏବେ ପୁଣି ସେକ୍ଟର -୨୧ ଅଞ୍ଚଳରେ ଚୋରି । ସେଠାରେ ଥିବା ଏକ ଜାତୀୟ ଗଣମାଧ୍ୟମ…