Latest Odisha News

BREAKING NEWS

Browsing Category

କଟକ

Cuttack

[ଭିଡିଓ] କଟକରେ ଆରମ୍ଭ ହେଲା ‘ମହାନଦୀ ଉତ୍ସବ’

କଟକ : ଉଦଘାଟିତ ହେଲା ମହାନଦୀ ଉତ୍ସବ । କଟକ ବାଲିଯାତ୍ରା ପଡିଆଠାରେ ଏହି ଉତ୍ସବ ଆୟୋଜନ କରାଯାଇଛି । ଆଜି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ମହାନଦୀ ଉତ୍ସବକୁ ଉଦଘାଟନ କରିଥିଲେ । ମହାନଦୀର ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।…

ବାଂଲାଦେଶରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର

କଟକ : ବାଂଲାଦେଶରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର । ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତ ଦେହ ଫେରାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିଲା। ଆଉ ଶେଷରେ ବୁଧାବର ବିଳମ୍ବିତ ରାତିରେ ଯୁବକଙ୍କ ମୃତ ଦେହ ପହଂଚିଛି । ଏନେଇ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ବାଂଲାଦେଶରେ…

[ଭିଡ଼ିଓ]ଆସନ୍ତାକାଲି ଧନୁ ସଂକ୍ରାନ୍ତି, ମୁଆଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ବ୍ୟବସାୟୀ

କଟକ: ଆସନ୍ତକାଲି ଧନୁ ସଂକ୍ରାନ୍ତି ବା ମୁଆଁ ସଂକ୍ରାନ୍ତି । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମୁଆଁ ଖାଇବାକୁ ବର୍ଷକୁ ଥରେ ସଭିଏଁ ଅପେକ୍ଷା କରିଥାନ୍ତି । ଧନୁ ସଂକ୍ରାନ୍ତି ପାଇଁ ମୁଆଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି କାରିଗର । ସିଲଭର ସିଟି କଟକରେ ମଧ୍ୟ ମୁଆଁ ପ୍ରସ୍ତୁତିକୁ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା କଟକ

କଟକ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା କଟକ । କଟକରେ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା କଟକର ହିତାଧୀକାରୀ ଉପକୃତ ହେବେ । ଏହି କାର୍ଯ୍ୟକ୍ରମରେ  ପ୍ରତ୍ୟେକଟି ଜୀବନ ମୋ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କଟକ…

କଟକ ଓ ଖୋର୍ଦ୍ଧାରେ ଆଜି BSKY ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେବ କଟକ ଓ ଖୋର୍ଦ୍ଧା ଜିଲ୍ଲା । ଏହି ଦୁଇ ଜିଲ୍ଲାବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକର ଉପର ବାଲିଯାତ୍ରା ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ…

[ଭିଡ଼ିଓ] କଟକରୁ ପୁଣି ଗଡ଼ିଲା ୧୪ ଟି ମୋ ବସ୍

କଟକ: ଦୀର୍ଘ ଦିନର ଦାବି ପୂରଣ ହେଲା । କଟକରୁ ପୁଣି ଗଡ଼ିଲା ସିଟି ବସ୍ । ଆଜି କଟକ ମହାନଦୀବିହାର ରୁ ଆଉ ୧୪ ଟି ମୋ ବସ୍ ସେବା ଶୁଭାରମ୍ଭ କରାଯାଇଛି । ପ୍ରତ୍ୟକ ଦିନ ସକାଳ ୬ ଟା ୨୦ ମିନିଟ ରୁ ଆରମ୍ଭ କରି ରାତି ୭ ଟା ୪୦ ମିନିଟ ପର୍ଯ୍ୟନ୍ତ ଲଗାତାର ଭାବେ ୧୪ ଟି ବସ୍ ଏହି ରାସ୍ତା ଦେଇ…

୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ , ସ୍ଥିତି ଅନୁଧ୍ୟାନ କଲେ ନଗର ଉନ୍ନୟନ ମନ୍ତ୍ରୀ

କଟକ :  ଆସନ୍ତା ୧୩ ତାରିଖରେ କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ମାର୍ଡ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଗୁଆ…

କଟକ ରେଲଓ୍ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ ଜବତ

କଟକ: ରେଲଓ୍ୱେ ଷ୍ଟେସନରୁ ପୁଳା ପୁଳା ଟଙ୍କା ଭର୍ତ୍ତି ବ୍ୟାଗ ଜବତ । କଟକ ରେଲଓ୍ୱେ ଷ୍ଟେସନରୁ ୪ଟି ବ୍ୟାଗରୁ ଲକ୍ଷାଧିକ ଟଙ୍କା ଜବତ ହୋଇଛି । ଜଣେ ବ୍ୟକ୍ତିଙ୍କ ପାଖରୁ ଜବତ ହୋଇଛି ଟଙ୍କା ଭର୍ତ୍ତି ୪ଟି ବ୍ୟାଗ୍ । ସେସବୁ ବ୍ୟାଗରେ ୧୦ ଓ ୨୦ ଟଙ୍କିଆ ନୋଟ୍ ଥିବା ଜଣା ପଡିଛି । ଭୁବନେଶ୍ୱରରୁ…

କଟକ ରେଳ ଷ୍ଟେସନରୁ ଜଣେ ଯବାନ ନିଖୋଜ

କଟକ: ଦିଲ୍ଲୀରୁ ଆସିଥିଲେ ଯବାନ । କଟକ ରେଲଓ୍ୱେ ଷ୍ଟେସନରୁ ନିଖୋଜ ହୋଇଛନ୍ତି । ଚୌଦ୍ୱାର ଚାରବାଟିଆକୁ ଟ୍ରେନିଂ ପାଇଁ ଆସିଥିବା ବେଳେ କଟକ ରେଳ ଷ୍ଟେସନରୁ ଜଣେ ଯବାନ ନିଖୋଜ ହୋଇଛନ୍ତି । ତାଙ୍କ ନାଁ ଟେନଜିନ୍ ଗାଓ୍ୱା । ସେ ଦିଲ୍ଲୀରୁ ଆସିଥିଲେ । ନିଖୋଜ ନେଇ ଅଭିଯୋଗ ପରେ ଖୋଳତାଡ ଆରମ୍ଭ…

ଭିଜିଲାନ୍ସ ଜାଲରେ ଓଏସଏପି ଷଷ୍ଠ ବାଟାଲିଆନ ସିପାହୀ

କଟକ: ଓଏସଏପି ସିପାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକସ୍ଥିତ ଓଏସଏପି ଷଷ୍ଠ ବାଟାଲିଆନ ସିପାହୀ ସହଦେବ ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ଼୍ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଉଛି । ସହଦେବ ପରିଡ଼ାଙ୍କ ଅଫିସ, କଟକ ତିନିଘରିଆ ଛକରେ ଥିବା…