Latest Odisha News

BREAKING NEWS

Browsing Category

କଟକ

Cuttack

ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ ସୁନୀଲ ବଂଶଲ

କଟକ : ଓଡିଶା ପୋଲିସର ନୂତନ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ସୁନୀଲ କୁମାର ବଂଶଲ । ଆଜି କଟକ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜି ଶ୍ରୀ ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୮୭ ବ୍ୟାଚର ଓଡିଶା କ୍ୟାଡରର ଆଇପିଏସ ଅଫିସର ହେଉଛନ୍ତି ସୁନୀଲ ବଂଶଲ । ଆଜି ଡିଜିପି…

ନିଖିଳ ଓଡିଶା ଆଇନଜୀବୀ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ

କଟକ : ନିଖିଳ ଓଡିଶା ଆଇନଜୀବୀ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସାଲେପୁର ସ୍ଥିତ ସତ୍ୟଭାମା ପୁରରେ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ସମାରୋହର ଆଜି ଥିଲା ଉଦଯାପନୀ ଦିବସ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର…

ସିଲଭର୍ ସିଟି କଟକରେ ଜିରୋ ନାଇଟ ସେଲିବ୍ରେସନ ମନା ,ଚେକିଂ ଜୋରଦାର କରାଯିବ

କଟକ : କଟକରେ ଏଥର ଫିକା ପଡିବା ଜିରୋ ନାଇଟ ସେଲିବ୍ରେସନ । ଆଉ ଏ ବର୍ଷ ମଧ୍ୟ ସେଭଳି ଦେଖିବାକୁ ମିଳିବନି ଗହଳି ଚହଳି । ସିଲଭର୍ ସିଟି କଟକରେ ବିଭିନ୍ନ ହୋଟେଲ୍,କ୍ଲବ ରେଷ୍ଟୁରାଣ୍ଟରେ କୌଣସି ଆୟୋଜନ ହୋଇପାରିବ ନାହିଁ ବୋଲି ସରକାରଙ୍କ ଗାଇଡ୍ ଲାଇନ ଆସିଛି । ଡିସେମ୍ବର ୩୧ ରେ ଜିରୋ ନାଇଟ…

ଏସଏଚଜି ଗୃହ ନିର୍ମାଣ ପାଇଁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିବା ଅଭିଯୋଗ

କଟକ : ସହରାଞ୍ଚଳ ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ସରକାର । ତାହା କେଉଁଠାରେ ସଫଳ ହେଉଛି ତ ଆଉ କେଉଁଠି ବାଟବଣା । ମିଶନ ଶକ୍ତିର ଏସଏଚଜି ଗୃହ ନିର୍ମାଣ କରିବା ପାଇଁ ସରକାର ଟଙ୍କା ଖର୍ଚ୍ଚ କରି ଘର ତିଆରି କଲେ । ହେଲେ ତାହା ଭାଙ୍ଗି ଦିଆଗଲା । କାରଣ ଯେଉଁ ଜମି ଉପରେ ଘର ତିଆରି…

[ଭିଡ଼ିଓ] ବନ୍ଦ ହୋଇପଡ଼ିଛି ଉପଡ଼ାକସେବା କେନ୍ଦ୍ର, ବଢୁଛି ବିରୋଧ

କଟକ: ବନ୍ଦ ହୋଇପଡ଼ିଛି ଉପ ଡ଼ାକସେବା କେନ୍ଦ୍ର । ବିଭିନ୍ନ କାମ ପାଇଁ ପ୍ରତିଦିନ ଲୋକେ ଏହି ଡାକ କାର୍ଯ୍ୟାଳୟକୁ ଆସୁଥିଲେ। ହେଲେ ଅବ୍ୟବସ୍ଥା ଘେରରେ ରହିଥିବା ଏହି ଡାକ ସେବା ଏବେ ଲୋକଙ୍କୁ ମିଳିପାରୁନି । କଟକରେ ୩୪ ନମ୍ବର ୱାର୍ଡ ମାଛୁଆ ବଜାରରେ ବର୍ଷ ବର୍ଷ ଧରି ଲୋକଙ୍କୁ ଡାକସେବା ଯୋଗାଇ…

ଜାନୁଆରୀ ୧୦ରୁ କଟକରେ ଦିଆଯିବ ବୁଷ୍ଟର ଡ଼ୋଜ୍

କଟକ: ଜାନୁଆରୀ ୧୦ତାରିଖରୁ କରୋନା ପାଇଁ କଟକରେ ବୁଷ୍ଟର ଡ଼ୋଜ୍ ପ୍ରଦାନ ଆରମ୍ଭ ହେବ । ଏନେଇ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଲାଣି । ତେଣୁ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି ବୁଷ୍ଟର ଡ଼ୋଜ୍ ଦିଆଯିବା…

ମାଟ୍ରିକ ସମେଟିଭ୍-୧ ପରୀକ୍ଷା, ଆଜିଠୁ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡ଼ମିଟ୍ କାର୍ଡ଼

କଟକ: ଆସନ୍ତା ୫ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା । ପରୀକ୍ଷା ପାଇଁ ଆଜିଠୁ ପରୀକ୍ଷାର୍ଥୀ ଆଡ଼ମିଟ୍ କାର୍ଡ଼ ପାଇପାରିବେ । ବୋର୍ଡ଼ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ପରୀକ୍ଷା ସେଣ୍ଟରଗୁଡ଼ିକୁ ଆଡ଼ମିଟ୍ କାର୍ଡ଼ ପଠାଇ ଦିଆଯାଇଛି । ଏହାସହ ପରୀକ୍ଷାର୍ଥୀ ଚାହିଁଲେ…

ଉଜୁଡିଗଲା ସଂସାର, ମାଞ୍ଜା ସୂତା ନେଇଗଲା ଯୁବକଙ୍କ ଜୀବନ

କଟକ : ଖୁସିରେ ଯେମିତି ଲାଗିଗଲା କାହା ନଜର। କିଛି ଦିନର ସଂସାର ଗଢିଥିଲା। ହେଲେ ମାଞ୍ଜା ସୂତା ନେଇଗଲା ସ୍ୱାମୀର ଜୀବନ। କିଛି ସେକେଣ୍ଡରେ ଚୁର୍ ମାର ହୋଇଗଲା ସୁନାର ସଂସାର। ଆଜି କଟକରେ ଘଟିଛି ଏମିତି ଏକ ଦୁଃଖଦାୟକ ଘଟଣା। ଯେଉଁଠାରେ ଗୁଡ଼ି ଉଡ଼ା ପାଇଁ ବ୍ୟବହୃତ ମାଞ୍ଜା ସୂତା ଲାଗି…

ନକଲି ଜର୍ଦ୍ଦା କାରବାରର ପର୍ଦ୍ଦାଫାସ ,ଜଣେ ଗିରଫ

କଟକ : ପୁଣି ପୋଲିସ କବଜାରେ ନକଲି ଜର୍ଦ୍ଦା । କଟକ ଦାହପାଟଣାରେ ୨.୫୦ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ ହୋଇଛି ।ଏନେଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଜବତ ହୋଇଥିବା ଜର୍ଦ୍ଦାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗିରଫ ହୋଇଥିବା ଅଭିଯୁକ୍ତ…

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ସିଏମସିର ନୋଟିସ୍

କଟକ: ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟରୁ କରୋନା କଟକଣା ଉଲ୍ଲଂଘନ କରି ନାଚ,ଗୀତ କରିଥିବା ଭିଡ଼ିଓ ଭାଇରାଲ ହୋଇଥିଲା । ଏନେଇ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । ଏହା ମହାମାରୀ ଆଇନ୍ ଅନୁଯାୟୀ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ…