Latest Odisha News

BREAKING NEWS

Browsing Category

କଟକ

Cuttack

ପୋଲିସ ପଞ୍ଝାରେ ନକଲି ଡାକ୍ତର ,ବ୍ୟାଙ୍କରୁ ଋଣ ନେଇ ଧରାପଡିଲେ

କଟକ : ପୋଲିସ ହାତରେ ଧରାପଡିଲା ହାଇ ପ୍ରୋଫାଇଲ ଠକ । କଟକ ବାଦାମବାଡି ଅଞ୍ଚଳରୁ ଏହି ଠକକୁ ଗିରଫ କରିଛି ପୋଲିସ । ନିଜକୁ ଡାକ୍ତର କହି ଏହି ଠକ ଜଣକ ବିଭିନ୍ନ ବ୍ୟାଙ୍କରୁ କାର ଲୋନ ନେଇଥିଲେ ବୋଲି ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ କଟକ ଗୋପାଳପୁର ଅଞ୍ଚଳର ସିଦ୍ଧାନ୍ତ ସାର୍ଥକ ।…

ମମିତା ହତ୍ୟା ମାମଲା: ତଦନ୍ତର ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ସରକାରଙ୍କୁ ତଦନ୍ତର ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ । ତଦନ୍ତ କେତେଦୂର ଆଗେଇଛି ସେ ନେଇ ରିପୋର୍ଟ ମାଗିଛନ୍ତି କୋର୍ଟ । ଆସନ୍ତା ୩ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଜଷ୍ଟିସ ବିଶ୍ୱଜିତ…

ବାବା ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ପାଳିତ ହୋଇଛି ବଡ଼ଓଷା । ବାବା ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ । ରାତି ୩ଟାରେ ଗଜଭୋଗ ଉଠିଥିଲା । ଏଥିପାଇଁ ରାତି ଗୋଟାଏରୁ ଆରମ୍ଭ ହୋଇଥିଲା ନୀତିକାନ୍ତି । ମଙ୍ଗଳଆଳତୀ ପରେ ମହାନଦୀରୁ ୧୦୮ ସୁବାସିତ ଜଳରେ…

ବୃଦ୍ଧାଙ୍କ ମହନୀୟତା : ରିକ୍ସାବାଲା ନାଁରେ କୋଟିଏ ଟଙ୍କାର ସମ୍ପତ୍ତି

କଟକ : ବୃଦ୍ଧାଙ୍କ ମହନୀୟତା । ରିକ୍ସାବାଲାକୁ ଦାନ କରିଦେଲେ କୋଟିଏ ଟଙ୍କାର ସମ୍ପତ୍ତି । ସ୍ୱାମୀ ଓ ଝିଅଙ୍କର ମୃତ୍ୟୁ ପରେ ଏକାକୀ ରହୁଥିବା ବୃଦ୍ଧା ନିଜର କୋଟି କୋଟି ଟଙ୍କାର ସଂପତ୍ତି ରିକ୍ସା ଚାଳକଙ୍କୁ ଦାନ କରିଦେଇଛନ୍ତି । ସୂତାହାଟରେ ରହୁଥିବା ୬୩ ବର୍ଷୀୟ ମିନତୀ ପଟ୍ଟନାୟକ ନିଜର ୩…

[ଭିଡ଼ିଓ] ‘ନାମର୍ଦ୍ଦ’ର ଶୁଭ ମହୁରତ

କଟକ: ଆଗକୁ ଆସୁଛି ଫିଲ୍ମ ନାମର୍ଦ୍ଦ । ଜଣେ ପୁରୁଷର ଚିନ୍ତା ଧାରା ଉପରେ ପର୍ଯ୍ୟବେସିତ ହୋଇଛି ଏହି ମୁଭି । ଜଣେ ସମ୍ଭ୍ରାନ୍ତ ଘରର ଯୁବକ ପ୍ରେମରେ ପଡ଼ି କିଭଳି ବିପଥଗାମୀ ହେଉଛି ତାହା ଏଥିରେ ଦେଖାଯାଇଛି । କଟକ ଚୌଧୁରୀ ବଜାର କଳିଙ୍ଗ ଗେଷ୍ଟ ହାଉସ ପରିସରରେ ଏହାର ଶୁଭ ମହୁରତ ଅନୁଷ୍ଠିିତ…

ପଞ୍ଚକରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ ମନା: ଆଜିଠୁ ପୀଠରେ ଲାଗିଲା ୧୪୪ ଧାରା

ଆଠଗଡ଼: ଚଳିତବର୍ଷ ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ମନା । ପଞ୍ଚକ ଓ ବଡ଼ଓଷା ପାଇଁ ଧବଳେଶ୍ୱର ପୀଠରେ ଆଜିଠୁ ପ୍ରଶାସନ ଲଗାଇଛି ୧୪୪ ଧାରା । ଆଜି ପବିତ୍ର ଅଁଳା ନବମାଠାକୁ କାର୍ତ୍ତିକ ପୂର୍ଣ୍ଣିମା ଯାଏ ସର୍ବସାଧାରଣ ଦର୍ଶ ବନ୍ଦ । ୧୯ ତାରିଖ ଯାଏ ଧବଳେଶ୍ୱର ପୀଠରେ ଜାରି ରହିବ ୧୪୪ ଧାରା…

[ଭିଡ଼ିଓ]ଓଡ଼ିଶା ବନ୍ଦ ଡ଼ାକରାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର: ମମିତା ମାମଲାରେ କାଲି କଂଗ୍ରେସ ପକ୍ଷରୁ ବନ୍ଦ ଡାକରାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରିପାରିବନି ବୋଲି କୋର୍ଟ କହିଛନ୍ତି । ବନ୍ଦ କରିପାରିବେନି, ଚାହିଁଲେ ହରତାଳ କରିପାରିବେ ବୋଲି ହାଇକୋର୍ଟ…

ଭାଇରାଲ ହେଉଛି ଭିଡ଼ିଓ, ସୀମା ଟପିଯାଉଛି ଅଶ୍ଳୀଳତା

କଟକ: ଭାଇରାଲ ହେଉଛି ଭିଡ଼ିଓ । ସୋସିଆଲ ମିଡିଆରେ ଅଶ୍ଳୀଳତାର ସୀମା ଟପି ଯାଉଛନ୍ତି ଯୁବପୀଢି । କଟକରେ ସେମିତି ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଭୁବନେଶ୍ବରର କେବିଏନ୍ ଗ୍ରୁପ ଭଳି କଟକରେ ମଧ୍ୟ ଗୋଟିଏ ଗୋଷ୍ଠୀର ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହୋଇଛି ।  ଭିଡିଓରେ ବ୍ୟବହୃତ…

ନୌସେନାରେ ଚାକିରୀ କରାଇଦେବେ କହି ଲୋକଙ୍କୁ ଠକୁଥିଲେ, ଗିରଫ କଲା ପୋଲିସ

କଟକ : ନୌସେନାରେ ଚାକିରୀ କରାଇଦେବେ କହି ଲୋକଙ୍କୁ ଠକୁଥିଲେ। ଏନେଇ ଜଣେ ଯୁବକଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ନୌସେନା ଏବଂ ବିଦେଶରେ ଚାକିର କରାଇଦେବା ନାଁରେ ଲୋକଙ୍କ ଠାରୁ ହଜା ହଜାର ଟଙ୍କା ଠକୁଥିଲେ। ଏହି ଅଭିଯୁକ୍ତ ନିକଟରୁ ନଗଦ ୩୩ ହଜାର ଟଙ୍କା ,ଗୋଟିଏ କାର ଓ ମୋବାଇଲ…

କଟକ ଅରିଲୋରେ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ : ଆଜି ଉଦଘାଟିତ ହୋଇଛି ରାଜ୍ୟର ସର୍ବବୃହତ ଓମଫେଡ୍ ଡାଏରୀ ପ୍ଲାଣ୍ଟ । କଟକ ବାରଙ୍ଗ ବ୍ଲକ ଅରିଲୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ବିଶିଷ୍ଟ ଓମଫେଡ୍ ମେଗା ଡାଏରୀ ପ୍ଲାଣ୍ଟ ଉଦଘାଟନ କରିଛନ୍ତି । ୩ଶହ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ଅଟୋ ମୋଟିକ…