Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

[ଭିଡ଼ିଓ] ହାଇକୋର୍ଟରୁ ସୁମିତଙ୍କୁ ଝଟକା, ତପସ୍ଵିନୀଙ୍କୁ ମାସିକ ଦେବେ୧୭ ହଜାର ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ଵିନୀ-ସୁମିତ ବିବାଦ ମାମଲା । ସୁମିତଙ୍କୁ ଲାଗିଲା ଜୋରଦାର ଝଟକା । ଏବେ ହାଇକୋର୍ଟରୁ ମଧ୍ୟ ଝଟକା ଖାଇଛନ୍ତି ଡାକ୍ତର ସୁମିତ୍ । ଅପରପକ୍ଷେ ତପସ୍ଵିନୀଙ୍କୁ ମିଳିଛି ବଡ ଆଶ୍ଵସ୍ତି । ବୁଧବାର ମାମଲା ଶୁଣାଣି ସମୟରେ ତଳ କୋର୍ଟର ଭରଣପୋଷଣ ରାୟକୁ…

ଗୋଳନ୍ଥରା ଥାନା ସାମନାରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ । ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ନାଁ ସନ୍ତୋଷ । ତାଙ୍କ ଘର ରଣ୍ଢା ଗାଁରେ । ଗତକାଲି ଗୋଳନ୍ଥରା ଥାନା ସାମନାରେ ନିଜ ଦେହରେ…

ଚିହ୍ନ ଆସିବା ପରେ ଭୋଟରକୁ ଭେଟୁଛନ୍ତି ପ୍ରାର୍ଥୀ

ଗଞ୍ଜାମ: ଆଗକୁ ପଞ୍ଚାୟତ ନିର୍ବାଚନ । ଚିହ୍ନ ଆସିବା ପରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରସାର ପ୍ରସାର ଆରମ୍ଭ କରିଛନ୍ତି । ପ୍ରାର୍ଥୀମାନେ ସେମାନଙ୍କର ସମର୍ଥକମାନଙ୍କ ସହ ଘରକୁ ଘରବୁଲି ଭୋଟର ମାନଙ୍କୁ ଭେଟୁଛନ୍ତି । ଏହାରି ଭିତରେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀମାନେ ଭୋଟରଙ୍କ ଅଧିକ…

ଦୁଇ ଦିନ ହେବ ରାଜରାସ୍ତା ଚାଷୀଙ୍କ ଧାରଣା, ଏଯାଏଁ ହେଉନି ସମାଧାନ

ଗଞ୍ଜାମ: ବଢ଼ୁଛି ଚାଷୀଙ୍କ ଅସନ୍ତୋଷ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବୁରୁଝରୀରେ ଦୁଇଦିନ ହେବ ରାଜରାସ୍ତାରେ ବସି ରହିଛନ୍ତି ଚାଷୀ । ହେଲେ କୌଣସି ସମାଧାନ ହୋଇପାରୁନି । ଯାହାକୁ ନେଇ ତେଜୁଛି ଅସନ୍ତୋଷ । ଦୁଇଦିନ ହେବ ଧାନବସ୍ତା ରାଜରାସ୍ତା ଉପରେ ରଖି ଭୋକ ଉପାସରେ ଚାଷୀ ବସିଥିବାବେଳେ ଏଯାଏଁ…

ଗଞ୍ଜେଇ ଜବତ, ପୋଲିସ ପଞ୍ଝାରେ ୫ ଅଭିଯୁକ୍ତ

ଗଞ୍ଜାମ: ପୋଲିସ ପଞ୍ଝାରେ ଗଞ୍ଜେଇ ବେପାରୀ । ବୁଧବାର ଗଞ୍ଜାମ ବଡଗଡ ଥାନା ପୋଲିସ ପାଟ୍ରୋଲି କରୁଥିବା ସମୟରେ ୧୫୦ କେଜି ଗଞ୍ଜେଇ ଜବତ କରିବା ସହ ୫ ଜଅ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିଶେଷ ସୁତ୍ରରୁ ଖବର ପାଇ ବଡଗଡ ଥାନା ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ବଡଗଡ ଡାଳଖାଇ ରାସ୍ତାଦେଇ…

ଗଞ୍ଜାମରେ ନାମାଙ୍କନ ଦାଖଲ ବେଳେ ଗୋଷ୍ଠୀ ସଂଘର୍ଷ , ୪ ଆହତ

ଗଞ୍ଜାମ : ଗଞ୍ଜାମରେ ନାମାଙ୍କନ ଦାଖଲ ବେଳେ ଗୋଷ୍ଠୀ ସଂଘର୍ଷ ।ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଦ୍ୱିତୀୟ ଦିନ । ନାମାଙ୍କନ ଦାଖଲ ବେଳେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନାରେ ଗୋଷ୍ଠୀ ସଂଘର୍ଷ ହୋଇଛି ।ଦୁଇ ଗୋଷ୍ଠ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବା ଫଳରେ ୪ ରୁ ଅଧିକ ଲୋକ…

ଆଜିଠୁ ଗଞ୍ଜାମ ଜିଲ୍ଲାରେ ଭକ୍ତଙ୍କ ପାଇଁ ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ

ବ୍ରହ୍ମପୁର: ରାଜ୍ୟରେ ସଂକ୍ରମଣ ବଢୁଛି । ତାସହ ବଢୁଛି କଟକଣା । ଆଜିଠୁ ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜାନୁଆରୀ ୩୧ ତାରିଖ ଯାଏ କଟକଣା…

ଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର, ଏକକାଳୀନ ୪ଟି ସ୍ଥାନରେ ରେଡ୍

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ଡିଭିଜନର ଜୁନିଅର ଇଞ୍ଜିନିୟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ୍-୨ର ଜୁନିଅର ଇଞ୍ଜିନିୟରଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନାଁ ବଂଶୀଧର ସେଠୀ । ସେ ଏବେ ଦିଗପହଣ୍ଡି ଆରଡବ୍ଲ୍ୟୁ ସେକ୍ସନ-୧ରେ…

ରାମକୃଷ୍ଣଙ୍କ ପରଲୋକରେ ମୁଁ ଅତ୍ୟନ୍ତ ମ୍ରିୟମାଣ: ରାଜା ସ୍ୱାଇଁ

ଭୁବନେଶ୍ୱର: ରାଜ୍ୟର ଜଣେ ବର୍ଷିଆନ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ଆଜି ସକାଳ ୯.୩୦ ମିନିଟ୍ରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏ ବାବଦରେ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଥିଲେ ।…

ନିଜ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ଗଞ୍ଜାମ: ନିଜ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ । ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ହିଞ୍ଜିଳି ଆରଏମସି ଛକରେ ବିରୋଧ । କଂଗ୍ରେସ କର୍ମୀ ମାନେ ରାସ୍ତା ଉପରକୁ ଆସି କଳା ପତାକା ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ମମିତା ମେହେର ପ୍ରସଙ୍ଗକୁ ନେଇ ଦଳ…