Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଜାଲ ପ୍ରମାଣପତ୍ର ତିଆରି ଅଭିଯୋଗରେ ଦୁଇ ସ୍କୁଲ ଶିକ୍ଷକ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସ୍କାରେ ସରକାରୀ ନିଯୁକ୍ତି ପାଇଁ ନକଲି ବିଇଡି ପ୍ରମାଣପତ୍ର ତିଆରି କରିବା ଅଭିଯୋଗରେ ଦୁଇ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଗୌରୀ ଶଙ୍କର ଜେନା ଓ ଦୟାନିଧି ପରିଡା । ଆସ୍କା ବ୍ଲକ ଶିକ୍ଷା ଅଧିକାରୀ କୃତିବାସ ବାରିକଙ୍କ…

ସୁନାପୁର ବେଳାଭୂମିରେ ବିରାଟକାୟ ହ୍ୱେଲ ସାର୍କର ମୃତ୍ୟୁ

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁନାପୁର ବେଳାଭୂମିରେ ଏକ ହ୍ୱେଲ ସାର୍କ ମୁମୂର୍ଷୁ ଅବସ୍ଥାରେ ଆସି ଲାଗିଥିଲା । ପରେ ସାର୍କଟି ମୃତ ବୋଲି ଜଣାପଡିଛି । ଆଜି ସାର୍କର ଶବ ବ୍ୟବଚ୍ଛେଦ ହେବା ନେଇ ଗଞ୍ଜାମ ଡିଏଫଓ ଅମ୍ଲାନ କୁମାର ଦାସ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ,…

ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ଖଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଖଲିକୋଟ କଲେଜର ଅନୁସନ୍ଧାନ ମୂଳକ ଗତିବିଧି ଉପରେ ଜୋର ଦେବା ପାଇଁ ଖଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ କୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ । ଏନେଇ ବୁଧବାର ଦିନ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଖଲିକୋଟ କ୍ଲଷ୍ଟର କଲେଜ ଆଶାନୁରୂପ ସଫଳତା…

ଲୁନା ଉପରେ ମାଡିଗଲା ଟ୍ରକ୍‌; ସ୍ୱାମୀ-ସ୍ତ୍ରୀ ମୃତ

ବ୍ରହ୍ମପୁର: ଆନ୍ଧ୍ର ପ୍ରଦେଶର ଭେସି ନିକଟରେ ଅଭାବନୀୟ ଘଟଣା । ଲୁନା ଉପରକୁ ଟ୍ରକ୍ ମାଡିଯିବାରୁ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଉଛନ୍ତି ଭଗବାନ ଚଇନି ଓ ତାଙ୍କ ସ୍ତ୍ରୀ ଭାରତୀ ଚଇନି । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଗଣ୍ଡା ଗାଁର ନିବାସୀ । ଜଣେ ସଂପର୍କୀୟଙ୍କ…

ଛତ୍ରପୁର: ବାପା, ମାଆ ଓ ଝିଅର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗୋଟିଏ ଘରୁ ମିଳିଲା ୩ଜଣଙ୍କ ମୃତଦେହ । ଗଞ୍ଜାମ ଜିଲ୍ଳାର ଛତ୍ରପୁର ନିକଟ ପାଲିଆ ଅଂଚଳରେ ଜଣେ ଦମ୍ପତି ଓ ତାଙ୍କ ଝିଅର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ବୃନ୍ଦାବନ ନାୟକ, ତାଙ୍କ ପତ୍ନୀ ଉର୍ମିଳା ନାୟକ ଓ ଝିଅ ସୁନୀତା ନାୟକ । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆଜି…

ଗଂଜାମ ପାଳଗଦାରେ ନିଆଁ ଲାଗିବା ଘଟଣା, ଗୁରୁତର ୪ ଶିଶୁଙ୍କ ମଧ୍ୟରୁ ୩ ମୃତ

ପୋଲସରା: ଆଖି ବୁଜିଲେ ୩ ଶିଶୁ । ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଖରଛଟା ଗାଁରେ ପାଳ ଗଦାରେ ନିଆଁ ଲାଗି ୪ ଶିଶୁ ଗୁରୁତର ହେବା ଘଟଣାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।…

ପାଳଗଦାରେ ନିଆଁ ଲାଗି ଜଳିଗଲେ ୪ ଶିଶୁ

ପୋଲସରା: ପାଳଗଦାରେ ନିଆଁ ଲାଗି ଜଳିଗଲେ ୪ ଶିଶୁ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଗଂଜାମ ଜିଲ୍ଲା ପୋଲସରା ଥାନା ଖରିଛଟା ଗାଁରେ । ପାଳଗଦାରେ ଖେଳୁଥିବା ବେଳେ ନିଆଁ ଲାଗି ୪ ଶିଶୁ ଜଳି ଯାଇଛନ୍ତି । ସେମାନଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଭାଗ ପୋଡି ଯାଇଥିବା ସୂଚନା ମିଳିଛି । ସମସ୍ତ…