Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ଆଉ ତିନିଟି କୋଭିଡ୧୯ ହସ୍ପିଟାଲ

ଭୁବନେଶ୍ୱର: ଶୁକ୍ରବାର ଓଡିଶାରେ ତିନିଟି କୋଭିଡ୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଆଉ ନଅଟିକୁ ଖୁବ୍ ଶୀଘ୍ର ପ୍ରସ୍ତୁତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୨୦୦ ଶଯ୍ୟା ବିଶିଷ୍ଟ ଗଂଜାମ ଶିତଳାପଲ୍ଲୀ କୋଭିଡ ୧୯ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ…

କରୋନାକୁ ଜଗିବ ଲେନ୍‌ସ: ଜିଲ୍ଲା ପ୍ରବେଶପଥରେ ଲାଗିଲା ସିସିଟିଭି !

ବ୍ରହ୍ମପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାର ପ୍ରବେଶପଥରେ ଯାନବାହନ ଓ ପଥଚାରୀଙ୍କୁ ତୀକ୍ଷଣ ନଜରରେ ରଖିବା ଲାଗି ସିସିଟିଭି ଖଞ୍ଜିବାକୁ ନିଷ୍ପତ୍ତି ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଏସମ୍ପର୍କରେ ଜିଲ୍ଲାପାଳ…

କରୋନା ସହ ଲଢେଇ: ଘର ଘର ବୁଲି ସରପଞ୍ଚ ବାଣ୍ଟିଲେ ରନ୍ଧାଖାଦ୍ୟ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତର ଯୁବ ସରପଞ୍ଚ ବସନ୍ତ କୁମାର ସାମଲ ଘର ଘର ବୁଲି ରନ୍ଧାଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳିଛି। ଗରିବ ଲୋକଙ୍କୁ ରାନ୍ଧଖାଦ୍ୟ ଦେବାପାଇଁ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଘର ଘର ବୁଲି ରାନ୍ଧଖାଦ୍ୟ ଦିଆଯାଉଥିବା ଶ୍ରୀ…

ଏହି ୩ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ରାଜ୍ୟର ୩ଟି ଜିଲ୍ଲାରେ ଗୁରୁବାର ଦିନ ସନ୍ଧ୍ୟାରେ ଝଡ଼ବର୍ଷା ହେବାର ସତର୍କ ସୂଚନା ପ୍ରଦାନ କରିଛି । ଯେଉଁ ୩ଟି ଜିଲ୍ଲାରେ ବଜ୍ରପାତ ସହିତ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା - ଗଞ୍ଜାମ, ମୟୂରଭଞ୍ଜ…

କରୋନା ସଚେତନତା: ବ୍ରହ୍ମପୁରରେ ରାସ୍ତାରେ ଲେଖାଯାଇଛି ବାର୍ତ୍ତା

ବ୍ରହ୍ମପୁର : କୋଭିଡ୧୯ ଭୟବହତାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସଚେତନ କରିବାକୁ ଉଦ୍ୟମ ହେଉଛି । ତେବେ ରେଶମ ସହର ବ୍ରହ୍ମପୁରରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ରାସ୍ତା ଉପରେ ଚିତ୍ର କରି କରୋନା ସଚେତନତାର ବାର୍ତ୍ତା ଦିଆଯାଉଛି । ସହରର ଗେଟ୍ ବଜାର ଛକ, କମାପଲ୍ଲୀ ଛକ ପରି…

ଦକ୍ଷିଣ ଦର୍ଶନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର... ଦକ୍ଷିଣ ଓଡ଼ିଶା ଦକ୍ଷତାର ଓଡ଼ିଶା, ଦୃପ୍ତତାର ଓଡ଼ିଶା, ଦୁର୍ଦ୍ଦାନ୍ତତାର ଓଡ଼ିଶା । ଦକ୍ଷିଣ ଓଡ଼ିଶା ଦୁର୍ବାର ଓଡ଼ିଶା । ବନଜଂଗଲରୁ ଆରମ୍ଭ କରି ପାହାଡ଼ପର୍ବତର ପ୍ରାଚୁର୍ଯ୍ୟ ଦିନେ ଦକ୍ଷିଣ ଓଡ଼ିଶାକୁ ଦୁର୍ଭେଦ୍ୟ ଦୁର୍ଗର ଦୃଢ଼ ଭାବମୂର୍ତ୍ତି…

ଓଡିଶାରେ କରୋନା ସତର୍କତା; ୧୫୦୦ ପ୍ରବାସୀ ଶ୍ରମିକଙ୍କୁ ଗଞ୍ଜାମରେ ସ୍କ୍ରିନିଂ

ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନରେ ସୋମବାର ଦିନ ପ୍ରାୟ ୧୫୦୦ ପ୍ରବାସୀ ଶ୍ରମିକଙ୍କର କୋରାନାଭାଇରସ ସମ୍ପର୍କିତ ସ୍କ୍ରିନିଂ କରାଯାଇଛି । ଏହି ସମସ୍ତ ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଏମାନେ ମହାରାଷ୍ଟ୍ର ଏବଂ ଗୁଜରାଟରୁ ଫେରିଛନ୍ତି । “ସେମାନଙ୍କର ବ୍ୟକ୍ତିଗତ…

ବ୍ରହ୍ମପୁରରେ ଜନତା କର୍ଫ୍ୟୁର ବ୍ୟାପକ ପ୍ରଭାବ, ରାସ୍ତାଘାଟ ଓ ବଜାର ଶୂନଶାନ

ବ୍ରହ୍ମପୁର: କରୋନା ସଂକ୍ରମଣ ରୋକିବା ପାଇଁ ଆଜି ଚାଲିଥିବା ଜନତା କର୍ଫ୍ୟୁକୁ ରେଶମ ସହରରେ ବ୍ୟାପକ ଜନସମର୍ଥନ ମିଳିଥିବା ଦେଖାଯାଇଛି । ସହରର ସମସ୍ତ ପ୍ରମୁଖ ଛକ, ବଜାର ତଥା ରାସ୍ତାଘାଟ ଶୂନଶାନ ରହିଛି । ଲୋକେ ସଚେତନ ହୋଇ ଘରୁ ବାହାରୁ ନ ଥିବା ବେଳେ କିଛି ସ୍ଥାନରେ ବାହାରକୁ ଆସିଥିବା…

ଓଡିଶାରେ ଲକ୍‌ଡାଉନ ବେଳେ କଣ ସବୁ ଉପରେ ରହିବ କଟକଣା ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦକୁୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସକାଳ ୭ଟା ଠାରୁ ଆସନ୍ତା ୨୯ ତାରିଖ ରାତି ୯ ଟା ଯାଏଁ ରାଜ୍ୟର ୫ଟି ଜିଲ୍ଲା ଓ ଆଠଟି ପ୍ରମୁଖ ସହରରେ ସମ୍ପୂର୍ଣ୍ଣ ବନ୍ଦ ବା ଲକ୍‌ଡାଉନ ଘୋଷଣା କରିଛନ୍ତି । ତେବେ ଏହି ଆଠ…

ଚୈତ୍ର ପର୍ବ ଲାଗି ଗଞ୍ଜାମର ତାରା ତାରିଣୀ ପୀଠ ଆଲୋକ ମାଳାରେ ସଜ୍ଜିତ ହେଲା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଓଡ଼ିଶାର ପ୍ରସିଦ୍ଧ ତାରା ତାରିଣୀ ଶକ୍ତିପୀଠ ଚୈତ୍ର ପର୍ବ ଲାଗି ଚଳଚଞ୍ଚଳ ହୋଇ ଉଠିଛି । ଆଜିଠାରୁ ମାଆ ତାରା ତାରିଣୀ ପୀଠରେ ଏହି ପର୍ବ ଆରମ୍ଭ ହୋଇଛି । ଏହି ଅବସରରେ ତାରା ତାରିଣୀ ମନ୍ଦିର ସୁନ୍ଦର ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ ହୋଇଛି ।…