Latest Odisha News

BREAKING NEWS

Browsing Category

ଜଗତସିଂହପୁର

Jagatsinghpur

କଳିଙ୍ଗ ବାଲିଯାତ୍ରା ପ୍ରସ୍ତୁତି, ସମ୍ପନ୍ନ ହେଲା ଭୂମିପୂଜନ

ପାରାଦୀପ: ଆଉ ନାହାନ୍ତି ସାଧବ କି ଆଉ ନାହିଁ ସେ ପାଲ ଟଣା ନୌକା । କିନ୍ତୁ ସେ କାଳର ରହିଯାଇଥିବା ସେହି ସ୍ମୃତିକୁ ସତେଜ କରିବା ପାଇଁ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା । ଆଜି ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ଭୂମି…

ଶାଶୁକୁ ମାରିଦେବା ପାଇଁ ବୋହୂ କରୁଥିଲେ ଯୋଜନା, ଥାନାକୁ ଗଲା ମାମଲା

ଜଗତସିଂହପୁର: ଶାଶୁକୁ ଉପରେ କିରୋସିନ ଢାଳି ପୋଡି ମାରିଦେବାକୁ ବୋହୁ କରୁଥିଲେ ଯୋଜନା । ହେଲେ ସଫଳ ହେଲାନି ଉଦ୍ୟମ । ଠିକ୍ ସମୟରେ ପଡୋଶୀ ଲୋକ ପହଞ୍ଚି ଶାଶୁକୁ ଉଦ୍ଧାର କରିଥିବା ବେଳେ ବୋହୂ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ସଦର ଥାନା…

ତିର୍ତ୍ତୋଲରେ ବିଭତ୍ସ ହତ୍ୟା, ଜଣେ ମୃତ, କାରଣ ଅସ୍ପଷ୍ଟ

ପୁରୀ: ପୂର୍ବ ଶତ୍ରୁତାକୁ ନେଇ ତିର୍ତ୍ତୋଲରେ ବିଭତ୍ସ ହତ୍ୟା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସାଇଲୋ ପଞ୍ଚାୟତ ହିତରଣ ଗାଁରେ ଦୁଇ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଯୁବକ । ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ମଣିଜଙ୍ଗା ହସ୍ପିଟାଲରେ…

ମୋ ଦଳ ମହାସଚିବଙ୍କ ଗିରଫକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ

ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୋ ଦଳ ପକ୍ଷରୁ ଗଣ ସତ୍ୟାଗ୍ରହ । ରାଜ୍ୟର ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା ମୋ ଦଳର ମହାସଚିବ ପ୍ରଦୀପ ପ୍ରଧାନଙ୍କୁ ଗିରଫ ପ୍ରତିବାଦରେ ମୋ ଦଳ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବା ସହ ଦାବିପତ୍ର ପ୍ରଦାନ କରିଛି…

ପିଆଇସିଟି କମ୍ପାନୀରେ ଶ୍ରମିକ ବିବାଦ, ପୁରୁଣା ଶ୍ରମିକ ବଦଳରେ ନୂଆ ଶ୍ରମିକ ନିୟୋଜନକୁ ବିରୋଧ

ପାରାଦୀପ: ପିଆଇସିଟି କମ୍ପାନୀରେ ଶ୍ରମିକ ବିବାଦ । ମାସକୁ ୨୬ ଟି ବଦଳରେ ମାତ୍ର ୭ରୁ ୮ଟି ଡିଉଟି କମ୍ପାନୀ ଦେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କଲେ ପୁରୁଣା ଶ୍ରମିକ ବଦଳରେ ନୂଆ ଶ୍ରମିକ ନିୟୋଜିତ କରିବାକୁ କହୁଛନ୍ତି କମ୍ପାନି କତୃପକ୍ଷ । ଯାହାର ପ୍ରତିବାଦରେ କମ୍ପାନି ଭିତରେ ଆଜି…

ଶକ୍ତିପୀଠର କାହାଣୀ: ଯେଉଁଠି ମାଆ ସରସ୍ୱତୀଙ୍କ ରୂପରେ ପୂଜା ପାଆନ୍ତି ଜଗତଜନନୀ

ଭୁବନେଶ୍ଵର: ଚାଲିଛି ପାର୍ବଣର ଋତୁ । ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା ଦୁର୍ଗା । ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର । ମା'ଙ୍କ ଆଵାହନ ପାଇଁ ମର୍ତ୍ତ୍ୟବାସୀ ବେଶ ଉତ୍ସାହର ସହ ଲାଗି ପଡିଛନ୍ତି । ସାର୍ବଜନୀନ ମଣ୍ଡପ ଠାରୁ ଆରମ୍ଭ କରି ଶକ୍ତିପୀଠରେ ଚାଲିଛି ମା'ଙ୍କ ଷୋଡଶ…

କମୁଛି ‘ଭେନାମୀ’ ଚିଙ୍ଗୁଡ଼ି ମାଛ ଚାଷ, ବଢୁଛି ‘ସିଫୁଡ’ ର ଚାହିଦା

ପାରାଦୀପ: 'ସିଫୁଡ୍' ର ବ୍ୟବସାୟ କୁ ବୃଦ୍ଧି କରିବା ଦିଗରେ ପାରାଦୀପ ମାଛଧରା ବନ୍ଦର ପରିସରରେ ଥିବା ପରିଚାଳନା ସମିତି ସଭାଗୃହରେ ରପ୍ତାନୀକାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସି ଫିସ୍ ପାଇଁ ଉଦ୍ୟୋଗୀ ଙ୍କ ଆଗ୍ରହ ବଢିଥିବା ଲକ୍ଷ କରାଯାଇଛି । ଏନେଇ ପାରାଦୀପ…

ଶାରଦୀୟ ଦୁର୍ଗାପୂଜା ୨୦୨୩: ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠରେ ପାର୍ବଣ ପୂଜା

ଜଗତସିଂହପୁର: ଆରମ୍ଭ ହେଲା ପାର୍ବଣ ପୂଜା। ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଶକ୍ତି ପୀଠ ଗୁଡିକରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା । ସକାଳୁ ମା ଙ୍କ ସ୍ନାନ…

ବିବାହକୁ ନେଇ ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର: ଫସିଯିବେ କି ?

ଜଗତସିଂହପୁର: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । କେତେବେଳେ ପ୍ରେମିକାକୁ ପ୍ରତାରଣା କରି ତ ପୁଣି କେବେ ବିବାହର ପ୍ରତିଶ୍ରୁତି ଦେଇ ଠକି ଦେଇଥିବା ନେଇ ବିବାଦ କୁ ଆସିଥିଲେ ବିଧାୟକ ବିଜୟ ଶଙ୍କର ଦାସ । ଏହାରିଭିତରେ ସାମ୍ନାକୁ ଆସିଛି ଆଉ…

ଶୁଭାରମ୍ଭ ହେଲା ‘ସ୍ୱକଳ୍ପ’ ଅଧୀନସ୍ଥ “ଉଦ୍ୟୋଗୀ ସମ୍ପର୍କ ଅଭିଯାନ”, ଜଗତସିଂହପୁରରୁ ବାହାରିଲା ସ୍ଵତନ୍ତ୍ର ରଥ

ଜଗତସିଂହପୁର: ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’ ଅଧୀନରେ “ଉଦ୍ୟୋଗୀ ସମ୍ପର୍କ ଅଭିଯାନ”ର ଶୁଭାରମ୍ଭ କରାଯାଇଛି । ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏଥିପାଇଁ ଏକ ସ୍ୱତନ୍ତ୍ର ରଥ ଜଗତସିଂହପୁରରୁ ବାହାରିଛି । ଏହା ୭ ତାରିଖ ଯାଏଁ ଓଡ଼ିଶାର…