Latest Odisha News
Browsing Category

ଜଗତସିଂହପୁର

Jagatsinghpur

[ଦେଖନ୍ତୁ ଭିଡିଓ] ପ୍ରଚାର ଶେଷ ଦିନରେ ସରଗରମ ମାହୋଲ: ମଇଦାନରେ ହେଭିୱେଟ

ଜଗତସିଂହପୁର : ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ସରଗରମ ହୋଇଉଠିଛି ଜଗତସିଂହପୁର ପୋୖରାଞ୍ଚଳ। ବିଗତ ୨୦୧୩ ପୋୖର ନିର୍ବାଚନରେ ଏଠାରେ କଂଗ୍ରେସ ଦଳ ପୌର ପରିଷଦ ଦଖଲ କରି ବାଜିମାତ କରିଥିଲା । ସେ ଦୃଷ୍ଟିରୁ ଚଳିତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ କୌଣସି…

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଢିଙ୍କିଆରେ ପୁଣି ଜନଶୁଣାଣି, ପୁଲିସ-ଗାଁ ଲୋକେ ମୁହାଁମୁହିଁ

ଜଗତସିଂହପୁର : ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଢିଙ୍କିଆରେ ପୁଣି ଜନଶୁଣାଣି ।  ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଆଜି ଢ଼ିଙ୍କିଆରେ ୨ୟ ଥର ଆରମ୍ଭ ହୋଇଛି ଜନ ଶୁଣାଣି । ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ଜନ ଶୁଣାଣିରେ ଢ଼ିଙ୍କିଆ ପଂଚାୟତର …

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି : ଜଗତସିଂହପୁର ଜିଲ୍ଲାର ୧ନଂ ଜୋନରେ ଆଗରେ ବିଜେଡି

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଚାଲିଛି ଭୋଟ ଗଣତି । ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଳକ ଅନ୍ତର୍ଗତ ୧ନଂ ଜୋନ ଗୁଡିକରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଥିବାବେଳେ ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ସମସ୍ତ ଜିଲ୍ଲା ପରିଷଦ ଆସନରେ ଆଗୁଆ…

ଜେଏସଡବ୍ଲ୍ୟୁ ପ୍ରକଳ୍ପ: ମାର୍ଚ୍ଚ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି

ପାରାଦୀପ: ଜଗସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଢିଙ୍କିଆ ଅଞ୍ଚଳରେ ଲୋକମାନଙ୍କ ଉପରେ ପୁଲିସର ବର୍ବୋରଚିତ ଲାଠିଚାଳନା ଘଟଣା । ନିରପେକ୍ଷ ତଦନ୍ତ ପ୍ରସଙ୍ଗ ନେଇ ଦାୟର ତିନୋଟି ମାମଲାରେ ଘଟଣାସ୍ଥଳ ଅନୁଧ୍ୟାନ ପାଇଁ ଅଦାଲତ ୫ଜଣିଆ ଆଇନଜୀବୀ ଦଳ ଗଠନ କରିଥିଲେ । ଏହି କମିଟି ଆଜି ଚାରୋଟି ପୃଥକ…

[ଦେଖନ୍ତୁ ଭିଡିଓ] ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ: ଭାଗବତ ଗୀତା ବାଣ୍ଟି ଭୋଟ ଭିକ୍ଷା

ଜଗତସିଂହପୁର: ମଇଦାନରେ ଚାଲିଛି ଜୋରଦାର ପ୍ରଚାର ପ୍ରସାର । ଗୋଟିଏ ପଟେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଅନ୍ୟ ପଟେ ପଞ୍ଚମ ପର୍ଯ୍ୟାୟ ମତଦାନ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ପ୍ରାର୍ଥୀ ମାନେ ବିଭିନ୍ନ ଉପାୟରେ ଭୋଟ୍ ହାତେଇବାର ପ୍ରୟାସ ଜାରି ରଖିଛନ୍ତି ।…

[ଦେଖନ୍ତୁ ଭିଡିଓ] ନିର୍ବାଚନୀ ମଇଦାନରେ ମାରାଥନ ପ୍ରଚାର

ଜଗତସିଂହପୁର: ଜଗତସିଂହପୁର ନାଉଗାଁରେ ନିର୍ବାଚନ। ଆସନ୍ତା ୨୪ରେ ନିର୍ବାଚନ ହେବାକୁ ଥିବା ବେଳେ ଏନେଇ ଜୋରଦାର ଚାଲିଛି ରଣନୀତି । ପ୍ରାର୍ଥୀ ମାନେ ମାରାଥନ ପ୍ରଚାର କରୁଥିବାର ଦେଖାଦେଉଛି । ଶାସକ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ନେଇ ବିଧାୟକଙ୍କ ନିଷ୍ପତ୍ତି କୁ…

ରାସ୍ତା କଡ଼ରୁ ମିଳିଲା ଲୁଟ ଭୋଟ୍ ବାକ୍ସ

ଜଗତସିଂହପୁର: ରାସ୍ତାକଡ଼ରୁ ମିଳିଲା ଲୁଟ ଭୋଟ୍‌ ବାକ୍ସ । ଗତକାଲି ଜଗତସିଂହପୁର ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳ ଭୋଟ୍ ବାକ୍ସ ଚୋରି ହୋଇଯାଇଥିଲା। କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବୁଥକୁ କବଜା କରି ନେଇଥିବା ବେଳେ ଆତଙ୍କରାଜ ଖେଳାଇଥିଲେ। ୩୫ରୁ ୪୦ ଦୁର୍ବୃତ୍ତ ପଟସରା ପଞ୍ଚାୟତର…

[ଦେଖନ୍ତୁ ଭିଡିଓ] ମଇଦାନରେ ଚାଲିଛି ରଣନୀତି, ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ପ୍ରୟାସ

ଜଗତସିଂହପୁର : ବଢୁଛି ନିର୍ବାଚନୀ ଉଷ୍ଣତା । ମଇଦାନରେ ଚାଲିଛି ରଣନୀତି । ଭୋଟ୍ ହାତେଇବାକୁ ପ୍ରର୍ଥୀ ମାନଙ୍କ ବିଭିନ୍ନ ପ୍ରୟାସ । ସେହିଭଳି ଆସନ୍ତା ୨୨ତାରିଖରେ ହେବାକୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲାରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି । ପୂରଣ ଓଡ଼ପଡା ଗ୍ରାମ…

ବୁଥରୁ ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ, ମତଦାନ ବନ୍ଦ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ଦୁଇଟି ବୁଥରୁ ଦୁର୍ବୃତ୍ତମାନେ ଭୋଟ ବାକ୍ସ ନେଇ ପଳାଇଛନ୍ତି । ଆଜି ସକାଳ ୬ଟା ବେଳେ ଦୁର୍ବୃତ୍ତମାନେ ସଦର ବ୍ଲକ ପଟସରା କେନ୍ଦ୍ରର ୧ ଓ ୨ ନମ୍ବର ବୁଥରୁ ଭୋଟ ବାକ୍ସ ନେଇ ପଳାଇଥିଲେ । ମତଦାତାମାନେ ବୁଥକୁ ଆସିବା ପରେ ଏହି ଘଟଣାକୁ ନେଇ ଉତ୍ତେଜନା…

[ଦେଖନ୍ତୁ ଭିଡିଓ] ନିର୍ବାଚନୀ ମଇଦାନରେ ରଣନୀତି : ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ଜଗତସିଂହପୁର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଆସନ୍ତା ୨୨ତାରିଖରେ ହେବ । ମତଦାନ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଳକ ଏବଂ ବ୍ଳକ ଅନ୍ତର୍ଗତ ୨ ଗୋଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗ୍ରହଣ ପ୍ରକ୍ରିୟା ହେବାକୁ ଯାଉଛି । ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା…