Latest Odisha News

BREAKING NEWS

Browsing Category

ଜଗତସିଂହପୁର

Jagatsinghpur

[ଭିଡ଼ିଓ] ଢିଙ୍କିଆ ଗସ୍ତରେ ୧୩ ରାଜନୈତିକ ଦଳର ପ୍ରତିନିଧି, ପୁଲିସ ହଟାଇବାକୁ ଦାବି

ଜଗତସିଂହପୁର: ଜଗତସିଂହପୁର ଏରସମା ଢ଼ିଙ୍କିଆ ଅଞ୍ଚଳରେ ଜିନ୍ଦଲ ପ୍ରକଳ୍ପ ନିର୍ମାଣ ଜମିଅଧିଗ୍ରହଣ ସମୟରେ ନିରୀହ ଜନତା ଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରାଯାଇଛି । ଢ଼ିଙ୍କିଆ ଚାରିଦେଶରୁ ପୋଲିସ ପ୍ରତ୍ୟାହାର କରିବା ଆଦି ଦାବି ନେଇ ୧୩ ଗୋଟି ରାଜନୈତିକ ଦଳର ପ୍ରତିନିଧି…

ଢ଼ିଙ୍କିଆରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ: ପୋସ୍କର ବିଫଳତା ପାଇଁ ଢ଼ିଙ୍କିଆବାସୀଙ୍କ ଉପରେ ରାଗ…

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନ ନାମରେ ସରକାର ରାଜ୍ୟକୁ ବ୍ୟବସାୟୀଙ୍କ ହାତରେ ଟେକିଦେବାରେ ଲାଗିଛନ୍ତି । ଆଇନ ଯାହା କହୁଛି ଜମି ଅଧିଗ୍ରହଣ କରିବାର ୫ ବର୍ଷ ମଧ୍ୟରେ ଯେଉଁ ପ୍ରକଳ୍ପ ପାଇଁ ଜମିଅଧିଗ୍ରହଣ କରାଯାଇଥିବ ସେହି ପ୍ରକଳ୍ପ ହୋଇନପାରିଲେ ଉକ୍ତ ଜମିକୁ ଏଲ.ଏ.ଆର.ଆର (LARR) ଆକ୍ଟ-…

ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ହଟିଲା ପ୍ରତିବନ୍ଧକ, ଢିଙ୍କିଆରେ ଯୋରଦାର ଚାଲିଛି ପାନବରଜ ମାପଚୁପ ଓ ଭଙ୍ଗାକାର୍ଯ୍ୟ

ପାରାଦୀପ: ପାରାଦୀପ ନିକଟସ୍ଥ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ପାରିପାର୍ଶ୍ବିକ ପ୍ରତିବନ୍ଧକ ହଟିବାରେ ଲାଗିଛି। ଦୀର୍ଘ ବର୍ଷ ଧରି ଶିଳ୍ପ ପ୍ରତିଷ୍ଠାକୁ ବୀରୋଧ କରି ଆନ୍ଦୋଳନ କରି ଆସୁଥିବା ଢ଼ିଙ୍କିଆ…

ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଲୋକଙ୍କ ସହମତି, ପ୍ରଥମ ଦିନରେ ୫୦ରୁ ଉର୍ଦ୍ଧ୍ୱ ପାନବରଜ ମାପଚୁପ

ପାରାଦୀପ: ଦୀର୍ଘ ବର୍ଷଧରି ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ବିରୋଧ କରିଆସୁଥିବା ଢିଙ୍କିଆବାସୀ ଆଜି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସହମତି ପ୍ରକାଶ କରିଛନ୍ତି । ଢିଙ୍କିଆ ଗ୍ରାମବାସୀଙ୍କ ସହମତିରେ ଆଜି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଥିଲା । ଆଜି ପ୍ରଥମ ଦିନରେ ୫୦ରୁ ଉର୍ଦ୍ଧ୍ୱ…

ଢିଙ୍କିଆ ପରିଦର୍ଶନରେ ଜେଏସଡବ୍ଲ୍ୟୁ କର୍ମଚାରୀ

ପାରାଦୀପ: ପାରାଦୀପ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ଠାରେ ହେବାକୁ ଥିବା ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳକୁ ଆଜି କମ୍ପାନୀର ଅଧିକାରୀ ମାନେ ଗସ୍ତ କରିଥିଲେ। ଏହି ଟିମରେ କମ୍ପାନୀର କାର୍ୟ୍ୟ ନିର୍ବାହୀ ଅଧିକାରୀ ରଞ୍ଜନ ନାଏକ, ଜେଏସଡବ୍ଲ୍ୟୁ ଖଣି ମୁଖ୍ୟ…

ଜେଏସଡବ୍ଲ୍ୟୁ ବିରୋଧୀଙ୍କ ଆନ୍ଦୋଳନର ସ୍ବର ନରମିଲା

ପାରାଦୀପ: ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି। ଗୋଟିଏ ପଟେ ଢ଼ିଙ୍କିଆ ପଞ୍ଚାୟତର ଗୋବିନ୍ଦପୁର, ପାଟଣା, ମାହାଳ ଓ ପରେ ଢ଼ିଙ୍କିଆ ଗାଁରେ ପାନବରଜ ମାପଚୁପ…

ପାନବରଜ ମାଲିକଙ୍କ ମନ ପରିବର୍ତ୍ତନ, ଜେଏସଡବ୍ଲ୍ୟୁ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଦେଲେ ସହମତି

ପାରାଦୀପ: ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଢିଙ୍କିଆ ଗାଁରେ ପରିବର୍ତ୍ତନ । ଦୀର୍ଘ ବର୍ଷ ଧରି ଏରସମା ତହସିଲ ଢିଙ୍କିଆ ପଞ୍ଚାୟତରେ ଚାଲିଥିବା ପ୍ରକଳ୍ପ ବିରୋଧରେ ଆନ୍ଦୋଳନର ଚିତ୍ର ବଦଳିବାରେ ଲାଗିଛି । ଆନ୍ଦୋଳନକାରୀଙ୍କ ମଧ୍ୟରୁ ଅନେକ ଲୋକ ଶିଳ୍ପ ପ୍ରତିଷ୍ଠା ପାଇଁ ସହମତି ପ୍ରକାଶ କରୁଥିବାର…

ଜେଏସଡବ୍ଲୁ ପକ୍ଷରୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ ପେପର ପ୍ରଦାନ

ପାରାଦୀପ: ନିଜର ସଫଳତା ଓ ପାରିପାର୍ଶିକ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଯଥେଷ୍ଟ ଆଗରେ ରହିଛି ଜେଏସଡବ୍ଲୁ କମ୍ପାନୀ । ଏହି କମ୍ପାନୀ ଶିକ୍ଷା କ୍ଷେତ୍ରରେ ସହଯୋଗର ହାତ ବଢାଇ ଜଗତସିଂହପୁର ଜିଲ୍ଲାରେ ପ୍ରଶଂସା ସାଉଁଟିଛି । ନିଜର ସାମାଜିକ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେଇ ହାଇସ୍କୁଲ…

ଜେ ଏସ ଡବ୍ଲୁ କମ୍ପାନୀ ପକ୍ଷରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱ ପ୍ରଦାନ

ପାରାଦୀପ : ଜେ ଏସ ଡ ବ୍ଲୁ କମ୍ପାନୀ ପକ୍ଷରୁ ପ୍ରକଳ୍ପ ପୂର୍ବରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରାଯାଇଛି । । ପାରାଦୀପ ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେ ଏସ ଡଃ ବ୍ଲୁ କମ୍ପାନୀ ପାଇଁ…

ଭିଜିଲାନ୍ସ ଜାଲରେ ରେଭେନ୍ୟୁ ଇନ୍ସପେକ୍ଟର୍‌

ଜଗତସିଂହପୁର: ଲାଂଚ ଦାବି କରି ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଜିଲ୍ଲା ଜାପା ରାଜସ୍ୱ ନିରୀକ୍ଷକ ସମୀର କୁମାର ମଲ୍ଲିକ । ଏରସେମା ତହସିଲରେ ମ୍ୟୁଟେସନ ମାମଲାର ସମାଧାନ ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତିଙ୍କଠାରୁ ସମୀର କୁମାର ମଲ୍ଲିକ ଲାଂଚ ମାଗିଥିବା ଅଭିଯୋଗ ହୋଇଛି । ରିପୋର୍ଟ…