Latest Odisha News

BREAKING NEWS

Browsing Category

ଯାଜପୁର

Jajpur

ଯାଜପୁର ଜିଲ୍ଲାରେ ହଜାରେ ଟପିଲା କରୋନା ପଜିଟିଭ୍ କେସ୍

ଯାଜପୁର: ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଛି । ଆଜି ସୁଦ୍ଧା ଯାଜପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୨୧କୁ ବୃଦ୍ଧି ପାଇଛି । ଯାଜପୁର ଜିଲ୍ଲାରେ…

ଲକଡାଉନ୍ ଘୋଷିତ ଚାରି ଜିଲ୍ଲାରେ ୬୪% ଆକ୍ଟିଭ୍ କେସ୍

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଅଧିକ ସଂକ୍ରମିତ ଚାରି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରକୁ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଏହାସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବି ୧୪ ଦିନିଆ ସଟଡାଉନ୍ ଲାଗୁ ହେବ । କାରଣ ସେସବୁ ଜିଲ୍ଲାରେ ସଂକ୍ରମିତ ଓ ଆକ୍ଟିଭ୍ କେସ୍ ଅଧିକ…

‘ଲା‌କମେ ଫ୍ୟାସନ ୱିକ’ରେ ନିଜ କଳାର ପଦର୍ଶନ କରି ପ୍ରଶଂସା ସାଉଁଟିଲେ ଯାଜପୁର ଝିଅ ସୌଭାଗ୍ୟଲକ୍ଷ୍ମୀ

ଭୁବନେଶ୍ୱର: ଜାତୀୟ ସ୍ତରର ଫ୍ୟାଶନ ଓ ଲାଇଫ୍ ଷ୍ଟାଇଲ ସୋରେ ପ୍ରଶଂସା ସାଉଁଟିଛନ୍ତି ଓଡ଼ିଆ ଝିଅ ସୌଭାଗ୍ୟଲକ୍ଷ୍ମୀ । ମିଳିଥିବା ସୂଚନା ଅନୁସାରେ, ଦେଶର ପ୍ରମୁଖ ଫ୍ୟାଶନ ଓ ଲାଇଫ୍ ଷ୍ଟାଇଲ ସୋ’ ‘ଲା‌କମେ ଫ୍ୟାସନ ୱିକ’ ଜରିଆରେ ନିଜର ସେଟ୍ ଡିଜାଇନ ପ୍ରଦର୍ଶନ କରିଛନ୍ତି ଯାଜପୁରର ଝିଅ…

ରାଜ୍ୟର କରୋନା ହଟସ୍ପଟ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କେସ ବଢୁଛି । ଚିନ୍ତା ବଢ଼ାଇଛନ୍ତି ପାଞ୍ଚ ଜିଲ୍ଲାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । ହଟସ୍ପଟ୍ ୫ ଜିଲ୍ଲାରୁ ପ୍ରତିଦିନ ଗଣ୍ଡା ଗଣ୍ଡା ପଜିଟିଭ୍ ବାହାରୁଛନ୍ତି । ମାଡ଼ି ମାଡ଼ି ଚାଲିଛି କରୋନା । ଜୁଲାଇରେ ଲମ୍ବା ଲମ୍ଫ ମାରୁଛି । ରାଜ୍ୟରେ…

ଯାଜପୁରରେ ସାପ୍ତାହିକ ସଟଡାଉନର ପ୍ରଭାବ

ଯାଜପୁର: ଯାଜପୁର ଜିଲ୍ଲାରେ ଜାରି ରହିଛି ସାପ୍ତାହିକ ସଟଡାଉନ କଟକଣା। ଜୁଲାଇ ମାସର ପ୍ରଥମ ସପ୍ତାହରେ ଏହି ସଟଡାଉନ କଟକଣାକୁ କଡାକଡି ଭାବେ ପାଳନ କରାଯାଉଛି । ଜିଲ୍ଲାର ୧୦ ଟି ବ୍ଲକ୍ ଓ ୨ ଟି ପୌରାଞ୍ଚଳ ସମେତ କଳିଙ୍ଗନଗର ଶିଳ୍ପାଞ୍ଚଳରେ ସମସ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ…

ଚିକିତ୍ସା ବଦଳରେ ଅପମାନ: ଡ଼ାକ୍ତରଖାନାରେ ର୍ଦୁବ୍ୟବହାର କରି ରୋଗୀଙ୍କୁ ତଡିଦେଲେ ଡାକ୍ତର

ଯାଜପୁର: ଡାକ୍ତରଖନାରେ ରୋଗୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା କୁଷ୍ଠ ରୋଗୀଙ୍କୁ ର୍ଦୁବ୍ୟବହାର କରି ତଢିଦେଇଛନ୍ତି ଡାକ୍ତର । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସନଗର ମେଡିକାଲ ପରିସରରେ । ଅଭିେଯୋଗ ମୁତାବକ ସ୍ଥାନୀୟ ଗାନ୍ଧୀ କୁଷ୍ଠାଶ୍ରମ ବସ୍ତିର…

କରୋନା ମୁକାବିଲା: ଯାଜପୁରରେ ଜାରି ହେଲା ଏହିସବୁ କଟକଣା

ଯାଜପୁର : କରୋନା ମୁକାବିଲା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଜୁଲାଇ ୧ ତାରିଖ ରୁ ସକାଳ ୬ ଘଟିକା ଠାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବ। ରାତ୍ରିକାଳୀନ କର୍ଫ୍ୟୁ ରାତି ୯ ଘଟିକାରୁ ସକାଳ ୫ଟା…

ଆଜି ଯାଜପୁରରୁ ଚିହ୍ନଟ ୭ ପଜିଟିଭଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

ଯାଜପୁର : ଆଜି ରାଜ୍ୟରେ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୭୫ ଜଣଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୭ ଜଣ ରହିଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ଏହି ୭ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୯ ରେ ପହଞ୍ଚିଛି। ଏଥିମଧ୍ୟରୁ ୨୫୩ ଜଣ ସୁସ୍ଥ ହୋଇ…

ବକେୟା ଦରମା ଦାବିରେ ମେଷ୍କୋ ଷ୍ଟିଲ କାରଖାନାରେ ଶ୍ରମିକ ଆନ୍ଦୋଳନ

ଯାଜପୁର: ଜିଲ୍ଲା କଳିଙ୍ଗନଗର ସ୍ଥିତ ମେଷ୍କୋ ଷ୍ଟିଲ କାରଖାନାରେ ଦେଖାଦେଇଛି ଶ୍ରମିକ ଅଶାନ୍ତି। ବକେୟା ଦରମା ସମେତ ୪ ଦଫା ଦାବିରେ ଶ୍ରମିକ ଓ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଶତାଧିକ ଶ୍ରମିକ ଓ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ…

ଗାଁରେ ନାହିଁ ନଳକୂପ: ପାଣି ଟୋପେ ପାଇଁ ଲାଗିଛି ଲମ୍ବା ଲାଇନ

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବାଙ୍ଗରା ନୂଆକୂଳ ଯେନା ସାହିରେ ଦେଖାଦେଇଛି ଜଳକଷ୍ଟ ସମସ୍ୟା । ଗାଁରେ ଥିବା ସରକାରୀ ନଳକୂପ ଅଚଳ ହୋଇ ବର୍ଷ ବର୍ଷ ଧରି ପଡିରହିଛି । ପାଖ ଗାଁରୁ ଆସିଥିବା ପାଇପ ଜଳ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି । ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଭୋଗୁ ଥିବାରୁ…