Latest Odisha News

BREAKING NEWS

Browsing Category

କଳାହାଣ୍ଡି

Kalahandi

ମାତିଛନ୍ତି ଜଙ୍ଗଲି ହାତୀ ,ଲୋକେ ଛାନିଆ

କଳାହାଣ୍ଡି : ଗାଁ ମୁହାଁ ଜଙ୍ଗଲି ହାତୀ । କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଜଙ୍ଗଲି ହାତୀ ମାନଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାତିରେ ଗୁଟୁରୁଗୁଡା ଗାଁ ର ଉମରା  ମାଝୀଙ୍କ ଘରେ ହାତୀ ପଶି ଘର ଭାଙ୍ଗିଦେବା ସହ ଘରେ ଥିବା ଖାଦ୍ୟ ସାମଗ୍ରୀ ନଷ୍ଠ କରିଛନ୍ତି।…

କଳାହାଣ୍ଡିରେ ମାତିଛନ୍ତି ନକଲି ମାଷ୍ଟର, ଧରାପଡିଲେ ୧୨ଜଣ

କଳାହାଣ୍ଡି: ସରିଲା କଳାହାଣ୍ଡି ଜିଲ୍ଲାର୧୩ଟି ବ୍ଲକର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ୍ ଯାଂଚ ପ୍ରକ୍ରିୟା । ଓ.ଟି.ଇ.ଟି ସାର୍ଟିଫିକେଟ୍ ଯାଂଚ ସମୟରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ଜଣେ କି ଦୁଇଜଣ ନୁହେଁ ବରଂ ନକଲି ମାଷ୍ଟର ଭାବେ ସାମ୍ନାକୁ ଆସିଛି ୧୨ ଜଣ…

ଭିଜିଲାନ୍ସ ଜାଲରେ ସିଡିପିଓ

କଳାହାଣ୍ଡି: ପୁଣି ଭିଜିଲାନ୍ସ ରେଡ୍ । ଲାଞ୍ଚ ନେଇ ଧରାପଡିଲେ ସିଡିପିଓ । ଭିଜିଲାନ୍ସ ହାତରେ ଧରାପଡିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସିଡିପିଓ । ଛତୁଆ ବିଲ୍ ପାସ୍ ପାଇଁ ନେଉଥିଲେ ଟଙ୍କା ।  ଛତୁଆ ବିଲ୍ ପାସ୍ ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଛି ।…

ଚାକିରୀ ଦେବା ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ,୫ ଅଟକ

କଳାହାଣ୍ଡି : ଚାକିରୀ ଦେବା ନାଁ ରେ ଠକେଇ । ଭବାନୀପାଟଣାର ଚୁଡିହରିପଡା ଠାରେ ଚାକିରୀ ଦେବା ବାହାନା କରି ପ୍ରାୟ ୬୦ ଜଣ ଯୁବକଙ୍କୁ ଠକିବା ଅଭିଯୋଗରେ ବେନାମୀ କମ୍ପାନୀ ଉପରେ ଚଢ଼ାଉ କରି ଟାଉନ ଥାନା ପୋଲିସ ୫ଜଣକୁ ଅଟକ ରଖି ପଚରା ଉଚରା କରୁଛି । ସୂଚନା ଅନୁସାରେ ଅଭିଯୁକ୍ତମାନେ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ,ବିଲ ଭିତରୁ ମୃତ ଦେହ ଉଦ୍ଧାର

କୋକସରା: ବିଲ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । କଳାହାଣ୍ଡି କୋକସରା ଛିଲିପାମାଲ ଗାଁରେ ଜଣେ ଯୁବକ ଅମିତଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଅମିତ ନିଜ ବିଲକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାଙ୍କ ମୃତ ଦେହ ବିଲ ଭିତରୁ ଉଦ୍ଧାର କରିଥିଲେ ।…

ଆଶାକର୍ମୀଙ୍କୁ ଡାକ୍ତରଙ୍କ ମାଡ଼ ଅଭିଯୋଗ

ଭବାନୀପାଟଣା: ଆଶା କର୍ମୀଙ୍କୁ ଡାକ୍ତରଙ୍କ ମାଡ଼ । ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ହେମାଙ୍ଗିନୀ ମେହେର ଜଣେ ଆଶାକର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଥୂଆମୂଳ ରାମପୁର ବ୍ଲକ ବଣ୍ଡାବାଗର ଆଶାକର୍ମୀ…

କଳାହାଣ୍ଡି ଜଳ ବିଭାଜିକା ଉନ୍ନୟନ ବିଭାଗ ଓଭରସିଅର ନିଖୋଜ, ପୋଲିସର ତଦନ୍ତ ଜାରି

କଳାହାଣ୍ଡି :କଳାହାଣ୍ଡି ଜଳ ବିଭାଜିକା ଉନ୍ନୟନ ବିଭାଗ ଓଭରସିଅର ନିଖୋଜ । ସେ ୬ ଦିନ ହେବ ନିଖୋଜ ଅଛନ୍ତି । ରାୟଗଡ଼ାର ସିରିଗୁଡିରେ ଧନଞ୍ଜୟ ସେଠୀ ଓ ତାଙ୍କ ପରିବାର ରୁହନ୍ତି । ସେ ଗତ ୨୨ ତାରିଖରୁ ନିଖୋଜ ଥିବା ସୂଚନା ମିଳିଛି । ଧନଞ୍ଜୟ ସେଠୀ ଭବାନୀପାଟଣାରୁ ଥୁଆମୂଳ ରାମପୁର ଗୁଣୁପୁରକୁ…

ମୃତ୍ୟୁମୁଖରେ ପଡିଥିଲେ ବାପା, ଝିଅ ଦେଲେ ନୂଆ ଜୀବନଦାନ

ଭୁବନେଶ୍ୱର: ବାପା ଓ ଝିଅର ନିବିଡ ସମ୍ପର୍କକୁ ଯଥାର୍ଥ କରିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁର ୨୨ ବର୍ଷୀୟା ସଲୋନୀ ଗର୍ଗ । ବାପାଙ୍କୁ ନୂଆ ଜୀବନ ଦେବା ପାଇଁ ଅବିଳମ୍ବେ କରିଥିଲେ ନିଜ କିଡନୀ ଦାନ । ଏଭଳି ଏକ ଘଟଣା ଅଗଣିତ ଲୋକଙ୍କୁ ଦେଇଛି ଆତ୍ମ ପ୍ରସନ୍ନତା । ଲଡୁଗାଁର ୪୭…

ବିନା ଭକ୍ତରେ ପାଳନ ହେବ ଛତର ଯାତ୍ରା

କଳାହାଣ୍ଡି :କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ଛତର ଯାତ୍ରା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିନା ଭକ୍ତରେ ପାଳନ ହେବ ଛତର ଯାତ୍ରା । ଭବାନିପାଟଣା ସହରରେ ୧୪୪ ଧାରା ଲାଗୁ ହେବ । କଳାହାଣ୍ଡିର ଇଷ୍ଟଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆସନ୍ତା…

ପୋଖରୀରେ ବୁଡ଼ି ୨ ଶିଶୁଙ୍କ ସଲିଳ ସମାଧି

ଭବାନୀପାଟଣା: ପୋଖରୀ ନିକଟରେ ଖେଳିବା ହେଲା କାଳ । ପୋଖରୀରେ ବୁଡ଼ି ୨ ଶିଶୁଙ୍କର ଜୀବନ ଯାଇଛି । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା କୁଟୁରୁଗୁଡ଼ା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକମାନେ ହେଲେ ଗାଁର ଗଦନଙକ୍ ୪ ବର୍ଷର ପୁଅ ସୁଶାନ୍ତ ଓ ଗୌରଙ୍କ ୮ ବର୍ଷର ଝିଅ କୁସ୍ମିତା । ଏମାନେ…