Latest Odisha News

BREAKING NEWS

Browsing Category

କଳାହାଣ୍ଡି

Kalahandi

ପୂର୍ବତନ ବିଧାୟକ ବୀର ସିପକାଙ୍କ ପରଲୋକ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବୀର ସିପକାଙ୍କ ନିଜ ଗ୍ରାମ ଗୋଳାମୁଣ୍ଡାସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ଗତ କିଛିଦିନ ଧରି ସେ ଅସୁସ୍ଥ ରହିଥିଲେ । ସେ ୩ଥର ରାଜ୍ୟ…

ଛଳଛଳ ଆଖିରେ ପ୍ରିୟ ଡାକ୍ତରଙ୍କୁ ବିଦାୟ ଦେଲେ ଗ୍ରାମବାସୀ !

ଭବାନୀପାଟଣା: ଡାକ୍ତରଙ୍କୁ କୁହନ୍ତି ଦ୍ୱିତୀୟ ଈଶ୍ୱର । ଏହି କଥାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଡ଼ାକ୍ତର ଅବିନାଶ ରଥ । କଳାହାଣ୍ଡି ଜିଲ୍ଲା ଥୁଆମାଳ-ରାମପୁର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଲାଗି ସେବା କରି ଗ୍ରାମବାସୀଙ୍କର ପ୍ରିୟଭାଜନ ହୋଇଛନ୍ତି ଡାକ୍ତର ଅବିନାଶ ।…

ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ବିଏସଏଫ ଯବାନ ଗିରଫ

ଭୁବନେଶ୍ୱର: ୨୬ବର୍ଷୀୟା ମହିଳାଙ୍କ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ କରିବା ଧମକ ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିବା ମାମଲାରେ ପୋଲିସ ଜଣେ ବିଏସଏଫ ଯବାନଙ୍କୁ ଗିରଫ କରିଛି । ଯବାନଙ୍କ ନାଁ ହେଉଛି ମନୋଜ କୁମାର ମହାକୁଡ(୪୦) । ସେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର…