Latest Odisha News
Browsing Category

ଖୋର୍ଦ୍ଧା

Khurda

ଖୋର୍ଦ୍ଧା ଏସପି କରୋନା ସଂକ୍ରମିତ

ଭୁବନେଶ୍ୱର: ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନା ସଂକ୍ରମିତ । କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ଏନେଇ ନିଜେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି । ପୂର୍ବରୁ ଜିଲ୍ଲା ପୋଲିସ ମୁଖ୍ୟାଳୟର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଅନ୍ୟ କର୍ମଚାରୀଙ୍କର…

ଖୋର୍ଦ୍ଧା ଜିଲ୍ଲାରେ ସଂଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ସକାଳ ୫ଟାରୁ ସଂଧ୍ୟା ୫ଟା ଯାଏ ଖୋଲା ରହିବ ଦୋକାନ ବଜାର । ଏହି ସମୟରେ ଲୋକ ଜିନିଷପତ୍ର କିଣି ପାରିବେ । ଆଜିଠୁ ଅଗଷ୍ଟ ୩୧ ତାରିଖ ଯାଏ ନିୟମ ଲାଗୁ ହେବ । ଏହି ସୂଚନା ଦେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଏହି ନିୟମରୁ ବାଦ ପଡ଼ିବ ଭୁବନେଶ୍ୱର ମହାନଗର…

ପୁଣି ତିନି ଶହ ପାର୍ କଲା ଖୋର୍ଦ୍ଧା ଜିଲ୍ଲାରେ ପଜିଟିଭ କେସ୍

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ବେକାବୁ କରୋନା । କାୟା ବିସ୍ତାର କରି ଚାଲିଛି । ଦ୍ୱିତୀୟ ଥର ଜିଲ୍ଲାରୁ ପୁଣି ବାହାରିଛନ୍ତି ତିନି ଶହରୁ ଅଧିକ ନୂଆ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩୧୨ ଜଣ । ପୂର୍ବରୁ ଗତ ୨୩ ତାରିଖରେ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।…

ଭୁବନେଶ୍ୱରରେ ବଢୁଛି, ଖୋର୍ଦ୍ଧା ଲଢୁଛି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ମୁଣ୍ଡ ବିନ୍ଧାର କାରଣ ହେଲାଣି କରୋନା ସଂକ୍ରମଣ । ପ୍ରତିଦିନ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ୧୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ୧ ହଜାର ୭୪୪କୁ ବୃଦ୍ଧି ପାଇଛି ପଜିଟିଭ୍ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧାରୁ ଯେତିକି ଭୂତାଣୁ…

ଲକଡାଉନ୍ ଘୋଷିତ ଚାରି ଜିଲ୍ଲାରେ ୬୪% ଆକ୍ଟିଭ୍ କେସ୍

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଅଧିକ ସଂକ୍ରମିତ ଚାରି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରକୁ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଏହାସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବି ୧୪ ଦିନିଆ ସଟଡାଉନ୍ ଲାଗୁ ହେବ । କାରଣ ସେସବୁ ଜିଲ୍ଲାରେ ସଂକ୍ରମିତ ଓ ଆକ୍ଟିଭ୍ କେସ୍ ଅଧିକ…

ରାଜ୍ୟର କରୋନା ହଟସ୍ପଟ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କେସ ବଢୁଛି । ଚିନ୍ତା ବଢ଼ାଇଛନ୍ତି ପାଞ୍ଚ ଜିଲ୍ଲାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । ହଟସ୍ପଟ୍ ୫ ଜିଲ୍ଲାରୁ ପ୍ରତିଦିନ ଗଣ୍ଡା ଗଣ୍ଡା ପଜିଟିଭ୍ ବାହାରୁଛନ୍ତି । ମାଡ଼ି ମାଡ଼ି ଚାଲିଛି କରୋନା । ଜୁଲାଇରେ ଲମ୍ବା ଲମ୍ଫ ମାରୁଛି । ରାଜ୍ୟରେ…

ଦାରୁପ୍ରାପ୍ତି ସ୍ଥାନ ଦଧିମାଛ ଗାଡ଼ିଆରେ ରଥରେ ପୂଜା ପାଇଲେ ଶ୍ରୀଜଗନ୍ନାଥ

ଭୁବନେଶ୍ୱର: ଆଜି ପାଳିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ଗୁଣ୍ଡିଚା ଯାତ୍ରା କରିଛନ୍ତି । ଶ୍ରୀଜଗନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଦଧିମାଛ ଗାଡ଼ିଆ ଠାରେ ଶ୍ରୀଜଗନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା…

ମହିଳା ରୋଗୀଙ୍କୁ ଅସଦାଚରଣ ଅଭିଯୋଗରେ ପୂର୍ବତନ ସିଡିଏମ୍‌ଓ ଗିରଫ

ଖୋର୍ଦ୍ଧା : ମହିଳା ରୋଗୀଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ । କ୍ଲିନିକରେ ଚେକ୍ ଅପ୍ ବେଳେ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ସିଡିଏମ୍‌ଓ ବୈଦ୍ୟନାଥ ନାୟକ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଅଭିଯୋଗକାରିଣୀଙ୍କ…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ପୋଲିସ ଏଏସଆଇ !

ଖୋର୍ଦ୍ଧା: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ଜଣେ ଆସିଷ୍ଟାଣ୍ଟ୍ ପୋଲିସ ସବ୍ ଇନିସପେକ୍ଟର୍ । ମିଳିଥିବା ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଧଳା ପଥର ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡା। ସେ ଆଶିଷ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଜାଗା ମାମଲା କେଶର ଦଫା…

ଖୋର୍ଦ୍ଧାରେ ବଜ୍ରପାତ ନେଲା ଯୁବକଙ୍କ ଜୀବନ

ଖୋର୍ଦ୍ଧା: ଖୋର୍ଦ୍ଧାରେ ମଙ୍ଗଳବାର ଦିନ ଅପରାହ୍ନରେ ବଜ୍ରପାତ ଯୋଗୁଁ ଜଣେ ଯୁବକଙ୍କ ପ୍ରାଣହାନୀ ଘଟିଛି । ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ୧୬ ନଂ ଜାତୀୟ ରାଜପଥରେ ଜଣେ ଯୁବକ ବାଇକ୍ ନେଇ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ନିକଟରେ ବଜ୍ରାଘାତ ହୋଇଥିଲା । ବଜ୍ରପାତର…