Latest Odisha News

BREAKING NEWS

Browsing Category

କୋରାପୁଟ

Koraput

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ବସ୍

କୋରାପୁଟ: ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା ଯାତ୍ରିବାହୀ ବସ୍ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । କୋରାପୁଟ ଜିଲ୍ଲା ପଞ୍ଚଡା ନିକଟରେ ଗତକାଲି ଭୋର ସାଢ଼େ ୪ଟା ବେଳେ ଏହି ଦୁର୍ଘଟଣା ହୋଇଛି  । ଏଥିରେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସରେ ୩୦ ଜଣ ଯାତ୍ରୀ ଥିଲେ…

ବୋହୂ ଦେଖି ଫେରିବା ରାସ୍ତାରେ ଓଲଟିଲା ବୋଲେରୋ, ୧୨ ଆହତ

କୋରାପୁଟ: ନିଜ ବାପ ଘରକୁ ବୁଲି ଯାଇଥିବା ବୋହୂକୁ ଦେଖିବାକୁ ଯାଇ ଫେରବା ରାସ୍ତାରେ ଓଲଟି ପଡ଼ିଲା ବୋଲେରୋ । ଏଥିରେ ୧୨ ଜଣ ଆହତ ହୋଇଛନ୍ତି । କାକିରିଗୁମ୍ମା ଥାନା ଆମ୍ବିଳିଆମ୍ବଗୁଡ଼ା ଛକ ନିକଟରେ ଗତ ରାତିରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କ ଭିତରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।…

ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜୟପୁର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାକର  । କୋରାପୁଟ ଜିଲ୍ଲା ଜୟପୁର ଉମୁରି ରେଳ ଷ୍ଟେସନ ନିକଟ ରେଳ ଲାଇନରୁ ମୃତକଙ୍କ ମୃତଦେହ ଉଦ୍ଧାର ହୋଇଛି  । ମୃତକ ହେଲେ ଜୟପୁର ବ୍ଲକ ଆନ୍ତା ଗ୍ରାମର ଜଗନ୍ନାଥ ବାଘ  । ସେ ଜଣେ ଡ୍ରାଇଭର  । ଟ୍ରେନ୍ ଲାଇନକୁ ସେ କେମିତି ଆସିଲେ ଓ ତାଙ୍କର…

ଖୋଲିବ ଶୈବପୀଠ ଗୁପ୍ତେଶ୍ୱର

କୋରାପୁଟ:ଖୋଲିବ ଶୈବପୀଠ ଗୁପ୍ତେଶ୍ୱର । ସେପ୍ଟେମ୍ବର ୧ ରୁ ଖୋଲିବ କୋରାପୁଟ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର।ଭକ୍ତ ମାନଙ୍କୁ ଦର୍ଶନ ଦେବେ ବାବା । କୋଭିଡ୍ କଟକଣା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିଲା । ହେଲେ ଏବେ ପୁଣି ଭଗବାନଙ୍କ ଦର୍ଶନ ପାଇବେ ଭକ୍ତମାନେ । କୋଭିଡ୍ କଟକଣା ଅନୁଯାଇ…

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ହୋମଗାର୍ଡ ସମେତ ୬ ଗିରଫ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣରେ ହୋମଗାର୍ଡଙ୍କ ସଂପୃକ୍ତି ଅଭିଯୋଗ । ଏହି ମାମଲାରେ ଜଣେ ହୋମଗାର୍ଡଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି କୋରାପୁଟ ପୋଲିସ । କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଜିଲ୍ଲାର ଆମ୍ବାଗୁଡ଼ା ଓ କୋରାପୁଟ-ଜୟପୁର ଘାଟିରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ ।…

ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ୨ ଗିରଫ

ଜୟପୁର: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ ଫନ୍ଦି କରୁଛନ୍ତି ବେପାରୀ । ପଇଡ଼ ବୋଝେଇ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ । ରାତିରେ ପାଟ୍ରୋଲିଂ ବେଳେ ଯାଞ୍ଚ କରି ଧରିଲା କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୋଲିସ । ୧୦ ଚକିଆ ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିଲା । ୨୮ଟି…

[ଭିଡିଓ] ଜନ ଆଶୀର୍ବାଦ ଯାତ୍ରାରେ ନାଚିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କୋରାପୁଟ: ବିଜେପିର ଜନ ଆଶୀର୍ବାଦ ଯାତ୍ରା ପାଇଁ ଓଡିଶା ଗସ୍ତରେ ଅଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି କୋରାପୁଟରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେତାଳେ ଆଦିବାସୀ ମହିଳାଙ୍କ ସହ ତାଙ୍କ ନାଚ ଚର୍ଚ୍ଚାରେ ରହିଛି । ସୋସିଆଲ୍ ମିଡିଆରେ ଏହି ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍…

କାଲି ସ୍ୱାଧିନତା ଦିବସ, ଆଜି କୋଟିଆରେ ଲାଗିଲା ଓଡିଆ ଫଳକ

କୋରାପୁଟ: ଓଡିଶାର କୋଟିଆ ଅଂଚଳକୁ ହାତେଇବା ପାଇଁ ଆନ୍ଧ୍ରପ୍ରଦେଶ ବାରମ୍ବାର ଚେଷ୍ଟା କରିଆସିଛି । ଏଥିପାଇଁ ତାଜା ସ୍ଥିତିରେ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି । ତେବେ ସ୍ୱାଧିନତା ଦିବସର ମାତ୍ର କେଇ ଘଣ୍ଟା ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆରେ…

ଶ୍ରାବଣ ତୃତୀୟ ସୋମବାରରେ ଗୁପ୍ତେଶ୍ୱରଙ୍କ ପୂଜା

କୋରାପୁଟ: ଆଜି ଶ୍ରାବଣ ମାସର ତୃତୀୟ ସୋମବାର l କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ଶ୍ରାବଣ ସୋମବାର ଦିନ କାଉଡିଆଙ୍କ ଜମୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଗୁପ୍ତେଶ୍ୱର ପୀଠ ଖାଁ ଖାଁ ରହିଛି l ପୀଠରେ କାଉଡିଆଙ୍କ ଭିଡ଼ ଓ ବୋଲବମ୍‌ ଧ୍ୱନି ଆଉ ଶୁଣିବାକୁ ମିଳିଲାନାହିଁ l କରୋନା…

ଜୁଆ ଆଡ୍ଡାରେ ରେଡ୍: ୭ଲକ୍ଷ ୮୩ ହଜାର ଟଙ୍କା ଜବତ, ୨୦ ଜଣ ଅଟକ

କୋରାପୁଟ: ଜୁଆ ଆଡ୍ଡାରେ ପୋଲିସର ଅଚାନକ ରେଡ୍ । ବିଡ଼ା ବିଡ଼ା ନୋଟ୍ ଜବତ । ମୋଟ୍ ୭ଲକ୍ଷ ୮୩ହଜାର ୪୪୦ ଟଙ୍କା ଜବତ ହୋଇଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଖଟୁଲୁଗୁଡା ନିକଟ ନୀଳଗିରି ବଣରେ ଚାଲିଥିଲା ଜୁଆ ଆଡ୍ଡା । ଖବର ପାଇଁ ପହଞ୍ଚିଥିଲା ପୋଲିସ । ଘଟଣାସ୍ଥଳରୁ ସମସ୍ତେ ଛତ୍ରଭଙ୍ଗ…