Latest Odisha News

BREAKING NEWS

Browsing Category

କୋରାପୁଟ

Koraput

ରାସ୍ତାରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା

ଜୟପୁର: ଅଚିହ୍ନା ଯୁବକଙ୍କୁ ହତ୍ୟା ଅଭିଯୋଗ । ରାସ୍ତାରେ ପଡ଼ିଛି ଜଣେ ରକ୍ତ ଜୁଡୁବୁଡୁ ମୃତଦେହ । କୋରାପୁଟ ଜିଲ୍ଲା ଜୟପୁର କୁମ୍ଭାର ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ ପଡ଼ିଛି ମର ଶରୀର । କେହି ତାଙ୍କୁ ପଥରରେ ଛେତି ଅତି ନିର୍ମମ ଭାବରେ ହତ୍ୟା କରିଥିବା ସନ୍ଦେହ…

ଓଡ଼ିଶାର ବିରୋଧ ସତ୍ତ୍ୱେ କୋଟିଆରେ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ରପ୍ରଦେଶ

କୋରାପୁଟ: ଓଡ଼ିଶାର କଡ଼ା ବିରୋଧ ସତ୍ତ୍ୱେ ଶୁଣିଲାନି ଆନ୍ଧ୍ରପ୍ରଦେଶ । କୋରାପୁଟ ଜିଲ୍ଲା କୋଟିଆର ଫାଟୁସିନେରୀରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ କରିଛି ଆନ୍ଧ୍ରପ୍ରଦେଶ । ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଛି ଭୋଟିଂ । ସେହିପରି ୧୭ ତାରିଖରେ କୋଟିଆର ତିନିଟି ଗାଁରେ ମତଦାନ ହେବ । କୋଟିଆରେ…

କୁହୁଡ଼ି ଯୋଗୁ ଓଲଟିଲା ପିକଅପ୍ ଭ୍ୟାନ, ୪ ଜଣ ଆହତ

କୋରାପୁଟ: ଘନ କୁହୁଡ଼ିରେ ଦେଖା ଗଲାନି ରାସ୍ତା । ଭାରସାମ୍ୟ ହରାଇ ଓଲଟିଲା ପିକଅଫ୍ ଭ୍ୟାନ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କାଡାମଖେଳା ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଘର…

କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗ: ସୁପ୍ରିମକୋର୍ଟରେ କାଲି ଶୁଣାଣି

ନୂଆଦିଲ୍ଲୀ: କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଓଡ଼ିଶାର ଆବେଦନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ମାମଲାର ଶୁଣାଣି କରିବା ପାଇଁ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛନ୍ତି । ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ ଓଡ଼ିଶା ସରକାର ।  …

କୋଟିଆରେ ନିର୍ବାଚନ ପ୍ରସଙ୍ଗ: ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟରେ ଓଡ଼ିଶାର ଅଦାଲତ ଅବମାନନା ମାମଲା

ନୂଆଦିଲ୍ଲୀ: କୋରାପୁଟର କୋଟିଆରେ ଆନ୍ଧ୍ର ପ୍ରଦେଶର ନିର୍ବାଚନ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଓଡ଼ିଶା ସରକାର । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି । ମାମଲାର ତ୍ୱରିତ ଶୁଣାଣି ପାଇଁ ପିଟିସନ ଦାଖଲ କରିଛନ୍ତି ସରକାର…

ଆନ୍ଧ୍ରର ଅଧିକାର ଓଡ଼ିଶା ଛଡ଼ାଉଛି : ରାଜାନ୍ନା 

କୋଟିଆ: କୋଟିଆରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ବିଧାୟକ ରାଜାନ୍ନା ଦୋରା ପ୍ରତିକ୍ରିୟା ରଖିଛନ୍ତି । ଏଇ ମାମଲା ସୁପ୍ରିମକୋର୍ଟ ବି ଯାଇଛି । ସୁପ୍ରିମକୋର୍ଟ ସେ ସଂପର୍କରେ ସ୍ଥିତାବସ୍ଥା ଜାରି କରିଛନ୍ତି । ସେଠାରେ ଆନ୍ଧ୍ର ପକ୍ଷରୁ ଏବେ ନୁହେଁ, ପୂର୍ବରୁ ବି…

କୋଟିଆରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବ ବିଜେପି ଟିମ୍ 

କୋଟିଆ : କୋଟିଆରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ ବିଜେପି ଟିମ୍ । ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ, ବରିଷ୍ଠ ବିଜେପି ନେତା ଭ୍ରୁଗୁ ବକ୍ସିପାତ୍ର କୋଟିଆ ଯାଇଛନ୍ତି । ସମୀର ମହାନ୍ତିଙ୍କ ନେତୃତ୍ବରେ ୧୦ ଜଣିଆ ଟିମ୍ କୋଟିଆ…

ହାଇକୋର୍ଟ ଗଲା ‘କୋଟିଆ’ ପ୍ରସଙ୍ଗ

କୋରାପୁଟ: ହାଇକୋର୍ଟରେ ପହଞ୍ଚିଲା କୋଟିଆ ପ୍ରସଙ୍ଗ । କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ହେଉଥିବା ପଞ୍ଚାୟତ ନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା । ଭାରତୀୟ ବିକାଶ ପରିଷଦ ଏନେଇ ଜନସ୍ବାର୍ଥ ମାମଲା ଦାୟର କରିଛି । ସୀମା ସୁରକ୍ଷା ନେଇ ରାଜ୍ଯ ସରକାରଙ୍କୁ ନିର୍ଦ୍ଦେଶ ଦେବାଲାଗି ଏଥିରେ…

କୋରାପୁଟ ସାହିତ୍ୟ ଉତ୍ସବ ପାଇବ ପ୍ରବାସୀ ଭାଷା ସମ୍ମାନ ୨୦୨୧

ଭୁବନେଶ୍ବର: ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ‘ଦ ଇଣ୍ଟେଲେକ୍ଟସ’ ଦ୍ବାରା ପ୍ରତିବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ପ୍ରବାସୀ ଭାଷା ସମ୍ମାନ ୨୦୨୧ ମସିହା ପାଇଁ ଘୋଷିତ ହୋଇଯାଇଛି । ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ୨୦୧୮ ମସିହା ଠାରୁ ଆୟୋଜିତ ହୋଇ…

କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ହେଲେ ମହମ୍ମଦ ଅବଦାଲ ଅଖତର

କୋରାପୁଟ : କୋରାପୁଟ ଜିଲ୍ଲାରେ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ମହମ୍ମଦ ଅବଦଲ ଅଖତର । ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କଠାରୁ ଦାୟିତ୍ଵ ନେଇଛନ୍ତି ଅବଦଲ ଅଖତର । ଦାୟିତ୍ଵ ଗ୍ରହଣ ସମୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ସ୍ବାଗତ ଜଣାଇଛନ୍ତି । କୋଟିଆ…