Latest Odisha News
Browsing Category

କୋରାପୁଟ

Koraput

ଚିକିତ୍ସା ପାଇଁ ପଦ୍ମଶ୍ରୀ କମଳା ପୂଜାରୀ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର

ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀଙ୍କଠାରେ କିଡନୀ ଜନିତ ସମସ୍ୟା ଦେଖା ଦେବାରୁ ତାଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଦିନ ତଳେ ସେ ନିଶ୍ୱାସ ନେବା କଷ୍ଟ ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

କୋରାପୁଟ-କିରଣ୍‌ଡ଼ୁଲ ରେଳଲାଇନରେ ଧସିଲା ପଥର: ରେଳ କର୍ମଚାରୀଙ୍କ ସମେତ ୩ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋରାପୁଟ-କିରଣ୍‌ଡ଼ୁଲ ରେଳଲାଇନର ବୋରା କେଭ ନିକଟରେ ଘଟିଥିବା ଘଟଣାରେ ଜଣେ ରେଳକର୍ମଚାରୀଙ୍କ ସମେତ ୩ଜଣ ଙ୍କ ମୃତ୍ୟୁ ଘଟିଛି ଓ ୬ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା କେଜିଏଚ ମେଡ଼ିକାଲକୁ ସ୍ଥାନାନ୍ତରୀତ…

କୋରାପୁଟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ; ପୋଡ଼ାଗଡ଼ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷିତ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦଶମନ୍ତପୁର ବ୍ଳକରେ ଜଣେ ୨୨ ବର୍ଷିୟ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୋମବାର ଦିନ ପୋଡ଼ାଗଡ଼ ପଞ୍ଚାୟତ ଏବଂ ଏହାର ୩ କିଲୋମିଟର ପରିବ୍ୟପ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷିତ କରିଛନ୍ତି । ଏହାବ୍ୟତୀତ,…

କୋଭିଡ୧୯ ପ୍ରସ୍ତୁତି ନୀରିକ୍ଷଣ ପାଇଁ ତିନି ଜିଲ୍ଲା ଗସ୍ତରେ ୫ଟି ସଚିବ

କୋରାପୁଟ: ଦିନିକିଆ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଗସ୍ତରେ ୫ଟି ସଚିବ ଭି. କେ. ପାଣ୍ଡିଆନ । ଆଜି ପ୍ରଥମେ ଜୟପୁରରେ ପହଞ୍ଚି ନୂଆ କରି ପ୍ରସ୍ତୁତ ହୋଇଥିବା କୋଭିଡ ହସ୍ପିଟାଲର ସ୍ଥିତି ପରଖିଥିଲେ । ଏହାପରେ ମାଲକାନଗିରି ଓ ନବରଙ୍ଗପୁରଠାରେ କୋଭିଡ୧୯ ହସ୍ପିଟାଲ ବୁଲି ଦେଖିବେ ।…

ଦକ୍ଷିଣ ଦର୍ଶନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର... ଦକ୍ଷିଣ ଓଡ଼ିଶା ଦକ୍ଷତାର ଓଡ଼ିଶା, ଦୃପ୍ତତାର ଓଡ଼ିଶା, ଦୁର୍ଦ୍ଦାନ୍ତତାର ଓଡ଼ିଶା । ଦକ୍ଷିଣ ଓଡ଼ିଶା ଦୁର୍ବାର ଓଡ଼ିଶା । ବନଜଂଗଲରୁ ଆରମ୍ଭ କରି ପାହାଡ଼ପର୍ବତର ପ୍ରାଚୁର୍ଯ୍ୟ ଦିନେ ଦକ୍ଷିଣ ଓଡ଼ିଶାକୁ ଦୁର୍ଭେଦ୍ୟ ଦୁର୍ଗର ଦୃଢ଼ ଭାବମୂର୍ତ୍ତି…

କରୋନା ସତର୍କତା: କୋରାପୁଟରେ ୨୪ ଘଣ୍ଟିଆ କ୍ୱାରେଣ୍ଟାଇନରେ ରହିଲେ ଫ୍ରାନ୍ସ ନାଗରିକ !

କୋରାପୁଟ: କରୋନା ଭୂତାଣୁ ଆତଙ୍କର ଛାୟା ସବୁଆଡ଼େ ବ୍ୟାପୀଯାଇଥିବା ବେଳେ ବୁଧବାର ଦିନ କୋରାପୁଟରେ ଜଣେ ଫ୍ରାନ୍ସ ନାଗରିକଙ୍କୁ ୨୪ ଘଣ୍ଟିଆ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହି ଫ୍ରାନ୍ସ ନାଗରିକ ଜଣକ ହିରାଖଣ୍ଡ ଏକ୍ସପ୍ରେସରୁ ଓହ୍ଲାଇବା ମାତ୍ରେ ତାଙ୍କୁ ସହିଦ ଲକ୍ଷ୍ମଣ ନାଏକ ମେଡ଼ିକାଲ କଲେଜ ଓ…

କୋଲାବ ଜଳଭଣ୍ଡାରରେ ବୁଡି ୩ କଲେଜ ଛାତ୍ର ମୃତ

କୋରାପୁଟ: କେରାପୁଟ ଜିଲ୍ଲାରେ ଅଭାବନୀୟ ଘଟଣା । କେରାପୁଟ ସରକାରୀ କଲେଜର ୩ଜଣ ଛାତ୍ର ଆଜି ସକାଳେ କୋଲାବ ଜଳଭଣ୍ଡାରରେ ବୁଡି ପ୍ରାଣ ହରାଇଛନ୍ତି । ବୁଡିଯାଇଥିବା ଛାତ୍ରମାନେ ହେଉଛନ୍ତି କେରାପୁଟ ଜିଲ୍ଲାର ମନ୍ମଥ ସାମଲ, ମାଲକାନଗିରି ଜିଲ୍ଲାର ସନ୍ଦୀପ ପୂଜାରୀ ଓ ରମାକାନ୍ତ ପଟ୍ଟନାୟକ ।…