Latest Odisha News

BREAKING NEWS

Browsing Category

ମାଲକାନଗିରି

Malkangiri

ସୁରକ୍ଷାକର୍ମୀଙ୍କ ଗୁଳି ଟଳିଲା ହାର୍ଡକୋର ମହିଳା ମାଓବାଦୀ

ମାଲକାନଗିରି: ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳିବିନିମୟ । ସୁରକ୍ଷାକର୍ମୀ ଗୁଳିରେ ଟଳିଲା ଜଣେ ହାର୍ଡଖୋର ମହିଳା ମାଓନେତ୍ରୀ । ତାଙ୍କ ନାମ ୱାଇ.କେ. ପୋକ୍କ । ସେ ପିଏଲଜିଏ ପ୍ଲାଟୁନ ନମ୍ବର ୧୬ର ସଦସ୍ୟ ଥିଲେ । ମୃତ ମହିଳା ମାଓବାଦୀଙ୍କ ନାଁରେ ଥିଲା ୨ ଲକ୍ଷ ଟଙ୍କାର…

କୋଭିଡ ସଂକ୍ରମିତ ନକ୍ସଲ୍ ମୃତ, ନାଟକୀୟ ଢଙ୍ଗରେ ୩ ଗିରଫ

ମାଲକାନଗିରି: ଏବେ ଯବାନଙ୍କ ଗୁଳିମାଡକୁ ଭୟ କରୁନାହାଁନ୍ତି ମାଓବାଦୀ । କାହିଁକି ନା ସେମାନଙ୍କୁ ଗୁଳିମାଡ ନୁହେଁ ବରଂ କରୋନା ଭାଇରସ୍ କରୁଛି ଏନ୍‌କାଉଣ୍ଟର । ସତ ପ୍ରମାଣିତ ହେଲା ଓଡିଶା ଓ ଛତିଶଗଡ ରାଜ୍ୟ ପୋଲିସର ସୂଚନା । ମାଓ କ୍ୟାମ୍ପରେ ଆତଙ୍କ ଖେଳାଇଛି କରୋନା ସଂକ୍ରମଣ । ଆଜି…

ଚିତ୍ରକୋଣ୍ଡା ସିଲେରୁ ଡଙ୍ଗାବୁଡିରେ ୬ ମୃତ, ୨ ନିଖୋଜ

ମାଲକାନଗିରି: ଚିତ୍ରକୋଣ୍ଡା ସିଲେରୁ ନଦୀ ଡଙ୍ଗାବୁଡି ମାମଲା । ସକାଳୁ ଜାରି ରହିଥିଲା ଉଦ୍ଧାର କାର୍ଯ୍ୟ । ତାଜା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୬ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲାବେଳେ ନିଖୋଜ ଅଛନ୍ତି ଦୁଇଜଣ । ମୃତକଙ୍କ ମଧ୍ୟରେ ୫ଜଣ ଶିଶୁ ଓ ଜଣେ ମହିଳା ଥିବା ଜଣାପଡିଛି ।…

ସିଲେରୁ ନଦୀରେ ଡଙ୍ଗା ବୁଡି: ଜଣେ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି:ମାଲକାନଗିରି ଆନ୍ଧ୍ର ସିମାନ୍ତ ସିଲେରୁ ନଦୀରେ ଡଙ୍ଗା ବୁଡି । ଚିତ୍ରକୋଣ୍ଡା ବ୍ଳକ୍ ଅନ୍ତର୍ଗତ କନ୍ଧଗୁଡ଼ା ଘାଟରେ ଦୁଇଟି ଦେଶୀ ଡ଼ଙ୍ଗା ବୁଡ଼ି ସାତ ଜଣ ନିଖୋଜ, ଜଣେ ମୃତ, ତିନି ଉଦ୍ଧାର l ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗ୍ରାମର ୧୧ ଜଣ…

ନଦୀରେ ବୁଡ଼ିଲା ଡଙ୍ଗା: ୭ ଜଣ ନିଖୋଜ, ଜଣେ ମୃତ

ମାଲକାନଗିରି: ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ସିଲେରୁ ନଦୀରେ ବୁଡ଼ିଲା ଡଙ୍କା । ସାତ ଜଣ ଯାତ୍ରୀ ନିଖୋଜ ଅଛନ୍ତି । ତିନି ଜଣଙ୍କୁ ଉଦ୍ଧାର କରାଯାଇଛି । ତାସହ ଜଣଙ୍କର ଉଦ୍ଧାର ହୋଇଛି ମୃତଦେହ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ୍ ଅନ୍ତର୍ଗତ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ି ଯାଇଛି…

ଆସିନି ବାତ୍ୟା, ଝଡବର୍ଷା ଭାଙ୍ଗିଦେଲା ଘର ଦୁଆର

ମାଲକାନଗିରି: ବାତ୍ୟା ୟସ୍ ପାଇଁ ଉପକୂଳବର୍ତ୍ତି ଜିଲ୍ଲାଗୁଡିକ ସଜାଗ ଥିବାବେଳେ ମାଲାକନଗିରି ଜିଲ୍ଲାରେ ଘୁର୍ଣ୍ଣିଝଡ ସହ ପ୍ରବଳ ବର୍ଷାରେ ବ୍ୟପକ କ୍ଷୟକ୍ଷତି ହୋଇଛି । ପଡିଆ ବ୍ଲକରେ ପ୍ରବଳ ବର୍ଷା ଓ ଝଡରେ ୩୦ରୁ ଅଧିକ ଲୋକଙ୍କ ଘର ଭାଙ୍ଗିଥିବାବେଳେ ଟିଣ ଘରର ଛପର ଉଡିଯାଇଛି । ରାସ୍ତାରେ…

କେତେଦିନ ଚାଲିବ ଲାଲ୍ ସେନାର ଆତଙ୍କରାଜ ?

ମାଲକାନଗିରି: ରକ୍ତମୁଖା ଲାଲ୍ ସେନାର ଭିତ୍ତିହୀନ ଆନ୍ଦୋଳନ । ପ୍ରତିଦିନ ସରକାରୀ ସମ୍ପତ୍ତି ଧ୍ୱଂସ କରି ନିଜ ଲକ୍ଷ୍ୟହୀନ ଆନ୍ଦୋଳନର ଦ୍ୱାହି ଦେଉଛି । ପୁଣିଥରେ ଛତିଶଗଡ ବିଜାପୁର ଜିଲ୍ଲାରେ ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି । ସୂଚନା ଅନୁଯାୟୀ ଉନ୍ନୟନ ମୂଳକ କାମକୁ ବିରୋଧ କରି ବିଜାପୁର…

ଛତିଶଗଡରେ ମାଓବାଦୀ ଓ ଯବାନ ମୁହାଁମୁହିଁ, ଜଣେ ନକ୍ସଲ ନିହତ

ମାଲକାନଗିରି: ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ଗୁଳିରେ ନିହତ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ । ଘଟଣାସ୍ଥଳର ଦୁଇଟି ଦେଶୀ ବନ୍ଧୁକ ସହ ଲ୍ୟାଣ୍ଡମାଇନ୍ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କିରଣ୍ଡୁଲ ଥାନା ଅନ୍ତର୍ଗତ…

ବାଇକରେ ବୁହା ହେଲା ମୃତ ଦେହ

ଖୈରପୁଟ :ପୁଣି ମୃତ ଦେହକୁ ଅସମ୍ମାନ । ମେଡିକାଲରୁ ମିଳିଲାନି ଗାଡ଼ି । ଶେଷରେ ବାଇକରେ  ବୁହା ହେଇ ଆସିଲା ମୃତ ଦେହ । ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଗ୍ରାମର ଶୁକ୍ରା ଶିଶା । କାମ କରୁଥିବା ବେଳେ ହଠାତ୍ ତାଙ୍କର ହୃଦଘାତ ହୋଇଯାଇଥିଲା । ଯନ୍ତ୍ରଣାରେ ଛଟପଟ…

ମହଙ୍ଗା ପଡ଼ିଲା ଲାଞ୍ଚ

ମାଲକାନିଗିରି:ଫସିଗଲେ ଡାକ୍ତର ବାବୁ । ମହଙ୍ଗା ପଡ଼ିଲା ଲାଞ୍ଚ । ମାଲକାନିଗିରି ସରକାରୀ ଡାକ୍ତରଖାନାରେ ଲାଞ୍ଚ ମାଗି ହଟ ହଟା ହୋଇଛନ୍ତି ଡ଼ାକ୍ତର ଆଉ କର୍ମଚାରୀ । ରୋଗୀଙ୍କୁ ଲାଞ୍ଚ ମାଗିବା ଘଟଣା ପ୍ରସାରଣ ପରେ ନିଆଯାଇଛି କାର୍ଯ୍ୟନୁଷ୍ଠାନ। ଚାକିରୀରୁ ନିଲମ୍ବିତ ହୋଇଛନ୍ତି ଦୁଇ ଜଣ…