Latest Odisha News

BREAKING NEWS

Browsing Category

ମାଲକାନଗିରି

Malkangiri

ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାକୁ ମିଛ କହିଲେ ଏସଡିପିଓ

ମାଲକାନଗିରି : ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ଆଜି ମୁହଁ ଖୋଲିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ୍ । ସେ କହିଛନ୍ତି ଏହି ଘଟଣାରେ ପ୍ରାଥମିକ ତଦନ୍ତ କରାଯାଇଛି । ଆଉ ଏହି ଅଭିଯୋଗ ଅମୂଳକ ବୋଲି ଜଣାପଡିଛି । ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଉଲ୍ଲଂଘନ…

ମାଲକାନଗିରିରୁ ହନୁମାନ ପଇସା ରାକେଟର ପର୍ଦ୍ଦାଫାସ, ୩ ଗିରଫ

ମାଲକାନଗିରି: ହନୁମାନ ପଇସା ରାକେଟ୍‌ର ପର୍ଦ୍ଦାଫାସ୍‌ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଗିରଫ ହୋଇଛନ୍ତି ୩ ଜଣ । ଚିତ୍ରକୋଣ୍ଡା ବଜାରରେ ଜଣଙ୍କ ଘରେ ଚଢ଼ାଉ ବେଳେ ବିପୁଳ ପରିମାଣର ହନୁମାନ ପଇସା, ରତ୍ନ ପଥର, ହରିଣ ଛାଲ ଓ ଡବଲ ବ୍ୟାରେଲ ବନ୍ଧୁକ ଜବତ କରିଛି ଚିତ୍ରତକୋଣ୍ଡା ଥାନା…

ଆତ୍ମସମର୍ପଣ କରିଥିବା ବଡ଼ଭାଇକୁ ମାଓବାଦୀଙ୍କୁ ସୁପାରୀ ଦେଇ ହତ୍ୟା କଲା ସାନଭାଇ

ମାଲକାନଗିରି: ମାଓ ସଂଗଠନ ମୋହ ଛାଡ଼ି ପାରିଲେନି । ଶେଷରେ ଆତ୍ମସମର୍ପଣ କରିଥିବା ବଡ଼ଭାଇକୁ ମାଓବାଦୀଙ୍କୁ ସୁପାରୀ ଦେଇ ହତ୍ୟା କରିଛି ସାନଭାଇ । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ । ସାନଭାଇ ଓ ହତ୍ୟାକାଣ୍ଡରେ ସାମିଲ…

ଓଡିଶା ସୀମାନ୍ତରେ ମାଓବାଦୀ ଯବାନ ଗୁଳି ବିନିମୟ:ଏକ ଲକ୍ଷ ଟଙ୍କା ପୁରସ୍କାର ଥିବା କ୍ୟାଡର ମାଓବାଦୀ ନିହତ, ବନ୍ଧୁକ ସହ…

ମାଲକାନଗିରି:ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ଦାନ୍ତେଓ୍ୱାଡା ଜିଲ୍ଲା କଟେକଲ୍ୟାଣ ଥାନା ଅଞ୍ଚଳରେ ମାଓବାଦୀ ଯବାନଙ୍କ ମଧ୍ୟରେ ଗୁଳି ବିନମୟ ଘଟିଛି । ଏଥିରେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିବା ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ପୁଲିସ ସୂଚନା ଦେଇଛି । ଏହି ଅଞ୍ଚଳରୁ…

ବରିଷ୍ଠ କିରାଣୀଙ୍କୁ ଚାକିରିରୁ ବହିଷ୍କୃତ କଲେ ଜିଲ୍ଲାପାଳ 

ମାଲକାନଗିରି: ବରିଷ୍ଠ କିରାଣୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଜିଲ୍ଲା ମଙ୍ଗଳ ବିଭାଗରେ ଗତ ୧୯୯୬ ମସିହାରେ ଜାଲ ଜାତିଗତ ପ୍ରମାଣ ପତ୍ର ଦାଖଲ କରି କିରାଣୀ ପରେ ପ୍ରମୋଶନ ପାଇ ବରିଷ୍ଠ କିରାଣୀ ଭାବେ ନିଯୁକ୍ତି ପାଇଥିବା ଲକ୍ଷ୍ନୀପ୍ରିୟା ବେହେରାଙ୍କୁ…

ମାଲକାନଗିରି ମାଡକାପଦର ଜଙ୍ଗଲରେ ଏନକାଉଣ୍ଟର, ସୁରକ୍ଷାକର୍ମୀ ଗୁଳିରେ ଜଣେ ନକ୍ସଲ ନିହତ

ମାଲକାନଗିରି: ମାଡ଼କାପଦର ଅଞ୍ଚଳରେ ଏନକାଉଣ୍ଟରେ । ଏସଓଜି-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛି । ମୁଦୁଲିପଡ଼ା ଥାନା ମାଡ଼କାପଦର ପଞ୍ଚାୟତ ନୁନ୍‌ଖାରିରେ ହୋଇଛି ଏହି ଗୁଳି ବିନମୟ । ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ଏସଓଜି…

ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗ ବରିଷ୍ଠ କିରାଣି ଚାକିରିରୁ ବହିଷ୍କୃତ, ଦେଇଥିଲେ ଜାଲ୍ ଜାତିଗତ ପ୍ରମାଣପତ୍ର

ମାଲକାନଗିରି: ମହଙ୍ଗା ପଡ଼ିଲା ଜାଲିଆତି କରି ଜାତି ପ୍ରମାଣପତ୍ର ଦେବା । ଜାଲ୍ ପ୍ରମାଣପତ୍ର ଦେଇଥିବା ଅଭିଯୋଗରେ ଗଲା ଚାକିରି । ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗର ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଜିଲ୍ଲାପାଳ । ସେ ଜାଲିଆତି କରି ଜାତି…

ବନ୍ଧୁକ ଛଡାଇ ସହଯୋଗୀଙ୍କୁ ଗୁଳି କଲେ ଯବାନ, ନିଜକୁ ଗୁଳି ମାରି ଗୁରୁତର

ମାଲକାନଗିରି: ଯବାନଙ୍କ ଉନ୍ମତକାଣ୍ଡ । ସହଯୋଗୀଙ୍କଠାରୁ ବନ୍ଧୁକ ଛଡାଇ ଆଣି ଦୁଇ ଜଣଙ୍କୁ ଗୁଳି କରି ନିଜକୁ ଗୁଳି ମାରି ଗୁରୁତର ହୋଇଛନ୍ତି ଯବାନ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରେ । ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ…

କରୋନା କଟକଣା ଭିତରେ ଲାଲଗଡ଼ରେ ଉଡିଲା ତ୍ରିରଙ୍ଗା

ଭୁବନେଶ୍ବର : ଲାଲଗଡ଼ରେ ଉଡିଲା ତ୍ରିରଙ୍ଗା । କୋଭିଡ କଟକଣା ଭିତରେ ମାଲକାନଗିରି ଜିଲ୍ଲାରେ ପାଳିତ ହୋଇଛି ୭୨ ତମ ସାଧାରଣତନ୍ତ୍ର ଦିବସ । ମନ୍ତ୍ରୀ ତୁଷାରକାନ୍ତି ବେହେରା ଜିଲ୍ଲାସ୍ତରୀୟ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ…

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ 

ମାଲକାନଗିରି : ଆଜି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ମାଓବାଦୀ । ମହିଳା ମାଓବାଦୀଙ୍କ ନାଁରେ ବହୁ ମାମଲା ଥିବା ସୂଚନା ମିଳିଛି ।  ଲାଛି ଖରା ନାମକ ଏହି ମହିଳା ମାଓବାଦୀ କିଛି ବର୍ଷ ଧରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଜଣେ ସକ୍ରିୟ ସଦସ୍ୟ ଭାବେ…