Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

ଗାଁକୁ ବିଦ୍ୟୁତ ସଂଯୋଗ ଦାବିରେ ରାସ୍ତାରେ ବସିଲେ ଗାଁ ଲୋକେ

ମୟୁରଭଞ୍ଜ: ଗାଁକୁ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ଗ୍ରାମବାସୀ କଲେ ରାସ୍ତା ଅବରୋଧ । ଆଜିବି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସାଗର ସାହି ଗାଁକୁ ମିଳିନି ବିଦ୍ୟୁତ ସଂଯୋଗ । ଦୀର୍ଘ ଦିନ ହେଲା ଗାଁକୁ ଖୁଣ୍ଟି ପଡ଼ିଛି । ହେଲେ ଆଜିଯାଏଁ ବିଦ୍ୟୁତ ସଂଯୋଗ ମିଳିପାରିନାହିଁ । ହେଲେ ବିଡ଼ମ୍ବନାର…

ବାରିପଦାରେ ରାଜ୍ୟର ପ୍ରଥମ କରି ପ୍ରତିଷ୍ଠା ହେଲା ରେଳ ଐତିହ୍ୟ ସଂଗ୍ରହାଳୟ

ମୟୁରଭଞ୍ଜ: ଦୀର୍ଘଦିନ ପରେ ପୂରଣ ହୋଇଛି ମୟୁରଭଞ୍ଜବାସୀଙ୍କ ସ୍ୱପ୍ନ । ବାରିପଦାରେ ରାଜ୍ୟର ପ୍ରଥମ କରି ପ୍ରତିଷ୍ଠା ହୋଇଛି ରେଳ ଐତିହ୍ୟ ସଂଗ୍ରହାଳୟ । ବାରିପଦା ରେଳ ଷ୍ଟେସନଠାରେ ଏହି ରେଳ ଐତିହ୍ୟ ସଂଗ୍ରହାଳୟକୁ ଲୋକାର୍ପିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡ଼ୁ ।…

ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଲା ଶିମିଳିପାଳ

ମୟୁରଭଞ୍ଜ: ଗତ ୧ତାରିଖରୁ ଖୋଲିଥିବା ଶିମିଳିପାଳକୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଘନ କୁହୁଡ଼ି ହେଉଛି। ବର୍ଷା ସମୟରେ ଶିମିଳିପାଳ ଭିତରକୁ ଯିବା ବିପଦପୂର୍ଣ୍ଣ। ଏନେଇ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିପରି ଘୋଷଣା…

ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବାରିପଦା: ବଢ଼ୁଛି ଛାତ୍ର ଅଶାନ୍ତି। ବାରିପଦାର ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ୍ ଅଶାନ୍ତ ଥିବା ଦେଖିବାକୁ ମିଳିଛି। ୧୦ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ। କରୋନା ମହାମାରୀ ସମୟରେ ସମସ୍ତଙ୍କ ଆର୍ଥିକ…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ୍

ବାରିପଦା: ତେଲ ପକାଇବା ବାହାନାରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍ । ମୟୂରଭଞ୍ ଜିଲ୍ଲା ବୈଶିଙ୍ଗା ଥାନା ମାଣତ୍ରୀ ପେଟ୍ରୋଲ ପମ୍ପରୁ ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି । କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୪୦ ହଜାରରୁ ଅଧିକ ଟଙ୍କା ଧରି ଛୁ ମାରିଛନ୍ତି ଦୁଇ ଜଣ ଦୁର୍ବୃତ୍ତ ।…

ଅନ୍ଧାରରେ ଗାଁ.. ..

ଗୋପବନ୍ଧୁନଗର: ଅନ୍ଧାରରେ ରହିଛନ୍ତି ଗାଁର ଲୋକେ । ଦୁଇ ମାସରୁ ଅଧିକ ଦିନ ହେଲା ଡିବିରି ଆଲୁଅ ପାଲଟିଛଇ ଆଶା ଭରସା । ଏହିି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକ ଅନନ୍ତସାହିରେ । ଦୁଇ ମାସ ପୂର୍ବେ ଗାଁକୁ ବିଦ୍ୟୁତ ଯୋଗାଉଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି…

ମୟୁରଭଞ୍ଜ ବିଜୁ ମହିଳା ଜନତା ଦଳର ବିକ୍ଷୋଭ

ମୟୁରଭଞ୍ଜ: ଅହେତୁକ ଦରବୃଦ୍ଧି ପ୍ରତିବାଦରେ ମୟୁରଭଞ୍ଜ ବିଜୁ ମହିଳା ଜନତା ଦଳର ବିକ୍ଷୋଭ। ରନ୍ଧନ ଗ୍ୟାସ, ଖାଇବା ତେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ସାରା ରାଜ୍ୟରେ ପ୍ରତିବାଦ କରାଯାଉଛି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାଠ, ଚୁଲିରେ ଭାତ ରୋଷେଇ କରି…

କକାକୁ ହାଣିଲା ପୁତୁରା, ଖୁଡ଼ି ଗୁରୁତର

ବାରିପଦା: ଘରୋଇ କଳହର ଭୟଙ୍କର ପରିଣତି । ପୁତୁରାର ଟାଙ୍ଗିଆ ଚୋଟରେ ଗଲା କକାର ଜୀବନ । ଆକ୍ରମଣରେ ଖୁଡି ଗୁରୁତର ହୋଇଛନ୍ତି । ଏଭଳି ଲୋମହର୍ଷକ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଲାମୁଣ୍ଡା କଟା ପଞ୍ଚାୟତରେ । ଗତକାଲି ମଧ୍ୟରାତ୍ରିରେ କୌଣସି କଥାକୁ…

୧୧ ଫୁଟର ଅଜଗର ଉଦ୍ଧାର

ମୟୂରଭଞ୍ଜ : ଉଦ୍ଧାର ହେଲା ବିରାଟକାୟ ଅଜଗର।୧୧ ଫୁଟ ଲମ୍ବର ଅଜଗର ସାପକୁ  ବାଙ୍ଗିରିପୋଷୀ ବନ ବିଭାଗ ଉଦ୍ଧାର କରିଛି । ସାପଟିର ଓଜନ ପ୍ରାୟ ୧୪ କେଜି ୫ଶହ ଗ୍ରାମ ହେବ ବୋଲି ବନ ବିଭାଗ କହିଛି । ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ବଣକାଟି ପଞ୍ଚାୟତର କଣ୍ଟପାଳ ଗାଁର ଏକ ଧାନ ବିଲରୁ ସାପଟିକୁ…

‘ସ୍ୱାସ୍ଥ୍ୟସେବାରେ ଓଡ଼ିଶାର ନୂଆ ବିପ୍ଲବ’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ । ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ମୟୁରଭଞ୍ଜ ସହିଦ ସ୍ମୃତି ଭବନରେ ପହଞ୍ଚି ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ…