Latest Odisha News
Browsing Category

ନବରଙ୍ଗପୁର

Nabarangpur

ପ୍ଲାଷ୍ଟିକ ଟବରେ ପଡ଼ି ଅକାଳରେ ଚାଲିଗଲା ନିରୀହ ଶିଶୁର ଜୀବନ

ନବରଙ୍ଗପୁର: ପ୍ଲାଷ୍ଟିକ ଟବରେ ପଡ଼ି ଅକାଳରେ ଚାଲିଗଲା କଅଁଳ ଶିଶୁର ଜୀବନ। ନବରଙ୍ଗପୁର ବଡଡାଇଭଟ୍ଟା ଗାଁ ରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ୯ ମାସର ନିଷ୍ପାପ ଶିଶୁ ପୁତ୍ର ପାଣି ଟବରେ ବୁଡି ମୃତ୍ୟୁ ବରଣ କରିଛି । ଛୁଆର ବାପା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି । ଘରେ ଛଅ…

ହାତୀଗାଁରେ ହାତୀ ଆତଙ୍କ

ନବରଙ୍ଗପୁର: ହାତୀଗାଁରେ ପଶିଲେ ହାତୀ । ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ଦେଖିବାକୁ ମିଳିଛି ହାତୀ ପଲ । ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ସମ୍ବଲପୁର ନିକଟ ହାତୀ ଗାଁ ସଂରକ୍ଷିତ ଜଙ୍ଗଲରେ ହାତୀପଲ ଓଡ଼ିଶା ଜଙ୍ଗଲ ଦେଇ ହାତୀଗାଁ ଭିତରକୁ ପଶି ଆସିଥିଲେ l ଗତକାଲି ରାତିରୁ ଛତିଶଗଡ଼ ଗରିଆବନ୍ଧର…

ନକଲି ସୁନା ଇଟା କାରବାରରେ ୬ ଗିରଫ

ନବରଙ୍ଗପୁର : ନବରଙ୍ଗପୁରରେ ନକଲି ସୁନା ଇଟା କାରବାରରେ ୬ ଗିରଫ । ୪ କିଲୋ ୫୦୦ ଗ୍ରାମ ନକଲି ସୁନା ଇଟା ଜବତ କରିଛି ପୋଲିସ ।ଏଥିସହ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ କାର,୫ଟି ମୋବାଇଲ ଫୋନ,୫ ଟି ଏଟିଏମ କାର୍ଡ ,ଡ୍ରାଇଭିଂ ଲାଇସେନ୍ସ ଏବଂ ନଗଦ ୯୫୦ ଟଙ୍କା ପୋଲିସ ଜବତ କରିଛି । ନବରଙ୍ଗପୁର…

ଉମରକୋଟରେ ବିଦ୍ୟୁତ ଆଘାତରେ ଚାଲିଗଲା ଯବାନଙ୍କ ଜୀବନ

ଉମରକୋଟ : ବିଦ୍ୟୁତ ଆଘାତରେ ଅକାଳରେ ଚାଲିଗଲା କାର୍ଯ୍ୟରତ ଯବାନଙ୍କ ଜୀବନ। ଆଉ ଜଣେ ଯବାନ ଗୁରୁତର ହୋଇ ରାଇଘର ହସ୍ପିଟାଲରେ ଭର୍ତି ହେଉଛନ୍ତି । ନବରଙ୍ଗପୁର ଜିଲ୍ଲା ରାଇଘର କୋଦାଭଟା ସ୍ଥିତ ପୋଲିସ କ୍ୟାମ୍ପରେ ଏହି ଅଘଟଣ ଘଟିଛି। ଇସାକ ହରିଜନ ନାମକ ଜଣେ ପୋଲିସ ଯବାନ ଆଜି ସକାଳେ ଫୋନରେ…

UPSC ପରୀକ୍ଷାଫଳ: ବାଜି ମାରିଲେ ନବରଙ୍ଗପୁରର ଡାକ୍ତର

ଭୁବନେଶ୍ୱର: ୨୦୨୦ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ବାଜି ମାରିଛନ୍ତି ଓଡ଼ିଆ ଡାକ୍ତର ରୀନା ପ୍ରଧାନ । ନବରଙ୍ଗପୁର ସାନମୋସିଗାମ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଆସିଷ୍ଟାଣ୍ଟ ସର୍ଜନ ଭାବରେ କାର୍ୟ୍ୟରତ ଅଛନ୍ତି । ସର୍ବଭାରତୀୟ ସ୍ତରରେ ତାଙ୍କର ରାଙ୍କ ରହିଛି ୧୯୪ ।…

ବାଘ ଚମଡ଼ା ଜବତ, ବେପାରୀ ଫେରାର

ନବରଙ୍ଗପୁର: ବାଘ ଚମଡ଼ା ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ ଟିମ୍ । ନବରଙ୍ଗପୁର ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍ ରାଇଘର ଅଞ୍ଚଳରୁ ଗୋଟିଏ ବାଘ ଚମଡ଼ା ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ରାଇଘର ବନାଞ୍ଚଳ ଅଧିକାରୀ ସୁକୁମାର…

୨୦ ହଜାର ଲାଞ୍ଚ ନେଇ ଧରା ପଡିଲେ ଆକାଉଣ୍ଟାଣ୍ଟ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଆକାଉଟାଣ୍ଟ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ । ସେ ହେଉଛନ୍ତି ନବରଙ୍ଗପୁର ଆରଡବ୍ଲୁଏସଏସ ଅଫିସର ଆକାଉଣ୍ଟାଣ୍ଟ ସୁମିତ କୁମାର। ଏକ କାମର ଏଗ୍ରିମେଣ୍ଟ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ…

ସହିଦ ସପ୍ତାହ, ପୋଷ୍ଟର ଲଗାଇବାରେ ମାତିଛନ୍ତି ମାଓବାଦୀ

ନବରଙ୍ଗପୁର: ସୁଯୋଗ ମିଳିବା ମାତ୍ରେ ନିଜ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛି ଲାଲ ବାହିନୀ । ଜୁଲାଇ ୨୮’ ତାରିଖଠୁ ଅଗଷ୍ଟ ୩’ ଯାଏଁ ସହିଦ ସପ୍ତାହ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଏହି ଅଣସ୍ୱୀକୃତୀପ୍ରାପ୍ତ ଦିବସ ପାଳନ କରିବାକୁ ମାଓ ପ୍ରବଣ ଇଲାକରେ ଲୁଚିଛପି ଲୋକଙ୍କୁ…

ଘର ଭିତରୁ ଉଦ୍ଧାର ହେଲା ଭାଲୁ

ଝରିଗାଁ  : ଘର ଭିତରୁ ଉଦ୍ଧାର ହେଲା ଭାଲୁ ।  ୩ ଘଣ୍ଟାର କସରତ ପରେ ଉଦ୍ଧାର କଲା ବନ ବିଭାଗ । ନବରଙ୍ଗପୁର ୱାଇଲଡ୍ ଲାଇଫ୍ ଟିମର ଅପରେସନ୍ ଦ୍ୱାରା ଭାଲୁକୁ ଉଦ୍ଧାର କରାଯାଇଛି । ନବରଙ୍ଗପୁର ଝରିଗାଁ ଥାନା ରଣୀଚଛରା ଗାଁର ଜଗି ସାନ୍ତାଙ୍କ ଘର ଭିତରକୁ ଏକ ଭାଲୁ ପଶିଆସିଥିଲା । ସେହି ସମୟରେ ଘର…

ମହଙ୍ଗା ପଡିଲା କୂଅ ସଫା କରିବା, ୨ ମୃତ ଜଣେ ଗୁରୁତର

ନବରଙ୍ଗପୁର: ରାଇଘର ବ୍ଲକ ଅନ୍ତର୍ଗତ ସୋନାରପାରା ଗାଁରେ ଅଭାବନୀୟ ଘଟଣା । କୁଅ ସଫା କରିବାକୁ ଯାଇ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାଜୁ କେଉଟ ନାମକ ଜଣେ ବ୍ୟକ୍ତି ଗାଁରେ…