Latest Odisha News
Browsing Category

ନବରଙ୍ଗପୁର

Nabarangpur

ଇଏ ବି ଜଣେ ଗୁରୁ! ସମସ୍ତ ଦୁଃଖକୁ ଛାତିରେ ଚାପି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ ଶିକ୍ଷୟତ୍ରୀ ରଶ୍ମିତା

ନବରଙ୍ଗପୁର: ମା’ ବାପାଙ୍କ ପରେ ଗୁରୁ ହିଁ ସାଜନ୍ତି ଆମର ମାର୍ଗଦର୍ଶକ । ଆମକୁ ଶିକ୍ଷା ଦିଅନ୍ତି, ମାର୍ଜିତ କରନ୍ତି, ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ମଧ୍ୟ ରଖନ୍ତି । ଏହାଦ୍ୱାରା ଶିଷ୍ୟ ଦିନେ ସଫଳତା ପାଏ ଓ ଆଗକୁ ବଢ଼େ । କିନ୍ତୁ ସମାଜରେ ଏମିତି କିଛି ଗୁରୁ ଅଛନ୍ତି…

ସରକାରୀ ଆବାସ ଯୋଜନାର ବିକଳ ଚିତ୍ର : ପଲିଥିନ ତଳେ ୧୪୦ ପରିବାର

ନବରଙ୍ଗପୁର: ସରକାରୀ ଆବାସ ଯୋଜନାର ବିକଳ ଚିତ୍ର । ପଲିଥିନ ତଳେ ଜୀବନ ବିତାଉଛନ୍ତି ୧୪୦ ପରିବାର । ୨୫ ବର୍ଷତଳେ ସରକାରୀ ଯୋଜନାରେ ମିଳିଥିବା ଇନ୍ଦିରାଆବାସ ଘର ଯାହା ଦିନେ ବସ୍ତିବାସିନ୍ଦାଙ୍କ ପାଇଁ ବରଦାନ ସଦୃଶ୍ୟ ଥିଲା ତାହା ଆଜି ପାଲଟିଯାଇଛି ଅଭିଶାପ। ଏ ହେଉଛି ନବରଙ୍ଗପୁର ଜିଲ୍ଲା…

ଶବ ସତ୍କାର କରିବାକୁ ଯାଇ ଶ୍ମଶାନରେ ନିଜେ ପାଲଟି ଗଲେ ଶବ

ନବରଙ୍ଗପୁର: ମୃତ୍ୟୁ ଯେ କାହା ଭାଗ୍ୟରେ କେତେବେଳେ ଆସେ ତାହା କହିବା ମୁସ୍କିଲ । ଶ୍ମଶାନକୁ ଯାଇଥିଲେ ଶବ ସତ୍କାର ପାଇଁ କିନ୍ତୁ ନିଜେ ପାଲଟିଗଲେ ଶବ । ଏକଥା ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ହିଁ ସତ୍ୟ । ଶବ ସତ୍କାର କରିବାକୁ ଯାଇଥିବା ସମୟରେ ଜଣେ ବ୍ୟକ୍ତି…

ନବରଙ୍ଗପୁର ଏକବାରି ଜଙ୍ଗଲରେ ଯବାନ-ନକ୍ସଲ ଗୁଳି ବିନିମୟ: ଜଣେ ନକ୍ସଲ ମୃତ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ବୋରାଇ ଥାନା ଅଞ୍ଚଳରେ ଥିବା ଏକବାରି ଜଙ୍ଗଲରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି  । ଯବାନଙ୍କ ଗୁଳିରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ଜଣାପଡିଛି  । ଘଟଣା ଘଟିବା ପରେ  ବୋରେଇ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ…

ଦ୍ୱିତୀୟ ଗରିବ ଜିଲ୍ଲା ରାୟଗଡ଼ା: ନିତି ଆୟୋଗ ରିପୋର୍ଟ

ରାୟଗଡା: ଏଠି ସରକାରଙ୍କ ଯୋଜାନରେ ମେଣ୍ଟୁନି ପେଟର ଭୋକ, ରାୟଗଡା ଭଳି ମାଳଭୂଇଁରୁ ଶୁଣାଯାଉଛି ହା-ଅର୍ଣ୍ଣର ଚିତ୍କାର । ଦାରିଦ୍ର ଦୂର କରିବା ପାଇଁ ଯୋଜାନାର ଅଭାବ ନାହିଁ  ତଥାପି ଜିଲ୍ଲାରେ  ଦାରିଦ୍ର‌୍ୟର ହାର ୩୪.୦୩ ପ୍ରତିଶତ ବୋଲି ଚଳିତ ବର୍ଷର  ନିତି ଆୟୋଗର ରିପୋର୍ଟ ସ୍ପଷ୍ଟ କରିଛି ।…

ସ୍ୱାମୀ ଚାଲିଗଲେ…ପୁରୁଷ ଶୁନ୍ୟ ହେଇଗଲା ଘର, ଦୁଃଖ ବୁଝିବ କିଏ?

ନବରଙ୍ଗପୁର: ପୁରୁଷ ଶୂନ୍ୟ ହୋଇଯାଇଛି ସଂସାର । ଦାଦନ ଖଟିବାକୁ ଯାଇ ଚାଲିଗଲା ସ୍ୱାମୀଙ୍କ ଜୀବନ । ସ୍ୱାମୀର ଶେଷ ଦର୍ଶନ ମଧ୍ୟ ଭାଗ୍ୟରେ ନଥିଲା । ପରିସ୍ଥିତି ଏବେ ଏମିତି ଯେ ନା ମୁଣ୍ଡ ଉପରେ ଛାତ ଅଛି ନା ଖାଇବାକୁ ଦିଓଳି ଦିମୁଠା ଭାତ । ପରିବାରର ୬ପ୍ରାଣୀ କୁଟୁମ୍ବକୁ ନେଇ ଦୁଃଖ,…

ଜାତିପ୍ରଥା ସାଜିଲା ବାଧକ: ଅନ୍ୟ ଜାତିରେ ଝିଅ ବାହା ହୋଇଥିବାରୁ ଶବ ଛୁଇଁଲେନି ପଡ଼ୋଶୀ

ନବରଙ୍ଗପୁର: ହଜିଗଲା ମାନବିକତା । ମୃତ ମହିଳାଙ୍କ ଶବକୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ । ମୃତ୍ୟୁ ପରେ ବି ପିଛା ଛାଡ଼ିଲାନି ଜାତିପ୍ରଥା । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପରଜାବାରଙ୍ଗପଦର ପଞ୍ଚାୟତର ଖାତିଗୁଡା ଗାଁରେ । ଝିଅ ଅନ୍ୟ ଜାତିରେ ବିବାହ…

ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଥାଳିରେ ମହଙ୍ଗା ମାଡ଼: ପରିବା ଦର ଆକାଶଛୁଆଁ, ସ୍କୁଲରେ ପିଲା ଖାଇବେ କଣ ?

ନବରଙ୍ଗପୁର: ପରିବା ଦର ଏବେ ଆକାଶ ଛୁଆଁ । ଶହେ ଟଙ୍କା ତଳକୁ ପରିବା ମିଳିବା ପ୍ରାୟ ଅସମ୍ଭବ ହୋଇପଡ଼ିଲାଣି । ଏପରିକି ଅନେକ ପରିବା ଦର ଦୁଇ ଶହ ଟଙ୍କା ଉପରେ ମଧ୍ୟ ବିକ୍ରି ହେଉଛି । ସପ୍ତାହେ ହେବ ପରିବା ଦର ଉପରମୁହାଁ ହୋଇଛି । ଦର ବଢୁଥିବାରୁ ଲୋକେ ବଜାରରୁ କମ୍ ପରିବା କିଣୁଛନ୍ତି । ଗୋଟିଏ…

ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ସହ ଜାତୀୟ ସଙ୍ଗୀତ ଗାଇ ଚର୍ଚ୍ଚାରେ ଯୁବ କଳାକାର

ନବରଙ୍ଗପୁର : ଏ ଆଧୁନିକ ଦୁନିଆରେ ଏବେବି ବଞ୍ଚିଛି ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ଡୁମଡୁମା । ଏହି ଆଦିବାସୀ ଲୋକ ବାଦ୍ୟ ଡୁମଡୁମାରେ ଝୁମୁଛି ନବରଙ୍ଗପୁର  । ଯୁବକଙ୍କ ନିପୁଣ କଳାରେ ପୁଲକୁଛି ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ । ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ଡୁମଡୁମା ବଜାଇ ଜାତୀୟ…

ସ୍ମୃତି ଓ ରକ୍ତ ରଞ୍ଜିତ ଅଧ୍ୟାୟ: ପାପଡ଼ାହାଣ୍ଡି

ଜାଲିଆନାୱାଲାବାଗ ଗଣହତ୍ୟା ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ସବୁଠାରୁ ରକ୍ତ ରଞ୍ଜିତ ଅଧ୍ୟାୟ । ନିରୀହ ମଣିଷ ମାନଙ୍କ ଉପରକୁ ଗୁଳି ଚଳାଇ, ସେମାନଙ୍କୁ ହତ୍ୟା କରି ବ୍ରିଟିଶ ସରକାର ନିଜ ଶାସନ କାଳର ସବୁଠାରୁ ବଡ଼ ପାପ କରିଥିଲା । ସେହିଦିନରୁ ହିଁ ଭାରତୀୟ ଜାତୀୟତା ସଂଗ୍ରାମ ନୂଆ ମୋଡ଼…