Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବନି ଶ୍ରୀମନ୍ଦିରର ନାଁ: ଆଉ ୩ଟି ପରିଚୟ ଉପରେ ଟ୍ରେଡମାର୍କ ମୋହର

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ ପବିତ୍ର ନାମ ତଥା ପରିଚୟଗୁଡ଼ିକୁ ବ୍ୟବସାୟିକ ଅପବ୍ୟବହାରରୁ ରକ୍ଷା କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ଐତିହାସିକ ପଦକ୍ଷେପକୁ ଆଉ ଏକ ବଡ଼ ସଫଳତା ମିଳିଛି। ଶ୍ରୀଜୀଉଙ୍କ ସହ ନିବିଡ଼…

ବେକାର ଯୁବକଙ୍କୁ ମୋହରା କରି ଖୋଲିଥିଲେ ୨୫ ବ୍ୟାଙ୍କ ଆକାଉଣ୍ଟ: ରାଜଧାନୀରେ ମ୍ୟୁଲ୍ ଆକାଉଣ୍ଟ୍ ନେଟୱାର୍କର ପର୍ଦ୍ଦାଫାଶ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଧରଣର ସାଇବର ଠକେଇ ନେଟୱାର୍କ ତଥା 'ମ୍ୟୁଲ୍ ଆକାଉଣ୍ଟ୍' ରାକେଟର ପର୍ଦ୍ଦାଫାଶ କରିଛି ସାଇବର ପୋଲିସ । ସାଇବର ଅପରାଧୀଙ୍କ ଠକେଇ ଟଙ୍କା କାରବାର ପାଇଁ ବେଆଇନ ବ୍ୟାଙ୍କ ଆକାଉଣ୍ଟ (ମ୍ୟୁଲ୍ ଆକାଉଣ୍ଟ) ଯୋଗାଉଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ…

ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ “ଉତ୍କଳା : ଶ୍ରୀ ଗଣେଶ” ଆରମ୍ଭ;୧୬ଜିଲ୍ଲାର ୩୪…

ଭୁବନେଶ୍ୱର:ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟଠାରେ ଆଜି  ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ “ଉତ୍କଳା : ଶ୍ରୀ ଗଣେଶ”ର ଶୁଭାରମ୍ଭ ହୋଇଛି। ଏହି ପ୍ରଦର୍ଶନୀ ଚଳିତ ମାସ ୧୩ ତାରିଖ…

ନିଖୋଜ MKCG ଛାତ୍ର ସାଗର ସାହୁ ମୟୂରଭଞ୍ଜ ତିରିଂରୁ ଉଦ୍ଧାର

ବ୍ରହ୍ମପୁର: MKCG ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷ MBBS ଛାତ୍ର ମୟୂରଭଞ୍ଜ ଜିଲ୍ଲା ତିରିଂରୁ ଉଦ୍ଧାର ହୋଇଛି। ଗତ ୩୧ ତାରିଖରୁ ସେ ନିଖୋଜ ଥିଲେ। ଏହାପରଠାରୁ ପରିବାର ଲୋକେ ଓ ମେଡିକାଲ କ୍ୟାମ୍ପସରେ ଚିନ୍ତାର କାରଣ ପାଲଟିଥିଲା। ଗତ ୩୧ ତାରିଖରୁ ସାଗରକୁ ଖୋଜିବାର ଜାରି ରଖିଥିଲା…

ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର: ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ। ୧୬ ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ଟଙ୍କା ହଡ଼ପ କରିଥିଲେ। ବୃଦ୍ଧବୃଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା ପେନସନ୍ ଟଙ୍କା ହଡ଼ପ ଅଭିଯୋଗରେ ଭୋଗରାଇ ବ୍ଲକର ୩ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ଗିରଫ…

ଶିକ୍ଷକଙ୍କୁ ଲହୁଲୁହାଣ କଲା ଦୁର୍ବୃତ୍ତ: କାଠଫାଳିଆରେ ମୁଣ୍ଡକୁ କଲା ଆକ୍ରମଣ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ବାଲୁକେଶ୍ୱର ହାଇସ୍କୁଲ୍ ଗେଟ୍ ସାମ୍ନାରେ ସହକାରୀ ଶିକ୍ଷକଙ୍କୁ ମାରଣାନ୍ତକ ଆକ୍ରମଣ। କାଠଫାଳିଆରେ ଆକ୍ରମଣରେ ଶିକ୍ଷକ ଭବାନୀ ପ୍ରସାଦ ଦାସ ଗୁରୁତର। ଶିକ୍ଷକଙ୍କୁ ମାରି ଲହୁଲୁହାଣ କଲା। ଆକ୍ରମଣର କାରଣ ଏବେ ବି ଅସ୍ପଷ୍ଟ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିକ୍ଷକ…

ଚଳିତ ଖରିଫ ଋତୁରେ ​ପଞ୍ଜୀକରଣରେ ଓଡ଼ିଶାର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର: ଓଡ଼ିଶାରେ ଚଳିତ ଖରିଫ ଋତୁ (୨୦୨୬-୨୭) ପାଇଁ ଧାନ କିଣାରେ ରେକର୍ଡ ସୃଷ୍ଟି ହୋଇଛି। ୨୧.୪୨ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ହୋଇ ସାରିଥିବା ବେଳେ ଯେଉଁମାନେ ପଞ୍ଜୀକରଣ କରିନଥିଲେ, ସେମାନଙ୍କ ପାଇଁ କାଲି ରାତି ଯାଏଁ ଶେଷ ସୁଯୋଗ ଥିଲା। ହେଲେ ଆଉ ଅବଧି ବଢ଼ିବ ନାହିଁ ବୋଲି କହିଛନ୍ତି…

ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର: କ୍ଷୀର ସଂଗ୍ରହ ମୂଲ୍ୟ ଲିଟର ପିଛା ୨ ଟଙ୍କା ବଢ଼ାଇଲା ଓମ୍‌ଫେଡ୍

ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କ ପାଇଁ ଏକ ବଡ଼ ତଥା ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ରାଜ୍ୟର ଅଗ୍ରଣୀ ତଥା ସର୍ବବୃହତ୍ ସମବାୟ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା 'ଓମ୍‌ଫେଡ୍' ପକ୍ଷରୁ କ୍ଷୀର ସଂଗ୍ରହ ବା କ୍ରୟ ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଘୋଷଣା କରାଯାଇଛି।…

ଦିଲ୍ଲୀ ପିଜି ଟ୍ରାଜେଡି ପରେ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ଭଙ୍ଗାଯିବ ଅସୁରକ୍ଷିତ କୋଠା

ଭୁବନେଶ୍ୱର: ଦିଲ୍ଲୀ PG ଟ୍ରାଜେଡି ପରେ ଭୁବନେଶ୍ୱରରେ କେତେ ସୁରକ୍ଷିତ ବିଭିନ୍ନ ବିଲ୍ଡିଂ । ରାଜଧାନୀ ଭୁବନେଶ୍ୱରରେ ଭଙ୍ଗାଯିବ ଅସୁରକ୍ଷିତ କୋଠା। ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ଅସୁରକ୍ଷିତ ବିଲ୍ଡିଂ ଯାଞ୍ଚ କରିବାକୁ ଗଠନ ହୋଇଛି ସ୍ବତନ୍ତ୍ର…

Snehangini’s husband suspended:ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଚାକିରିରୁ ସସପେଣ୍ଡ;ରାଜନୈତିକ…

ଭୁବନେଶ୍ୱର:ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ସସପେଣ୍ଡ୍‌ କରାଯାଇଛି । ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।…