Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ଡକାୟତି ଘଟଣା: ଧରାପଡିଲା ମୁଖ୍ୟ ଅଭିଯୁକ୍ତ

ସମ୍ବଲପୁର: ଧରାପଡିଲା ସମ୍ବଲପୁର ବୁଢ଼ାରଜା ସ୍ଥିତ ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି କରିଥିବା ମୁଖ୍ୟ ଅଭିଯୁକ୍ତ । ସମ୍ବଲପୁର ପୋଲିସ ଗୌହ୍ବାଟୀରୁ ମୁଖ୍ୟ ଅଭିଯୁକ୍ତ ଉତ୍ତମ ପାଶ୍ବୱାନକୁ ଗରିଫ କରିଛି । ତାର ଘର ବିହାର ହାଜିପୁରରେ ବୋଲି ଜଣାପଡିଛି । ତାକୁ ୭ଦିନିଆ…

ଆଦିବାସୀ ମହିଳାଙ୍କ ରଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନିନ୍ଦା କଲା ବିଜେଡି

ବାରିପଦା: ଆଦିବାସୀ ମହିଳାଙ୍କ ରଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ବୁଧବାର ଦିନ ନିନ୍ଦା କରିଛି ବିଜୁ ଜନତା ଦଳ (ବିଜେଡି)। ବାରିପଦାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଏବଂ ମୟୂରଭଞ୍ଜ ଜିଲ୍ଲା ପରିଷଦ…

ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍; ବାହାରୁଛି ପୁଳା ପୁଳା ଟଙ୍କା

ମାଲକାନଗିରି: ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଶାନ୍ତନୁ ମହାପାତ୍ରଙ୍କ ଘର ସମେତ ୮ଟି ସ୍ଥନାରେ ଉପରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଏହା ବ୍ୟତୀତ ଉକ୍ତ ପ୍ରକଳ୍ପର ଅନ୍ୟ ୩ କର୍ମଚାରୀ ଅମୀୟ…

ହଟିଲା ଦ୍ବନ୍ଦ୍ବ: ଅନେକ ବିବାଦ ପରେ ମଧ୍ୟ ରିଲିଜ ହେବ ଫିଲ୍ମ ‘ସନାତନୀ’

କଟକ: ହଟିଲା ଦ୍ବନ୍ଦ୍ବ । ରିଲିଜ ହେବ ଓଡ଼ିଆ ଫିଲ୍ମ 'ସନାତନୀ' । ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଆବେଦନ ହୋଇଥିବା ବେଳେ ରୋକ୍ ଲଗାଇଲେନି ହାଇକୋର୍ଟ । କିନ୍ତୁ ଅପ୍ରୀତିକର ସ୍ଥିତି ସୃଷ୍ଟି ହେଲେ ସତର୍କ ରହିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ ।…

ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ବୁଡିଗଲେ ୨ ଛାତ୍ର

ଭୁବନେଶ୍ବର: କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ବୁଧବାର ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାରରେ ନିକଟରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ଜୀବନ ଚାଲିଯାଇଛି । ୨ ମୃତକ ହେଲେ ଭୁବନେଶ୍ୱର ୟୁନିଟ ୬…

ଏଣିକି ସମସ୍ତ ଜିଲ୍ଲା ବୁଲି ଆହାର ଖାଇବେ ଆଇଏଏସ୍ ଅଫିସର, ସଚିବମାନଙ୍କୁ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର: ଏଣିକି ସମସ୍ତ ଜିଲ୍ଲା ବୁଲି ଆହାର ଖାଇବେ ଆଇଏଏସ୍ ଅଫିସର। ଏପରି ନିର୍ଦ୍ଦେଶ ପାଇଛନ୍ତି ସଚିବ। ଦୁଇ ମାସରେ ଦୁଇ ଦିନ ନିଶ୍ଚିତ ଜିଲ୍ଲା ଗସ୍ତରେ ଯିବେ ଆଇଏଏସ୍ ଅଫିସର। ପଞ୍ଚାୟତକୁ ଯାଇ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବେ। ସ୍କୁଲରେ ମଧ୍ୟାହ୍ନଭୋଜନ ହେଉ ଅବା ଆହାର…

କେନ୍ଦ୍ର ସରକାରଙ୍କ ନିଷ୍ପତି, ବନ୍ଦ ହେବ ଚାଟଜିପିଟି, ଡିପସିକ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି । ବନ୍ଦ ହେବ ଚାଟଜିପିଟି ଓ ଡିପସିକ୍‌ । ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଗୋପନୀୟତା ନଷ୍ଟ ହେଉଥିବା ଅଭିଯୋଗରେ ଏହି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର। ଚାଟଜିପିଟି ଓ ଡିପସିକ୍‌ ବ୍ୟବହାର କରି କେନ୍ଦ୍ର କର୍ମଚାରୀମାନେ ସହଜରେ କାମ…

ପୋଡିହୋଇ ବେଙ୍ଗାଲୁରୁରେ ୫ ଓଡିଆ ଶ୍ରମିକ ଗୁରୁତର

ବ୍ରହ୍ମପୁର: ଗ୍ୟାସ୍ ନିଆଁରେ ପୋଡ଼ି ହୋଇ ୫ ଦାଦନ ଶ୍ରମିକ ଗୁରୁତର । ଏହି ଅଘଟଣ ଘଟିଛି ବେଙ୍ଗାଲୁରୁରେ । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ଭର୍ତ୍ତି କରିଛନ୍ତି । ଗୁରୁତର ଶ୍ରମିକମାନେ ହେଲେ ରୁନା ସାହୁ, ସନ୍ତୋଷ ବେହେରା, ପବିତ୍ର ସେଠୀ, ବିପିନ ସେଠୀ ଓ ସାରଥୀ ସେଠୀ ।…

ବାରବାଟୀରେ ଟିକେଟ ପାଇଁ ଅସମ୍ଭାଳ ଭିଡ଼, ବେହୋସ ହେଲେ ଯୁବକ

କଟକ: ଆସନ୍ତା ୯ ତାରିଖରେ ବାରବାଟୀରେ ଦିନିକିଆ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବ । ଏନେଇ ଟିକେଟ କିଣିବା ପାଇଁ କାଉଣ୍ଟର ବାହାରେ କ୍ରିକେଟ୍‌ ପ୍ରେମୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରବଳ ଠେଲାପେଲା କାରଣରୁ କିଛି ଲୋକ ଅସୁସ୍ଥ ହୋଇପଡିଥିବାବେଳେ ଜଣେ ଯୁବକ ବେହୋସ ହୋଇପଡିଥିବା ଖବର…

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧାରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇ ଜିଲ୍ଲାପାଳ ଓ…