Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହାପ୍ରସାଦ ନାଁରେ ଖଜା ବିକିଲେ ହେବ କଡା କାର୍ଯ୍ୟନୁଷ୍ଠାନ

ପୁରୀ: ଖଜା ମହାପ୍ରସାଦ ନୁହେଁ । ବଡଦାଣ୍ଡରେ ଖଜାକୁ ମହାପ୍ରସାଦ କହି ବିକ୍ରି କଲେ କଡା କାର୍ଯ୍ୟନୁଷ୍ଠାନ ହେବ । ଏଭଳି କାର୍ଯ୍ୟରୁ ଖଜା ବ୍ୟବସାୟୀ ନିବୃତ୍ତ ରୁହନ୍ତୁ । ଶ୍ରୀମନ୍ଦିର ବାହାରେ ଏହାକୁ ମହାପ୍ରସାଦ କହି ବିକ୍ରି ହେବା ପ୍ରସଙ୍ଗକୁ ନେଇ ଜୋରଦାର ବର୍ଷିଛନ୍ତି ଶ୍ରୀମନ୍ଦିର ମୁଖ୍ୟ…

ଚେଇଁ ଶୋଇଛି ବନବିଭାଗ, ଖୋଲାଖୋଲି ମାରି ଖାଉଛନ୍ତି କଇଁଛ

ଭୁବନେଶ୍ବର: କ୍ରୁରତାର ଚରମ ସୀମାରେ ପହଞ୍ଚିଗଲାଣି ଆଜିର ମଣିଷ । ପାଟିର ଟିକିଏ ସ୍ବାଦ ପାଇଁ ନିରୀହ ଜୀବଙ୍କୁ ବଳି ପକାଇବାକୁ ବି ପଛାଉନାହିଁ । କଇଁଛ ଭଳି ସଂରକ୍ଷିତ ସରିସୃପକୁ ମାରି ଖାଉଛି । ଶୀକାର କରି, ରୋଷେଇ କରି ଖାଲି ଯେ ତାକୁ ଖାଉଛୁ ତାହା ନୁହେଁ, ଖୁଲମଖୁଲା ଭାବେ ପୂରା…

ପ୍ରବାସୀ ଭାରତୀୟ ଦିବସ: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଆସିବାକୁ ନେଇ ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତା ୮ରୁ ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଏହା ତିନି ଦିନ ଅର୍ଥାତ୍ ଜାନୁଆରୀ ୧୦ ଯାଏଁ ଚାଲିବ । ବୈଦେଶିକ ମନ୍ତ୍ରଣାଳୟ ସହଯୋଗରେ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ…

୧୦ ଡିଗ୍ରୀ ତଳେ ୯ ସହର; ସବୁଠୁ ଥଣ୍ଡା ଜି.ଉଦୟଗିରି

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରି। ବିଭିନ୍ନ ସହରମାନଙ୍କରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଖସୁଛି ରାତି ତାପମାତ୍ରା । ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ୧୦ ଡିଗ୍ରୀ ତଳେ ରହିଛି ୯ ସହରର ତାପମାତ୍ରା । ୫ ଡିଗ୍ରୀ ତାପମାତ୍ରା ସହ…

ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍: ହେବ କଠୋର କାର୍ଯ୍ୟନୁଷ୍ଠାନ, ଏଣିକି ପୋଲିସ୍ ଜଗିବେ..

ପୁରୀ: ଶ୍ରୀମନ୍ଦିର କେମିତି ଉଡିଲା ଡ୍ରୋନ୍ ? କ’ଣ କରୁଥିଲେ ସୁରକ୍ଷା କର୍ମୀ? ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନରେ କିପରି ଡ୍ରୋନ୍ ଉଡିଲା ସେନେଇ ଏବେ ତନାଘନା ଚାଲିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ମନ୍ତ୍ରୀ କହିଛନ୍ତି,…

ଦୁର୍ଘଟଣାରେ ୨ ବିଜେପି କର୍ମୀ ମୃତ: ଦୁର୍ଘଟଣା ନା ପ୍ରାୟୋଜିତ ହତ୍ୟା

କାର୍‌-ହାଇୱା ଧକ୍କାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ। ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକଙ୍କ ସହ ଜଣେ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ ଙ୍କର…

କମୁଛି ପାରଦ, ବଢୁଛି ଶୀତ: ଘନ କୁହୁଡି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଏବେ ଜାରି ରହିଛି ଶୀତର ପ୍ରକୋପ। ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଖସୁଛି ତାପମାତ୍ରା। ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ୨ରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଏହା…

ଦୁଲୁକିଲା ରାଜଧାନୀ ରାଜରାସ୍ତା, ଆରମ୍ଭ ହେଲା ପଥ ଉତ୍ସବ

ଭୁବନେଶ୍ଵର: ବ୍ୟସ୍ତ ବହୁଳ ଜୀବନ ଭିତରେ ସହରିଆଙ୍କ ଶରୀରକୁ ଟିକିଏ ଫୁର୍ତ୍ତି ଓ ମନକୁ ଟିକେ ପ୍ରଫୁଲ୍ଲିତ ରଖିବା ପାଇଁ ଚଳିତ ବର୍ଷର ପ୍ରଥମ ତଥା ୧୮ତମ ପଥ ଉତ୍ସବ ଆରମ୍ଭ ହୋଇଛି । ବିଏମ୍‌ସି ପକ୍ଷରୁ ଆଜି ରାହାଗିରି ବା ପାଥୋତ୍ସବର ଉଦଘାଟନୀ ସମାରୋହ ଅନୁଷ୍ଠିତ ଦୋଇଛି । ପ୍ରଥମ ଦିନରେ ଶୀତ…

ଭୋରୁ ଭୋରୁ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ

ପୁରୀ: ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ଭୋର ୪ଟା ୧୦ ମିନିଟ୍‌ରେ ଡ୍ରୋନ୍ ଉଡୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ନୋ ଫ୍ଲାଇଂ ଜୋନ୍‌ରେ କିଏ ଓ କାହିଁକି ଡ୍ରୋନ୍ ଉଡ଼ାଇଲା ସେନେଇ ଅସ୍ପଷ୍ଟ । ଦୋଳମଣ୍ଡପ ସାହିରୁ ପ୍ରଥମେ ଆସି ମେଘନାଦ ପାଚେରୀ ବୁଲିଥିଲା ଡ୍ରୋନ । ୧୦୦ ଫୁଟ ଉଚ୍ଚକୁ…