Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ଏଏସଆଇ

ଧର୍ମଗଡ଼: ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ଏଏସଆଇ l କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ ଭିଜିଲାନ୍ସ ପଞ୍ଝାରୁ ଫେରାର l ଏକ ମାମଲାର ରଫାଦଫା ପାଇଁ ୩୫୦୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହେବା ପରେ ମୁକୁନ୍ଦ ଖେମୁଣ୍ଡୁଙ୍କୁ ଧରିଥିଲା ଭିଜିଲାନ୍ସ l…

ଶୁଖିନି ଚାଷୀ ଆଖିର ଲୁହ: ଧୋଇଗଲା ସବୁ ଆଶା, ପୁଣି ଡରାଇଲାଣି ବର୍ଷା

ଭୁବନେଶ୍ବର: ଲଗାତାର ଦୁଇଟି ପର୍ଯ୍ୟାୟର ଅଦିନିଆ ବର୍ଷା ଏବେ ଚାଷୀ କୂଳ ଉପରେ ଦାଉ ସାଧିଛି ।  ବର୍ଷକର ପରିଶ୍ରମ ଆଉ କ୍ଷେତରେ ହସୁଥିବା ସୁନାର ଫସଲ ଆଖି ଆଗରେ ନଷ୍ଟ ହେବା ଦେଖି ଚାଷୀ ଭାଇର ଛାତି ଫାଟିପଡୁଛି । ବିଲରେ ଧାନ କେଣ୍ଡା ଗଜା ହେଉଥିବା ବେଳେ ଏକର ଏକର ଫସଲ ଏବେ ପାଣିରେ ବୁଡିଛି ।…

ଥମୁନି ଚାଷୀଙ୍କ ଦୁଃଖ, ପୁଣି ଆସୁଛି ବର୍ଷା

ଭୁବନେଶ୍ୱର: ପଶ୍ଚିମାଝଡ଼ ପ୍ରଭାବରେ ଆସୁଛି ପୁଣି ବର୍ଷା l ଆସନ୍ତା ୨୮ ଓ ୨୯ ତାରିଖରେ ରାଜ୍ୟରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ l ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହଛି l ତେବେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗ; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିରୋଧୀଦଳ ନେତାଙ୍କ ଗଭୀର ଶୋକ…

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ 'ଏକ୍ସ' ରେ ଲେଖିଛନ୍ତି ଯେ, ''ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ । ଅର୍ଥନୀତି…

ନୂଆ ରୂପ ପାଇବ କପିଳେଶ୍ଵର ମନ୍ଦିର, ଖର୍ଚ୍ଚ ହେବ ୪୬ ଲକ୍ଷ

ଭୁବନେଶ୍ବର: ପ୍ରାଚୀନ କପିଳେଶ୍ବର ମନ୍ଦିରର ହେବ ନବକଳେବର ହେବ। ପୁରୁଣା ଭୁବନେଶ୍ବରରେ ଥିବା ମନ୍ଦିରର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୪୬ ଲକ୍ଷ। ଏକାଦଶ ଶତାବ୍ଦୀର ଏହି ପ୍ରାଚୀନ ମନ୍ଦିର ଜରାଜୀର୍ଣ୍ଣ ସ୍ଥିତିରେ ରହିଛି। ଫଳରେ ଉପରୁ ପଥର ପଡିବ ସହିତ ପାଣି ମଧ୍ୟ ଗଳୁଥିବା ଦେଖିବାକୁ ମିଳିଛି…

ଆଜି ବିଜେଡି ପ୍ରତିଷ୍ଠା ଦିବସ : ୨୭ ବର୍ଷ ତଳେ କ’ଣ ଥିଲା ନବୀନଙ୍କ ପ୍ଲାନ ?

ଭୁବନେଶ୍ବର: ଆଜି ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ (ବିଜେଡି)। ରାଜ୍ୟରେ କଂଗ୍ରେସ ଶାସନ ମଙ୍ଗ ଧରିଥିବା ବେଳେ ଉଭା ହୋଇଥିଲା ଏହି ଆଞ୍ଚଳିକ ଦଳ। ଏବଂ ଏହି ଦଳର ଦାୟିତ୍ବ ନେଇଥିଲେ ବର୍ତ୍ତମାନର ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ ଥର ମୁଖ୍ୟମନ୍ତ୍ରୀ ପଦ…

ଠିକ୍ ସମୟରେ ବିଦ୍ୟୁତ ବିଲ୍ ଭରି ପୁରସ୍କୃତ ହେଲେ ୪୨ ଉପଭୋକ୍ତା

ଭୁବନେଶ୍ବର:  ଠିକ ସମୟରେ ବିଦ୍ୟୁତ ବିଲ ଭରି ପୁରସ୍କୃତ ହେଲେ ଉପଭୋକ୍ତା। ଖୋର୍ଦ୍ଧା ଓ ବାଲୁଗାଁ ଅଞ୍ଚଳର ୪୨ ଜଣଙ୍କୁ ପୁରସ୍କୃତ କରାଯାଇଛି। ଟିପିସିଓଡିଏଲ ପକ୍ଷରୁ “ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍‌” ମାଧ୍ୟମରେ ଠିକ୍ ସମୟରେ ଦେୟ ଦେଉଥିବା ଖୋର୍ଦ୍ଧା ଓ ବାଲୁଗାଁ ଅଞ୍ଚଳର ୪୨ ଜଣ…

ମଣିଷର ଭାଷାକୁ କେମିତି ବୁଝନ୍ତି କୁକୁର? ଭବିଷ୍ୟତରେ ଏହି ସଙ୍କେତକୁ କରନ୍ତୁନି ଅଣଦେଖା..

ଭୁବନେଶ୍ବର: କୁକୁର ଏବଂ ମଣିଷ ମଧ୍ୟରେ ସମ୍ପର୍କ ବହୁତ ପୁରୁଣା । ମଣିଷମାନେ କୁକୁରକୁ ବିଶ୍ୱସ୍ତ ପ୍ରାଣୀ ଭାବରେ ରଖିଆସୁଛି, କିନ୍ତୁ ଆପଣ ଜାଣନ୍ତି କି କୁକୁରମାନେ ମଧ୍ୟ ମଣିଷ ଭାଷା ବୁଝନ୍ତି? ଆପଣ ଜାଣନ୍ତି କି ମଣିଷ ପ୍ରଥମ ଥର ପାଇଁ ଏକ ଭାଷା ଶୁଣିବା ପରେ ହଠାତ୍ ଚକିତ ହୋଇଯାଏ? କେବଳ…

ମିଳିବ କ୍ଷୟକ୍ଷତି; ବୀମା ସହାୟତା ପାଇଁ କ୍ଷତିର ୭୨ ଘଣ୍ଟା ମଧ୍ୟରେ ସୂଚନା ଦେବାକୁ ପରାମର୍ଶ

ଭୁବନେଶ୍ଵର: ଅଦିନିଆ ବର୍ଷା ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାର ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅମଳ ଧାନ ବ୍ୟାପକ ନଷ୍ଟ ହୋଇଛି । ଧାନ ଖଳା ଓ ବିଲରେ ବର୍ଷା ପାଣି ଜମି ଧାନ ଓଦା ହୋଇ ଗଜା ହୋଇଯାଇଛି । ଯାହା ଫଳରେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ଏବେ ବସିଛନ୍ତି ଚାଷୀ କୂଳ । ଏହା…

ପୁଣି ଓଡ଼ିଶା ଆସିବେ ଆଉ ୨ ବାଘ

ଭୁବନେଶ୍ୱର: ବନ୍ୟପ୍ରାଣୀ ବଦଳ ଯୋଜନାରେ ମଧ୍ୟ ପ୍ରଦେଶ ସରକାର ଓଡ଼ିଶା ସମେତ ରାଜସ୍ଥାନ ଏବଂ ଛତିଶଗଡ଼କୁ ୧୪ ଟି ବାଘ ପଠାଇବେ । ଏହା ଭିତରେ ଓଡିଶା ମଧ୍ୟ ରହିଛି । ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିବା ବାଘୁଣୀ ଜିନ୍ନତ ଏବେ ଶିମିଳିପାଳ ଛାଡି ଚାଲିଯାଇଥିବାବେଳେ, ପୁଣି ଆଉ ଦୁଇ ଟି ବାଘ ଓଡିଶା…