Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୦୩୦ ସୁଦ୍ଧା ୭.୫ ଗିଗାୱାଟ୍ ଶକ୍ତି ଉତ୍ପାଦନ ଲକ୍ଷ୍ୟ: ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସରକାର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଦୃଢ ପ୍ରତିଶୃତିବଦ୍ଧ l ଅକ୍ଷୟ ଶକ୍ତିରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବ l ନିବେଶକଙ୍କ ପାଇଁ ଓଡ଼ିଶାର ଜଳବାୟୁ ମଧ୍ୟ ଅନୁକୂଳ ଏବଂ ଆବଶ୍ୟକୀୟ ସହାୟତା ମଧ୍ୟ ଆମେ ଯୋଗାଇଦେବା ପାଇଁ ପ୍ରସ୍ତୁତ l ପ୍ରଧାନମନ୍ତ୍ରୀ ମଧ୍ୟ…

କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ସାନି ମେରିଟ୍‌ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟରେ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗ । ଏନେଇ ହାଇକୋର୍ଟ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ନୂଆ କଟ୍-ଅଫ୍ ମାର୍କ ସ୍ଥିର କରି ପୁନଃ ମେରିଟ୍ ଲିଷ୍ଟ ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ନିଯୁକ୍ତିରୁ ବଞ୍ଚିତ ଆଶାୟୀଙ୍କ ପିଟିସନ୍ ଉପରେ…

ନବୀନ ପଟ୍ଟନାୟକଙ୍କ ଉପରେ ଲିଖିତ ସାମ୍ବାଦିକ ରୁବେନଙ୍କ ବହିକୁ ନିନ୍ଦା କଲା ବିଜେଡି!

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଦ୍ୱାରା ଲିଖିତ ବହି 'ନବୀନ ପଟ୍ଟନାୟକ' ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ । ବହି ଉନ୍ମୋଚନ ହେବାର ଦୁଇ ଦିନ ପରେ ଅରୁଣ ସାହୁ ବହିଟିକୁ ସମାଲୋଚନା କରି କହିଛନ୍ତି, ଯେଉଁ ସବୁ…

ବନ୍ୟା, ବାତ୍ୟା ମୁକାବିଲା ହେବ ଆହୁରି ସହଜ: ଲାଗିବ ୩ ନୂଆ ଡପଲର ରାଡାର

ଭୁବନେଶ୍ବର: ବନ୍ୟା, ବାତ୍ୟା, ବର୍ଷା ସବୁ କିଛିର ପୂର୍ବରନୁମାନ କରିବାରେ ସାହାର୍ଯ୍ୟ କରୁଥିବା ଡପଲର ରାଡାର ଏବେ ରାଜଧାନୀ ଭୁବନେଶ୍ବରରେ ଲାଗିବ । ଖାଲି ଭୁବନେଶ୍ବର ନୁହେଁ ଖୁବ୍ ଶୀଘ୍ର ଏହା ବାଲେଶ୍ବର ଏବଂ ସମ୍ବଲପୁରରେ ମଧ୍ୟ ଲାଗିବ । ରାଜ୍ୟରେ ଆହୁରି ୩ ଡପଲର ରାଡାର ଲାଗିବା ନେଇ ସୂଚନା…

ମହିଳାଙ୍କୁ ହେଉଛି ପେଟିକୋଟ କ୍ୟାନ୍ସର, ଜାଣନ୍ତୁ କେମିତି

ଭୁବନେଶ୍ୱର: ଭାରତୀୟ ସଂସ୍କୃତିରେ ଶାଢ଼ୀର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। କୌଣସ ବି ପ୍ରକାର ପାର୍ଟି, କାର୍ଯ୍ୟକ୍ରମ, ପର୍ବପର୍ବାଣୀ ଓ ପୂଜାପାଠରେ ମହିଳା ହୁଅନ୍ତୁ ଅବା ଝିଆମାନେ ସମସ୍ତେ ଶାଢ଼ୀ ପିନ୍ଧିବା ପାଇଁ ପସନ୍ଦ କରନ୍ତି। କେବଳ ଭାରତରେ ସୀମିତ ନୁହେଁ ଶାଢ଼ୀର ଜଲୱା, ପୂରା ବିଶ୍ୱରେ ଏବେ…

ଦିଲ୍ଲୀ ଦରବାରରେ ଓଡିଆ ନାଟକ ‘ନାଲିପାନ ରାଣୀ ଓ କଳାପାନ ଟିକା’

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ମଞ୍ଚସ୍ଥ ହେଲା ଓଡିଆ ନାଟକ ‘ନାଲିପାନ ରାଣୀ ଓ କଳାପାନ ଟିକା’ । ଗତ ୨୨ ତାରିଖରେ ବିଶ୍ବଜିତ ଦାସଙ୍କ ଲୋକପ୍ରିୟ ଓଡିଆ ନାଟକ ‘ନାଲିପାନ ରାଣୀ ଓ କଳାପାନ ଟିକା’ ଦିଲ୍ଲୀ ସ୍ଥିତ ଶ୍ରୀରାମ ସେଣ୍ଟରରେ ଇଂରାଜୀ ଭାଷାରେ ଅଭିନୀତ ହୋଇଯାଇଛି । ଯାହା ଦର୍ଶକଙ୍କୁ…

ନୂଆବର୍ଷରୁ ମାଲକାନଗିରିରୁ ବିମାନସେବା ଆରମ୍ଭ!

ମାଲକାନଗିରି: ନୂଆବର୍ଷରୁ ମାଲକାନାଗିରିରୁ ଉଡିବ ବିମାନ । ଓଡିଶାର ପୂର୍ବଘାଟ ଉପରେ ବିଶାଖାପାଟନମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଲକାନଗିରି ମଧ୍ୟରେ ଏକ ବିମାନସେବା ଆରମ୍ଭ ହେବାକୁ ନେଇ ସବୁଜ ସଂକେତ ମିଳିଛି । ସଂପ୍ରତି ଅପରେଟର ଇଣ୍ଡିଆ ଓ୍ବାନରୁ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଇବା…

ଫେବୃଆରୀ ୧୮ରୁ ଯୁକ୍ତ ୨ ପରୀକ୍ଷା: ଚାଲିଛି ଇଣ୍ଟରନାଲ, ୨ରୁ ପ୍ରାକ୍ଟିକାଲ

ଭୁବନେଶ୍ବର: ଫେବୃଆରୀ ୧୮ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଆସନ୍ତା ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏ ଚାଲିବ । ଏନେଇ କଲେଜମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା…

ପାଟଣାଗଡ଼ ପାର୍ସଲ ବୋମା ମାମଲା, ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ହେବ ସାକ୍ଷ୍ୟ ଗ୍ରହଣ

ବଲାଙ୍ଗିର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣାକୁ ୬ ବର୍ଷ ପୂରି ଯାଇଥିବା ବେଳେ ଏବେବି ବି କୋର୍ଟରେ ଏହାର ଶୁଣାଣି ଚାଲିଛି। ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ହେବ ସାକ୍ଷ୍ୟ ଗ୍ରହଣ l କୋର୍ଟରେ ସାକ୍ଷୀ ଦେଇପାରନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା l…

ଚଢ଼ାଉ ପାଇଁ ଯାଇ ଅବକାରୀ ଟିମ୍‌ ହଟହଟା: ବ୍ରାଉନସୁଗର ଜବତକୁ ନେଇ ପ୍ରବଳ ଉତ୍ତେଜନା

ଜଳେଶ୍ବର: ବ୍ରାଉନସୁଗାର ରେଡ୍‌ ବେଳେ କମର୍ଦ୍ଦା ବଜାରରେ ଉତ୍ତେଜନା। ବ୍ରାଉନସୁଗାର ଜବତ ସହ ଜଣେ ମହିଳାଙ୍କୁ ଧରିଲା ଅବକାରୀ ବିଭାଗ। ମହିଳାଙ୍କୁ ଧରି ଆଣିବା ବେଳେ ଅବକାରୀ ଗାଡ଼ି ଅଟକାଇଲେ ଲୋକେ। ଅବକାରୀ ବିଭାଗ ଗାଡ଼ି ଅଟକାଇ ଚାବି ଛଡ଼ାଇ ନେଇଥିବା ଅଭିଯୋଗ। ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା…