Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନ୍ଦୁଝରରେ ୬ଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ

ଚମ୍ପୁଆ: କେନ୍ଦୁଝରରେ ୬ଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ। ଚମ୍ପୁଆ ସ୍ଥିତ ଏକ ଆଶ୍ରମ ସ୍କୁଲରେ ଛାତ୍ରୀ ଜଣକ ପଢୁଥିଲେ। ତେବେ ମାସିକ ଡାକ୍ତରୀ ପରୀକ୍ଷା ବେଳେ ଏହି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ମାସରେ ମକର ସଂକ୍ରାନ୍ତି ଛୁଟିରେ ଝିଅଟି ନିଜ ଘରକୁ…

ଦହିବରା-ଆଳୁଦମ ଦିବସ: ତିଆରି ହେଲା ବିଶ୍ବର ସବୁଠାରୁ ବଡ଼ ଦହିବରା

ଭୁବନେଶ୍ଵର: ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍‌‌ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି। ଦହିବରା ଆଳୁଦମ୍‌‌ ପ୍ରାୟ ସମସ୍ତଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ଦହିବରା ନାଁ ଶୁଣିଲେ ଯେମିତି ପ୍ରତ୍ୟେକ ଓଡିଆଙ୍କ ମୁହଁରେ ପାଣି…

ଦହିବରା-ଆଳୁଦମ ଦିବସ, କଟକ ଦହିବରା ଯିଏ ଖାଇଛି ସିଏ ଜାଣିଛି

ଭୁବନେଶ୍ଵର: ଦହିବରା.. ନାମ ଯେମିତି ସ୍ବାଦ ସେମିତି । ନାଁ ଶୁଣିଲେ ହିଁ ପ୍ରତ୍ୟେକ ଓଡିଆଙ୍କ ମୁହଁରେ ପାଣି ଆସିଯାଇଥାଏ । ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି । ଦହିପାଣିରେ ଡୁବିଥିବା ବରା ସାଙ୍ଗକୁ ଆଳୁଦମ, ପିଆଜ ଆଉ ସେଓ । ଫିକା ହଳଦିଆ ବରା…

ବିଚ୍ ରାସ୍ତାରେ ସହଦେବ ହତ୍ୟା ମାମଲା: ଆଉ ଜଣଙ୍କୁ ଧରିଲା ପୋଲିସ୍

ଭୁବନେଶ୍ବର: ରାଜଧାନୀ ବିଚ୍ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ଘଟଣା, ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ୍ । ମୁଖ୍ୟ ଅଭିଯୁକ୍ତ ସୁଶେଇ ନାୟକ ଓରଫ ସୁଶାନ୍ତକୁ କଟକ କାନପୁରରୁ ଗିରଫ କରିଛି ମଞ୍ଚେଶ୍ବର ପୋଲିସ୍ । ପୂର୍ବରୁ ଏହି ମାମଲାରେ ପୋଲିସ୍ ୭ ଜଣଙ୍କୁ ଗିରଫ କରିଥିବା ବେଳେ…

ମାଟ୍ରିକ୍ ପରୀକ୍ଷା: ପ୍ରଶ୍ନ ପତ୍ରରେ ତ୍ରୁଟି

ଭୁବନେଶ୍ଵର: ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି । ବିଜ୍ଞାନ ବି- ସେଟ୍‌ରେ ୪ ମାର୍କ କମ୍‌ ଥିବା ବେଳେ ସି-ସେଟରେ ମଧ୍ୟ କିଛି ତ୍ରୁଟି ଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ତ୍ରୁଟିକୁ ସ୍ବୀକାର କରିଛନ୍ତି ବୋର୍ଡ ସଭାପତି । ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ସେ ନେଇ…

ଘରେ ଶୋଇଥିବା ବେଳେ ଯୁବକଙ୍କୁ ଏସିଡ ମାଡ

ଭଦ୍ରକ: ଘରେ ଶୋଇଥିବା ବେଳେ ଏସିଡ ମାଡ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ରାମଚନ୍ଦ୍ରପୁର ଗାଁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ଉପରକୁ ଏସିଡ୍ ମାଡ ହୋଇଛି। ଯୁବକଙ୍କ ମୁହଁ ଆଖି ଓ ମୁଣ୍ଡ ପୋଡି ଯାଇଛି। ଗୁରୁତର ଅବସ୍ଥାରେ…

ପାଚିକା ଓ ସହାୟିକାଙ୍କ ପାରିତୋଷିକ ୩ ହଜାରକୁ ବୃଦ୍ଧି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନସ୍ଥ କାର୍ଯ୍ୟରତ ପାଚିକା ତଥା ସହାୟିକାଙ୍କ ମାସିକ ପାରିତୋଷିକ ୨ ହଜାର ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ବର୍ଦ୍ଧିତ ପାରିତୋଷିକ ଲାଗୁ ହେବ। ଉକ୍ତ ଅନୁଦାନ ପ୍ରଧାନମନ୍ତ୍ରୀ…

ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘର ଓ ଅଫିସରେ ଇଡି ରେଡ୍

ଭବାନୀପାଟଣା: ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘର ଓ ଅଫିସରେ ଇଡି ରେଡ୍। କଳାହାଣ୍ଡି ଜିଲ୍ଲା ଜୟପାଟଣା ଫରେଷ୍ଟ ରେଞ୍ଜ ଅଫିସର ଅଶୋକ ସାହୁଙ୍କ ଘରେ ଭୁବନେଶ୍ବର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍ କରିଛି। ବେନାମୀ ଆକାଉଣ୍ଟ କାରବାର ନେଇ ରେଡ ହୋଇଥିବା ସୂଚନା ରହିଛି। ସର୍ଚ୍ଚରେ ଏକାଧିକ ଏଟିଏମ…

ପୁଣି ଖୋଲିଲା ନବ ଦାସ ହତ୍ୟା ମାମଲା ଡାଏରୀ, ଦୀପାଳି ଓ ବିଶାଳଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ

ଭୁବନେଶ୍ୱର: ପୁଣି ଖୋଲିଲା ନବ ଦାସ ହତ୍ୟା ମାମଲା ଡାଏରୀ। ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ। ନବଦାସଙ୍କ ପୁଅ-ଝିଅଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ୍। ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ଦେବାକୁ ଦୀପାଳି ଦାସ୍ ଓ ବିଶାଳ ଦାସଙ୍କୁ ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ। ମାମଲାରେ…

ବସ୍‌କୁ ଧକ୍କା ଦେଲା କଣ୍ଟେନର; ୧୦ରୁ ଉର୍ଦ୍ଧ୍ୱ ତୀର୍ଥଯାତ୍ରୀ ଆହତ

ଭଦ୍ରକ: ଜିଲ୍ଲାରେ ସିରିଜ୍ ଦୁର୍ଘଟଣା। ଏକ କଣ୍ଟେନରଟି ତୀର୍ଥଯାତ୍ରୀଙ୍କ ବସକୁ ପ୍ରଥମେ ଧକ୍କା ଦେବା ପରେ ପୁଣି କଣ୍ଟେନରଟି ପିଟିଛି। ଦୁର୍ଘଟଣାରେ ବସ୍‌ରେ ଥିବା ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଟାଟାରୁ ପୁରୀ ଯାଉଥିଲା ତୀର୍ଥଯାତ୍ରୀ ବସ୍‌। ରାସ୍ତାରେ ଟାୟାର୍‌ ବଦଳାଇବାକୁ ରହିଥିବା…