Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରାକୃତିକ ଉପାୟରେ କପଡାରୁ ଦୂର କରନ୍ତୁ ଦାଗ

ଭୁବନେଶ୍ବର: ସଫା ସୁତରା ପୋଷାକ କାହାକୁ ବା ଭଲ ନଲାଗେ । କିନ୍ତୁ ସେଥିରେ ଦାଗ ଲାଗି ଗଲେ କପଡାର ସୌର୍ନ୍ଦଯ୍ୟ ନଷ୍ଟ ହେବା ସହ ନିଜର ପର୍ସନାଲିଟି ବି ଖରାପ ହେଲାପରି ଲାଗିଥାଏ । ଡ୍ରେସ୍‌ରେ ବେଳେ ବେଳେ ଏପରି ଦାଗ ଲାଗିଯାଏ ଯାହା ସହଜରେ ଛାଡିନଥାଏ । ବିଶେଷ କରି ସାହି ଦାଗ, ତେଲ ଦାଗ…

ଅନ୍ୟର ଏହି ଜିନିଷ ବ୍ୟବହାର କରନ୍ତୁ ନାହିଁ, ପଡିବେ ଅସୁବିଧାରେ..

ଭୁବନେଶ୍ବର: ବେଳେବେଳେ ଆମେ କିଛି ଜିନିଷ ଅନ୍ୟଠାରୁ ମାଗିକି ବ୍ୟବହାର କରିଥାଉ । କାରଣ ଭିନ୍ନ ଭିନ୍ନ ହୋଇପାରେ । ଅସୁବିଧାରେ ହେଲେ ଜଣେ ଅନ୍ୟଠାରୁ ସାହାଯ୍ୟ ମାଗିବା ସ୍ବାଭାବିକ କଥା ଆଉ ନହେଲେ ପ୍ରୟ ବନ୍ଧୁଙ୍କ ଜିନିଷଟା ମାଗି ଦିନେଅଧେ ବ୍ୟବହାର କରିଦେଇଥାଉ । କିନ୍ତୁ ଜାଣିଛନ୍ତି କି…

ଜୁନ୍ ସୁଦ୍ଧା ଶେଷ ହେବ ବୈତରଣୀ ନଦୀରେ ନିର୍ମିତ ବୃହତ୍ତ ଜଳ ସେଚନ ପ୍ରକଳ୍ପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତିଯେ, ଜ୍ଞାନ ହିଁ ଶକ୍ତି । ଜ୍ଞାନରୁ ଆମକୁ ଶକ୍ତି ମିଳିଥାଏ । ରାଜ୍ୟରେ ଶିକ୍ଷା ପରିବେଶକୁ…

ଏକ ଭଲ ରିଜ୍ୟୁମ୍ ତିଆରି ପାଇଁ ଏହି ସବୁ ପ୍ରତି ଧ୍ୟାନ ଦିଅନ୍ତୁ..

ଭୁବନେଶ୍ବର: କୌଣସି ଚାକିରୀ ପାଇଁ ଆବେଦନ କଲାବେଳେ ରିଜ୍ୟୁମ୍ ଆମକୁ ଉପସ୍ଥାନ କରେ । ରିଜ୍ୟୁମ୍ ଆଧାରରେ ହିଁ ଇଣ୍ଟର୍‌ଭ୍ୟୁ ପାଇଁ କଲ୍ ଆସିଥାଏ । ସେଥିପାଇଁ ରିଜ୍ୟୁମ୍ ତିଆରି କଲାବେଳେ ବିଶେଷ ଧ୍ୟାନ ଦେବା ଦରକାର । ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ଟିପ୍ସ୍‌:- -ପ୍ରଥମତଃ…

ରାଜସ୍ଥାନରେ ଅଭ୍ୟାସ ବେଳେ ଆର୍ମି ଟ୍ୟାଙ୍କରେ ବିସ୍ଫୋରଣ, ଜଣେ ଓଡ଼ିଆ ଯବାନ ଶହୀଦ

ଭୁବନେଶ୍ୱର: ରାଜସ୍ଥାନରେ ଫାୟାରିଂ ଅଭ୍ୟାସ ବେଳେ ଶହୀଦ ହେଲେ ଓଡ଼ିଆ ଯବାନ। ଶହୀଦ ଯବାନ ହେଉଛନ୍ତି କୋରାପୁଟ ଜିଲା ବୈପାରୀଗୁଡା ଥାନା ଅନ୍ତର୍ଗତ ବଡାଗୁଡା ଗ୍ରାମର ଈଶ୍ୱର ତଲିଆ। ରାଜସ୍ଥାନର ବିକାନେର ସ୍ଥିତ ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ଫାୟାରିଙ୍ଗ ବେଳେ ଟ୍ୟାଙ୍କରେ ବୋମା…

ଏହିସବୁ ଖାଇଲେ ଅନେକ ସମସ୍ୟା ହୁଏ ଦୂର, ଲାଭ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ…

ଭୁବନେଶ୍ବର: ଆଜିର ସମୟରେ ଫାଷ୍ଟଫୁଡ ଖାଇବା ଅଭ୍ୟାସ ଏବଂ ଜୀବନଶୈଳୀ ଯୋଗୁଁ ଅନେକ ରୋଗର ଆଶଙ୍କା ବଢିଯାଏ | ଏହି ରୋଗରେ ହୃଦ୍‌ରୋଗ ସମସ୍ୟା, ଦୁର୍ବଳ ହଜମ ପ୍ରକ୍ରିୟା, ଚର୍ମ ସମସ୍ୟା ଏବଂ ଶରୀରରେ ପ୍ରୋଟିନର ଅଭାବ ଭଳି ସମସ୍ୟା ଅନ୍ତର୍ଭୁକ୍ତ | ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ, ଆପଣ ନିଜ…

ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ନେଇଥିଲେ ତହସିଲଦାର; ୩ ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ

ନବରଙ୍ଗପୁର: ଲାଞ୍ଚୁଆ ତହସିଲଦାରଙ୍କୁ ମିଳିଳା ୩ ବର୍ଷ କାରାଦଣ୍ଡ । ଜମି ପଞ୍ଜୀକରଣ ପାଇଁ ତହସିଲଦାରଙ୍କ ୨୦ ହଜାର ଟଙ୍କା ଲାଞ୍ଚ ମାମଲାରେ ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି କୋଡିଗାଁ ତହସିଲଦାରଙ୍କୁ ଏହି କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ତହସିଲଦାର ହେଲେ ନବରଙ୍ଗପୁର…

ଯାଜପୁରରେ ଜନଶୁଣାଣୀକୁ ସମର୍ଥନ ପାଇଁ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦର ଆହ୍ବାନ

ଡୁବୁରୀ: ନୀଳାଚଳ ଇସ୍ପାତ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୧ ମେଟ୍ରିକ ଟନରୁ ୯.୫ ମେଟ୍ରିକ ଟନକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ତରଫରୁ ଆସନ୍ତା ୨୦ରେ ଜନ ଶୁଣାଣି ଆୟୋଜନ କରାଯାଉଛି। ଏହି ସମ୍ପ୍ରସାରଣ କେବଳ କଳିଙ୍ଗନଗର ନୁହେଁ ସମଗ୍ର ଯାଜପୁର ଜିଲ୍ଲା ତଥା ରାଜ୍ୟ ଶିଳ୍ପାୟନ…

ଜୁଳୁଜୁଳିଆ ପୋକରୁ କାହିଁକି ବାହାରିଥାଏ ଆଲୋକ?

ଭୁବନେଶ୍ବର: ଆପଣ ନିଶ୍ଚୟ ରାତିରେ ଜୁଳୁଜୁଳିଆ ପୋକକୁ ଦେଖିଥିବେ । ତା ଦେହରୁ ବାହାରୁଥିବା ଧପଧପ୍ ଆଲୋକ କେତେ ମନୋରୋମ ହୋଇଥାଏ । ଏହି ଦୃଶ୍ୟ ବିଶେଷ ଭାବରେ ଗ୍ରାମାଞ୍ଚଳ ଏବଂ ଜଙ୍ଗଲ ଅଞ୍ଚଳରେ ଦେଖାଯାଏ । ଜୁଳୁଜୁଳିଆ ପୋକମାନେ ପ୍ରାୟତଃ ରାତିର ଅନ୍ଧାରରେ ଖୋଲା ସ୍ଥାନ କିମ୍ବା କୋଠରୀ ଭିତରକୁ…

ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ବ୍ୟବସ୍ଥା, ଆନନ୍ଦବଜାରରେ ନୂଆ ଡ୍ରେସକୋର୍ଡ

ପୁରୀ: ନୂଆବର୍ଷ ଠାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହେବ ନୂଆ ବ୍ୟବସ୍ଥା । ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି, ସ୍ବତନ୍ତ୍ର ବାରିକେଡ୍ ଯୋଗେ ନୂଆବର୍ଷରୁ ଶ୍ରୀଜିଉଙ୍କ…