Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ କମେଡି ପ୍ରଦର୍ଶନ କଲେ ବୁଲିବ ଠେଙ୍ଗା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଖଣ୍ଡଗିରିରେ ମାଘସପ୍ତମୀ ମେଳା। ହେଲେ ଏହି ଯାତ୍ରାରେ ଯେପରି କୌଣସି ଅଶ୍ଳୀଳ ନୃତ୍ୟ ନକରାଯିବ ସେନେଇ କୋଠର ବିରୋଧ କରାଯାଉଛି। ଏହି ପରିପ୍ରେକ୍ଷୀରେ ମା' ବାରଭୂଜାଙ୍କ ପାଖରେ ହେଲା ଠେଙ୍ଗା ପୂଜା। ଏକାମ୍ର ବିଧାୟକ ବାବୁ ସିଂ ଓ ତାଙ୍କ ସହଯୋଗୀ…

ବଲାଙ୍ଗିରରେ ଅସୁସ୍ଥ ବାଳକର ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର: ଚିକିତ୍ସା ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ବାଳକକୁ ମେଡିକାଲ ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉକ୍ତ ୧୨ ବର୍ଷର ବାଳକ ଜଣକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ମେଡିକାଲ ସହାୟତା ପାଇଁ ଗୁହାରି କରିଥିଲେ। ତାଙ୍କ ସହ ଆଲୋଚନା ପରେ…

ପୁଣି ପଣ୍ଡ ହେଲା ମାଓବାଦୀଙ୍କ ବଡ଼ ଯୋଜନା, ୨୫ କିଲୋ ଓଜନର ଆଇଇଡି ଠାବ

ମାଲକାନଗିରି: ଓଡିଶା ସୀମାନ୍ତ ଛତିଶଗଡ ବିଜାପୁରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ନକ୍ସଲଙ୍କ ଯୋଜନା ପୁଣି ଥରେ ପଣ୍ଡ କଲେ ଯବାନ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ରାସ୍ତାରେ ଲ୍ୟାଣ୍ଡମାଇନ ବିଛାଇଥିଲା ମାଓବାଦୀ ସଂଗଠନ। ଯାହାକୁ କାବୁ କରିବାରେ ସଫଳ ହୋଇଥିଲେ ଯବାନ।…

ହାଇପ୍ରୋଫାଇଲ ଠକ ହଂସିତା ଓ ଅନିଲକୁ ଝାରପଡ଼ା ଜେଲରେ ଜେରା କରୁଛି ଆୟକର ବିଭାଗ

ଭୁବନେଶ୍ୱର: ହାଇପ୍ରୋଫାଇଲ ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓ ତାଙ୍କ ସାଥୀ ଅନିଲ କୁମାର ମହାନ୍ତି ଏବେ ଝାରପଡା ଜେଲରେ ଦିନ କାଟୁଛନ୍ତି । ସୋମବାର ଆୟକର ବିଭାଗର ଦୁଇଟି ଟିମ୍‌ ଝାରପଡ଼ା ଜେଲରେ ପହଞ୍ଚି ଉଭୟଙ୍କୁ ପଚରାଉଚରା ଆରମ୍ଭ କରିଛି । ଏହି ପଚରାଉଚରା ପରେ ହାଇପ୍ରୋଫାଇଲ ଠକ ଯୋଡ଼ିଙ୍କ…

ବିବାହ ମଣ୍ଡପରେ ମାତିଛନ୍ତି ଲୁଟେରା, ନେଇଗଲେ ଗିଫ୍ଟ ଓ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର: ବିବାହ ମଣ୍ଡପରେ ମାତିଛନ୍ତି ଲୁଟେରା। ଭୁବନେଶ୍ୱରର ଏକ ହୋଟେଲରେ ବିବାହ ଉତ୍ସବ ଚାଲିଥିବା ବେଳେ ଅତିଥି ବେଶରେ ଆସି ଦୁର୍ବୃତ୍ତମାନେ ସୁନା ଅଳଙ୍କାର ସହ ବିପୁଳ ପରିମାଣର ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ମୈତ୍ରୀ ବିହାର…

ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ ପାଇଁ ବିଏମସିର କଡା ଚେତାବନୀ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଖଣ୍ଡଗିରିରେ ମାଘସପ୍ତମୀ ମେଳା । ମେଳା ପୂର୍ବରୁ ଆଜି ଖଣ୍ଡଗିରିରେ ବିଏମସି କମିଶନର ସମୀକ୍ଷା କରିଛନ୍ତି । ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ କଡା ତାଗିଦ କଲେ ବିଏମସି କମିଶନର । ଐତିହାସିକ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା…

୧୨ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ଭୁବେନଶ୍ବର: ୧୨ରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ, ଶଙ୍ଖ ଭବନରେ ଏହି ବୈଠକ ବସିବାକୁ ଥିବାବେଳେ ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି। ସେପଟେ…

କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟରେ ଜଳିଗଲା ୧୩ ଦୋକାନ

ପୁରୀ: କୋଣାର୍କ ମନ୍ଦିର ସାମ୍ନାରେ ବସିଥିବା ୧୩ଟି ଉଠା ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ରବିବାର ଦିନ ବିଳମ୍ବିତ ରାତିରେ ବାଉଁଶ ଜରିପାଲରେ ବନ୍ଧା ଅସ୍ଥାୟୀ ଦୋକାନ ଗୁଡ଼ିକରେ ନିଆଁ ଲାଗି ଯାଇଥିଲା । ହସ୍ତଶିଳ୍ପ ଦୋକାନ ସହ କିଛି ଜଳଖିଆ ଦୋକାନ ମଧ୍ୟ ଜଳି ଯାଇଛି । ନିଆଁ ଲାଗିବା ପରେ…

ମରଣଯନ୍ତା ରାସ୍ତା ମରାମତି ଦାବିରେ ଆଜି ବିନିକା ବନ୍ଦ

ସୁବର୍ଣ୍ଣପୁର:ମରଣଯନ୍ତା ରାସ୍ତା ମରାମତି ଦାବିରେ ବନ୍ଦ ପାଳନ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ମୁଖ୍ୟ ରାସ୍ତା ମରାମତି ଦାବିରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଉଛି। ଆଜି ବିନିକାକୁ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିନିକା ସଚେତନ ନାଗରିକ ମଞ୍ଚ ।…

ଦୀର୍ଘ ୮ ବର୍ଷ ପରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ବ୍ରାହ୍ମଣ ନିଯୋଗ କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର: ଦୀର୍ଘ ୮ବର୍ଷ ପରେ ରବିବାର ଦିନ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ବ୍ରାହ୍ମଣ ନିଯୋଗ ସମିତିର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି । ବିଧିବଦ୍ଧ ଭାବେ ନୂତନ ବୋର୍ଡ଼ ଗଠନ କରାଯାଇ କର୍ମକର୍ତ୍ତା ନିର୍ବାଚନ ହୋଇଛି । ନାରାୟଣ ମହାପାତ୍ର ବ୍ରାହ୍ମଣ ନିଯୋଗର ନୂତନ ସଭାପତି ଭାବେ…