Latest Odisha News

BREAKING NEWS

Browsing Category

ଓଡିଶା

Odisha

Nepal floods:୨୮୮ ଭାରତୀୟଙ୍କ ସହ ଯୋଗାଯୋଗ ହୋଇପାରିନାହିଁ:ବୈଦେଶିକ ମନ୍ତ୍ରଣାଳୟ; ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ

ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ବନ୍ୟା ପରେ ଭାରତୀୟ ନାଗରିକମାନେ ସମ୍ମୁଖୀନ ହେଉଥିବା ପରିସ୍ଥିତି ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ (MEA) ଗୁରୁବାର ଏକ ଅପଡେଟ୍ ପ୍ରଦାନ କରିଛି। ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରାୟ ୨୮୮ ଜଣ ଭାରତୀୟ ନାଗରିକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।…

ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗୃହୀତ

ଭୁବନେଶ୍ୱର: ଶେଷରେ ଓଡ଼ିଶା ସରକାର ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ଇସ୍ତଫା ପତ୍ର ଗ୍ରହଣ କରି ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଜୁଲାଇ ମାସରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଜୁଲାଇ ମାସରେ ବ୍ୟକ୍ତିଗତ…

Girls Trafficked:ହାଇଦ୍ରାବାଦରୁ ୫ ନାବାଳିକା ଉଦ୍ଧାର;ଚାକିରିର ପ୍ରଲୋଭନ ଦେଖାଇ ଚାଲାଣ ଅଭିଯୋଗ

ଅଡ଼ବା :ଗଜପତି ପୋଲିସକୁ ବଡ଼ ସଫଳତା ମିଳିଛି । ତେଲେଙ୍ଗାନାର ହାଇଦ୍ରାବାଦରୁ ଅଡ଼ବା ପୋଲିସ ୫ ଜଣ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ପ୍ରାଥମିକ ତଦନ୍ତ ଅନୁସାରେ, ରାୟଗଡ଼ା-କନ୍ଧମାଳ-ଗଜପତି ସୀମାନ୍ତ ଅଞ୍ଚଳର ଆର୍ଥିକ ଦୁର୍ବଳ ପରିବାରର ନାବାଳିକାମାନଙ୍କୁ ଅଧିକ ରୋଜଗାରର…

Hirakud Dam:ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ; ୧୨ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇଛି । ଫଳରେ ଆଜି ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାର୍ଶ୍ୱର ୮ ଓ ଦକ୍ଷିଣ ପାର୍ଶର ୪ଟି ମିଶି ମୋଟ ୧୨ଟି ଗେଟ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ…

ପୂର୍ବତନ ଡିଜିପି ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ୍‌

କଟକ: ନିର୍ଦ୍ଦେଶାବଳୀ ପାଳନ ନକରିବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ ବି ଖୁରାନିଆଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ଆଇନର ଧାରା 12 ଅନୁଯାୟୀ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଯାହାର କାରଣ ଜଣେ ପୋଲିସ ସବ-ଇନ୍ସପେକ୍ଟର…

ସିନ୍ଧେକେଲାରେ ସଶସ୍ତ୍ର ଡକାୟତି, ୫ କେଜିର ସୁନା ଓ ରୂପା ଗହଣା ଜବତ

ରାୟଗଡ଼ା: ବଲାଙ୍ଗୀର ପୋଲିସ ରାୟଗଡ଼ା ଜିଲ୍ଲାରେ ୫ କିଲୋଗ୍ରାମରୁ ଅଧିକ ସୁନା ଏବଂ ରୂପା ଅଳଙ୍କାର ଜବତ କରିଛି। ଦୁଇ ସନ୍ଦିଗ୍ଧଙ୍କୁ ପଚରାଉଚରା ପରେ ଏହି ସଫଳତା ମିଳିଥିବା କୁହାଯାଇଛି। ଅଗଷ୍ଟ ୨୩ ତାରିଖରେ ବଲାଙ୍ଗୀରର ସିନ୍ଧେକେଲା ଥାନା ନିକଟସ୍ଥ ସ୍ଥାନୀୟ ଅଳଙ୍କାର ବ୍ୟବସାୟୀ ଫୁଲଚାନ୍ଦ…

ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱରର ପାଣିପାଗ କେନ୍ଦ୍ର ଗୁରୁବାର ଅପରାହ୍ନ ରେ ଭୁବନେଶ୍ୱର ଏବଂ କଟକ ସମେତ ଛଅଟି ଜିଲ୍ଲା ପାଇଁ ଏକ ସତର୍କତା ଜାରି କରିଛି। ଆସନ୍ତା ୨-୩ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ( ଭୁବନେଶ୍ୱର ସମେତ), କଟକ, ପୁରୀ, ଯାଜପୁର, ମୟୂରଭଞ୍ଜ ଏବଂ ନୟାଗଡରେ ବଜ୍ରପାତ ଏବଂ ଝଡ଼ତୋଫାନ ସହିତ…

ନେପାଳରେ ଓଡ଼ିଆ ଖେଳାଳି ସୁରକ୍ଷିତ: ମନ୍ତ୍ରୀ

ଭୁବନେଶ୍ୱର: ନେପାଳ ଯାଇ ଫେରି ନଥିବା ଓଡ଼ିଆ ଫୁଟବଲ୍‌ ଖେଳାଳି ସୁରକ୍ଷିତ। ସମସ୍ତେ ସୁରକ୍ଷିତ ଥିବା କହିଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଖୁବ୍ ଶୀଘ୍ର ସମସ୍ତଙ୍କୁ ସୁରକ୍ଷିତ ଓଡ଼ିଶା ଫେରାଇ ଆଣିବାକୁ ଯୋଜନା ଚାଲିଛି। ଗୃହ ମନ୍ତ୍ରାଳୟକୁ ଏ ବାବଦରେ ଅବଗତ କରାଯାଇ ସାରିଛି। ଓଡ଼ିଶା…

ନୂଆ ପରିବହନ ନୀତିକୁ ନେଇ ଚର୍ଚ୍ଚା: ବାତିଲ୍‌ ହେବ ୨୦ ଲକ୍ଷ ଗାଡ଼ିର ଆର୍‌ସି

ଭୁବନେଶ୍ୱର: ଆପଣଙ୍କ ପାଖରେ ପୁରୁଣା ଗାଡ଼ି ଅଛି କି ? ଯଦି ହଁ ତେବେ ଆପଣଙ୍କ ପାଇଁ ଏହି ଖବର। କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟର ନୂଆ ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭେଇକିଲ୍ କ୍ଲାସିଫିକେସନ୍‌ ନୀତି ଅନୁସାରେ କାଗଜପତ୍ର ନବୀକରଣ ହୋଇନଥିବା ଗାଡ଼ିଗୁଡ଼ିକୁ ରାସ୍ତାରୁ…

ଯାତ୍ରା କଳାକାର ପୀୟୁଷ ତ୍ରିପାଠି ଅସୁସ୍ଥ, ମଞ୍ଚ ଉପରେ ପଡ଼ିଗଲେ..

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାର ବାସୁପାଲି ଗାଁରେ ସିଂହବାହିନୀ ଦଳ ପକ୍ଷରୁ ବିଳମ୍ବିତ ରାତିରେ ନାଟକ ପରିବେଷଣ ସମୟରେ ଲୋକପ୍ରିୟ ଓଡ଼ିଆ ନାଟ୍ୟ ଅଭିନେତା ପୀୟୁଷ ତ୍ରିପାଠି ହଠାତ୍ ମଞ୍ଚ ଉପରେ ପଡ଼ିଯାଇଥିଲେ। ସୂଚନା ଅନୁଯାୟୀ, ଘଟଣାଟି ପ୍ରାୟ ୩.୪୦ ସମୟରେ ଘଟିଥିଲା। ଆୟୋଜକ ଏବଂ ଦର୍ଶକମାନେ…