Latest Odisha News

BREAKING NEWS

Browsing Category

ଓଡିଶା

Odisha

ବରିଷ୍ଠ ନେତା କୋଣ୍ଡାବାବୁଙ୍କ ଦେହାନ୍ତ, ରାଜନୈତିକ ମହଲରେ ଶୋକର ଛାୟା

ରାୟଗଡ଼ା: ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ୱାଇ ଭେଙ୍କଟେଶ୍ବର ରାଓ (କୋଣ୍ଡାବାବୁ)ଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସୂଚନାରୁ ଜଣାପଡିଛି କୋଣ୍ଡାବାବୁ ଗୁରୁବାର ରାତିରେ ଘରେ ଖାଇ ସାରିବା ପରେ ଛାତ ଉପରେ ଚାଲୁଥିବା ବେକେ…

SCB ମେଡିକାଲ୍‌ କଲେଜର DEO ଗିରଫ

କଟକ: SCB ମେଡିକାଲ୍‌ କଲେଜ ଅଧୀକ୍ଷକଙ୍କ ଅଫିସ୍‌ର DEO ଗିରଫ। ଡାଟା ଏଣ୍ଟ୍ରି ଅପରେଟର ଦୀନେଶ ରାଉତଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ୍। ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। କର୍ମଚାରୀମାନଙ୍କ ସମସ୍ତ ଦରମା କାମ DEOଙ୍କ ଜରିଆରେ ହେଉଥିଲା। କଟକ ବଡ଼…

ହୀରାକୁଦର ୧୬ ଗେଟ୍ ଖୋଲିବା ପରେ ବଢ଼ିଲା ବନ୍ୟା ଆଶଙ୍କା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇଥିଲା। ଫଳରେ ଗତକାଲି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି ଦିଆଯାଇଥିଲା। ହେଲେ ଆଜି ପୁଣି ୧୬ଟି ଗେଟ୍ ଖୋଲାଯାଇଛି। ଗେଟ୍ ଖୋଲାଯିବା ପରେ ବଢିଲା ବନ୍ୟା ଆଶଙ୍କା। ମୁଣ୍ଡଳୀ ନିକଟରେ ପ୍ରାୟ ୬ ଲକ୍ଷ ୫୦ ହଜାର କ୍ୟୁସେକ୍…

ପୁଣି ମାଡ଼ି ଆସୁଛି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଗୋଟିଏ ଯାଉଛି ପୁଣି ମାଡ଼ି ଆସୁଛି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ। ୨୯-୩୦ ତାରିଖରେ ଲଘୁଚାପ ସମ୍ଭାବନା ରହିଛି। ଫଳରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ନେଇ ଆଶଙ୍କା କରାଯାଉଛି। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ନୂଆ ଘୂର୍ଣ୍ଣିବଳୟ…

କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ସମନ୍, ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ

କଟକ: ଜିଲ୍ଲାପାଳଙ୍କ ପାଇଁ ବଢିଲା ଅଢୁଆ। ସହରର ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ଗଠନକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେଉଁଥିପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। କଟକ ସହର ଟ୍ରାଫିକ୍ ପରିଚାଳନା…

ମନ୍ଦିରରୁ ଚୋରି ଘଟଣାରେ ବନ୍ଧାହେଲେ ୩ ମୂର୍ତ୍ତି ଚୋର

ଚାନ୍ଦିଲି:ରାୟଗଡ଼ାର ଚାନ୍ଦିଲି ଥାନା ଅନ୍ତର୍ଗତ ପେଣ୍ଟା ଶିବ ମନ୍ଦିରରୁ ଚୋରି ଘଟଣାର ପୋଲିସ କରିଛି ପର୍ଦ୍ଦାଫାସ । ଅଗଷ୍ଟ ୨୪ ତାରିଖ ମଧ୍ୟରାତ୍ରିରେ ପେଣ୍ଟା ଶିବ ମନ୍ଦିରରୁ ଶିବ ଓ ପାର୍ବତୀଙ୍କ ଧାତୁ ମୂର୍ତ୍ତି ସମେତ ବିଭିନ୍ନ ପୂଜା ସାମଗ୍ରୀ ଚୋରି ହୋଇଥିଲା। ଏହି ଘଟଣାରେ ୩ ଜଣ…

Fraud case: ୧୧ ବର୍ଷ ପରେ ଫେରାର ପୋଷ୍ଟମାଷ୍ଟର ଗିରଫ;ଜମାକାରୀଙ୍କ ୧୪ଲକ୍ଷ ହଡ଼ପ ଅଭିଯୋଗ

ଭୁବନେଶ୍ୱର:ଜମାକାରୀଙ୍କ ପ୍ରାୟ ୧୪ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ୧୧ ବର୍ଷ ଧରି ଫେରାର ଥିବା ତତ୍କାଳୀନ ଶାଖା ପୋଷ୍ଟମାଷ୍ଟରଙ୍କୁ ବରଗଡ଼ରୁ ଗିରଫ କରିଛି ଭୁବନେଶ୍ବର ସିବିଆଇ। ପରିବାରର ଏକ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ତାଙ୍କୁ କାବୁ କରାଯାଇଛି । ସିବିଆଇ ସୂଚନା ଅନୁଯାୟୀ, ଶବ୍ଦା ସ୍ୱାଇଁ…

Golabandha displaced families: ୪ ଦଶନ୍ଧିର ଅପେକ୍ଷାର ଅନ୍ତ; ଗୋଳାବନ୍ଧର ୧୩୭୧ ବିସ୍ଥାପିତଙ୍କ ପାଇଁ ୭୫.୬୦…

ଭୁବନେଶ୍ୱର: ଦୀର୍ଘ ବର୍ଷର ଅପେକ୍ଷା ଓ ସଂଘର୍ଷ ପରେ ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା। ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ…

ନେପାଳ ବିଭୀଷିକାରେ ନିଖୋଜ ଥିବା ଓଡ଼ିଆ ଯୁବତୀ ସୁରକ୍ଷିତ

ଭୁବନେଶ୍ୱର: ନେପାଳର ରାସୁୱା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି ବନ୍ୟା। ଏପର୍ଯ୍ୟନ୍ତ ପ୍ରଳୟଙ୍କାରୀ ବନ୍ୟାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ୧୫ଟି ହେଲିକାଫ୍ଟର ସାହାଯ୍ୟରେ ନେପାଳ ସେନା ଦ୍ୱାରା ରିଲିଫ କାର୍ଯ୍ୟ ଜାରି ରହିଛି। ସେହିପରି ୨୫୦ରୁ ଅଧିକ…

ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା;ଘରୁ ୨ ମୃତଦେହ ଉଦ୍ଧାର

ନଙ୍ଗଆମହଲା:ଭଦ୍ରକ ଜିଲ୍ଲାର ପୁରୁଣା ବଜାର ଥାନା ଅଞ୍ଚଳର ନଙ୍ଗାମହଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଘର ଭିତରୁ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ମିଳିଛି । ପତ୍ନୀଙ୍କୁ ହାଣି ନିଜେ ଫାଶି ହୋଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସୋନୁ ବିବି ଓ ତାଙ୍କ ସ୍ବାମୀ ସେକ ମୁସ୍ତଫା ରାଜା।…