Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶୀତରେ ଥରୁଛି ସମଗ୍ର ଓଡିଶା; ୫ ଡିଗ୍ରୀ ସହ ରେକର୍ଡ ଭାଙ୍ଗିଲା ଶିମିଳିପାଳ

ମୟୂରଭଞ୍ଜ: ରାଜ୍ୟରେ ଏବେ ଶୀତର ଲହରୀ ଜାରି ରହିଛି । ପ୍ରବଳ ଜାଡରେ ଥରୁଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ । ଅଭୟାରଣ୍ୟର ଚହଲା ଏବଂ ଉପର ବାରାକାମୁଡାରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଫଳରେ ଏହାର ଆଖପାଖ ଅଞ୍ଚଳ ଠାକୁରମୁଣ୍ଡା, କରଞ୍ଜିଆ,…

ପ୍ରଥମ ଥର ପାଇଁ ସାନ୍ତାଳୀ ଭାଷାରେ ସମାଚାର ପଢିଲା ଦୂରଦର୍ଶନ

ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଅନୁରୋଧ ରକ୍ଷା କଲା ଦୂରଦର୍ଶନ । ପ୍ରଥମ ଥର ପାଇଁ ସାନ୍ତାଳୀ ଭାଷାରେ ପ୍ରସାରଣ କଲା ସମାଚାର । ଦୂରଦର୍ଶନ ତଥା ଡିଡି ଓଡିଆ ଟେଲିଭିଜନ ଚ୍ୟାନେଲରେ ପ୍ରଥମ ଥର ପାଇଁ ଗୁରୁବାର ସାନ୍ତାଳୀ ଭାଷାରେ ସମାଚାର ସମ୍ପାଦାନ କରିଛି । ଯାହା ପ୍ରସାରିତ ହେବା ପରେ ଏହାକୁ…

ପୁଣି ଏଇ ସୋମବାର ଅଭିଯୋଗ ଣୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୀର୍ଘ ଦିନର ବିରତି ପରେ ପୁଣି ଏଇ ସୋମବାର ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପ୍ରକୋଷ୍ଠ ଦ୍ବାର । ଆସନ୍ତା ୧୬ ତାରିଖ ସେମାବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣି କାର୍ଯ୍ୟକ୍ରମ ହେବ । ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗବିଭାଗ ତରଫରୁ ବିଜ୍ଞପ୍ତି…

ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା: ସ୍ୱାମୀ ସହ ୪ ଅଟକ

ସୁନ୍ଦରଗଡ଼: ବଣାଇରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ଆସିଲା ବଡ଼ ଅପଡେଟ୍। ଗର୍ଭବତୀଙ୍କ ସ୍ବାମୀଙ୍କୁ ଅଟକ ରଖିଲା ପୋଲିସ୍। ହତ୍ୟା ମାମଲାରେ ସଂପୃକ୍ତି ସନ୍ଦେହରେ ସ୍ବାମୀଙ୍କ ସହ ଜଣେ ପୋଲିସ କର୍ମଚାରୀ ଏବଂ ଗାଁର ୨ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ। ଯୋଜନା କରି ଗର୍ଭବତୀଙ୍କୁ…

ଜିନ୍ନତ୍ ପାଇଁ ଝାରଖଣ୍ଡରେ ହାଇଆଲର୍ଟ: ୧୬୩ ଧାରା ଜାରି

ଭୁବନେଶ୍ବର: ଓଡିଶା ଛାଡି ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଛି ବାଘୁଣୀ ଜିନ୍ନତ୍ । ଶିମିଳିପାଳ ଅଭୟାରଣ୍ୟ ଛାଡି ପଳାଇଥିବା ବାଘୁଣୀ ଜିନ୍ନତ୍ ଏବେ ଝାଡଖଣ୍ଡବାସୀଙ୍କ ଚିନ୍ତା ବଢାଇଛି । ସେ ଝାଡ଼ଖଣ୍ଡର ଚାକୁଳିଆ ରେଞ୍ଜର ଭାଟକୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚିଆବାନ୍ଧିର ସିଧୋ-କନହୋ ଛକ ନିକଟରେ ଏକ…

ଦୌଡରାଣୀ ଦୂତି ଚାନ୍ଦଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍

କଟକ: ଅଳ୍ପରେ ବର୍ତ୍ତିଗଲା ଦୌଡରାଣୀ ଦୂତୀ ଚାନ୍ଦଙ୍କ ଜୀବନ। ଦୂତୀ ଚାନ୍ଦଙ୍କ କାରକୁ ଧକ୍କା ଦେଲା ଟ୍ରକ। କଟକ ମଧୁପାଟଣା ଥାନା ନିକଟ ବ୍ରିଜ ତଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଓଭରଟେକ୍ ବେଳେ ଦୂତୀ ଚାନ୍ଦଙ୍କ କାରକୁ ଧକ୍କାଦେଲା ଟ୍ରକ୍। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା…

ଖସୁଛି ପାରଦ, ବଢୁଛି ଶୀତ: ୧୦.୨ ଡିଗ୍ରୀ ସହ ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ। ଜାଡ ଭାଙ୍ଗୁଛି ହାଡ। ଖସୁଛି ପାରଦ, ବଢୁଛି ଶୀତ। ଜାଡରେ ଜଡସଡ ସାରା ଓଡ଼ିଶା। ଆଗାମୀ ଦିନରେ ରାତି ତାପମାତ୍ରାରେ ହେବନି କୌଣସି ପରିବର୍ତ୍ତନ। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିବାର ସମ୍ଭାବନା ରହିଛି। ୧୦.୨ ଡିଗ୍ରୀ ସହ ରାଉରକେଲା ସବୁଠୁ…

କେଉଁ ବ୍ଲଡ୍ ଗୃପ୍ ପିଲାଙ୍କ ସ୍ମରଣ ଶକ୍ତିକୁ ବୃଦ୍ଧି କରିଥାଏ?

ଭୁବନେଶ୍ବର: କିଛି ପିଲା ପାଠ ପଢାରେ ଶୀଘ୍ର ସବୁକୁ ମନେ ରଖିବାର ମତ୍କାର କ୍ଷମତା ରଖିଥାନ୍ତି । ଆଉ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି ସେମାନଙ୍କର ମନେ ରଖିବାର କ୍ଷମତା ସେମାନଙ୍କ ବ୍ଲଡ ଗୃପ ସହିତ ଜଡିତ ହୋଇପାରେ? ହଁ, ଅନୁସନ୍ଧାନରୁ ଜଣାପଡିଛି ଯେ…

ଜୁଆ ଆଡ୍ଡା ଉପରେ ଚଢାଉ, ୨୭ ଗିରଫ

ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ରାସ୍ତାରେ ଥିବା ଏକ ପଞ୍ଚ ତାରକା ହୋଟେଲ ମଙ୍ଗଲମ ପ୍ୟାଲେସରେ ଆଜି ଏକ ବଡଧରଣର ଜୁଆ ଆଡ୍ଡା ଉପରେ ରେଡ କରିଛି ବରଗଡ଼ ପୋଲିସ । ହୋଟେଲ ମାଲିକ ପ୍ରତାପ ନାୟକ ସମେତ ୨୭ ଜଣକୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଆନ୍ତଃ ରାଜ୍ୟ ଲିଙ୍କ ରହିଥିବା ସୂଚନା ମିଳିଛି ।…

କୁକୁଡାଙ୍କୁ ବାର୍ଡ଼ ‘ଫ୍ଲୁ’ରୁ କିପରି ଦୂରେଇ ରଖିବେ ?

ଭୁବନେଶ୍ବର: ବାର୍ଡ଼ ଫ୍ଲୁ ଏକଭୂତାଣୁ ଜନିତ ରୋଗ । ଯାହା ‘ଏଜିଆନ୍ ଇନ୍‌ଫ୍ଲୁଏନ୍‌ଜା' ଶ୍ରେଣୀର ଭାଇରସ୍ ରୁ ବ୍ୟାପିଥାଏ । କୁକୁଡ଼ା ଫାର୍ମରେ ଗୋଟିଏ କୁକୁଡ଼ାକୁ ବାର୍ଡ଼ ଫ୍ଲୁ ହେଲେ ଏହା ଅନ୍ୟ କୁକୁଡାଙ୍କୁ ମଧ୍ୟ ସଂକ୍ରମିତ ହୋଇଥାଏ । ତେଣୁ ଫାର୍ମ ପରିବେଶ ସଫାସୁତରା ରଖିବା ସହ…