Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜୁ ପଟ୍ଟନାୟକ ବିମାନବନ୍ଦରେ ଖୁବଶୀଘ୍ର ଆରମ୍ଭ ହେବ ଟର୍ମିନାଲ-୩

ଭୁବନେଶ୍ୱର: ଖୁବଶୀଘ୍ର ତୃତୀୟ ଟର୍ମିନାଲ ଆରମ୍ଭ କରିବାକୁ ଯାଉଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ଆଗାମୀ ୨ରୁ ୩ ମାସ ମଧ୍ୟରେ ଟର୍ମିନାଲ ୩ର ନିର୍ମାଣ କାର୍ଯ୍ୟ ୩୦ ହଜାର ବର୍ଗ ମିଟର ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୨୦୨୫ ଏପ୍ରିଲରେ…

ରାତି ପାହିଲେ ମ୍ୟାଟ୍ରିକ ପରୀକ୍ଷା; ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫.୧୨ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୨୧ରୁ ଆରମ୍ଭ ହେବାକୁ ଯାଉଛି ମ୍ୟାଟ୍ରିକ ପରୀକ୍ଷା । ସମଗ୍ର ରାଜ୍ୟରେ ୫,୧୨,୪୩୭ ଜଣ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଦେବେ । ଏନେଇ ବୋର୍ଡର ସୂତ୍ରରୁ ଜଣାପଡ଼ିଛି । ରାଜ୍ୟର ୩୦ଟି…

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ

ଭୁବନେଶ୍ବର: ଦିଲ୍ଲୀରେ ଦୀର୍ଘ ୨୭ ବର୍ଷ ପରେ ବିଜେପି ସରକାର ଗଠନ କରିଛି । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି ରେଖା ଗୁପ୍ତା । ଏହି ଅବସରରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଭେଟିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଦୁଇ…

ଏସବିଆଇରୁ ୨୭ ଲକ୍ଷ ଲୁଟି ନେଲେ ଦୁର୍ବୁତ୍ତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବହଳଦା ଏସବିଆଇ ଶାଖାରୁ ୨୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟା ୧୫ମି. ସମୟରେ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଦୁଇଟି ମୋଟରସାଇକେଲରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ…

ପାଣିପାଗ ବିଭାଗର ସତର୍କତା, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ଵର: ପ୍ରଚଣ୍ଡ ବଜ୍ରପାତ ନେଇ ୨୫ ଜିଲ୍ଲାକୁ ସତର୍କତା । ଆସନ୍ତାକାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ…

ଜିରୋ ଆୟକରଦାତାଙ୍କ କାଟନାହିଁ ରାସନ କାର୍ଡ…ଦାବି କଲେ ବିଧାୟକ

ଭୁବନେଶ୍ବର: ଯେଉଁମାନେ ଜିରୋ ଆୟକର ଦେୁଛନ୍ତି ସେମାନଙ୍କ ରାସନ କାର୍ଡ ନକାଟିବାକୁ ଗୃହରେ ଦାବି ରଖିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ଏନେଇ ବିଧାୟକ କହିଛନ୍ତି, ଇ-କେୱାଇସି ବେଳେ ଆୟକର ଦେଉଥିବା ଲୋକଙ୍କ ରାସନ କାର୍ଡ କଟାଯାଉଛି କିନ୍ତୁ ଅନେକ ଗରିବ ଲୋକ ପିଲାଙ୍କ ପଠାପଢା, ଘର…

ହାଇ ପ୍ରୋଫାଇଲ ଲୁଟ୍‌ର ଡେମୋ ଦେଖାଇଲା ସ୍ପାଇଡର୍ ସତୀଶ

ଭୁବନେଶ୍ଵର: ଭୁବନେଶ୍ବରରୁ ହାଇ ପ୍ରୋଫାଇଲ ଲୁଟ୍‌ର ସିନ୍‌ ରିକ୍ରିଏସନ କଲା କମିଶନରେଟ ପୋଲିସ । ଧରାପଡ଼ିଥିବା ସ୍ପାଇଡର ସତୀଶକୁ ନେଇ ସିନ୍‌ ରିକ୍ରିଏସନ କରିଛି ପୋଲିସ । କିପରି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିଲା ସତୀଶ? କେଉଁ ପଟେ ଆସିଥିଲା? କିପରି ଲୁଟି ଚମ୍ପଟ୍‌ ମାରିଥିଲା? ସେ…

ଦେଶରେ ପ୍ରଥମ, ଯେଉଁଠି ଯାତ୍ରୀ ପାଠାଗାରରୁ ନେଇପାରିବେ ବହି

ଭୁବନେଶ୍ଵର: "ପଢ଼ିବା ଅର୍ଥାତ ମୁକ୍ତ ଆକାଶରେ ଉଡ଼ିବା" । ବହି ପଢ଼ିବାର ଶକ୍ତିକୁ ଦର୍ଶେଇବା ଏବଂ ପଢ଼ିବା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ବିଷୟରେ ଆମକୁ ବୁଝାଏ ଭୁବନେଶ୍ୱର ବିମାନ ବନ୍ଦରରେ ଏକ ବହି ଥାକରେ ଥିବା ଏହି ଛୋଟ ଏବଂ ଶକ୍ତିଶାଳୀ ଧାଡ଼ି । ବକୁଳ ଫାଉଣ୍ଡେସନ ଏବଂ ଭାରତୀୟ ବିମାନ…

ଦେବଗଡ ଓ କେନ୍ଦୁଝର ଜିଲ୍ଲାରେ ସୁନାଖଣି ଠାବ

ଭୁବନେଶ୍ଵର: ରାଜ୍ୟର ୨ଟି ଜିଲ୍ଲାରୁ ଠାବ ହୋଇଛି ସୁନା ଖଣି । ବିଧାନସଭା ପ୍ରଶ୍ନ କାଳରେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ ବୟାନ । ରାଜ୍ୟର ଦେବଗଡ ଓ କେନ୍ଦୁଝର ଜିଲ୍ଲାରୁ ଠାବ ହୋଇଛି ସୁନା ଖଣି । ରାଜ୍ୟରେ ସନ୍ଧାନ ମିଳିଥିବା ନୂଆ ସୁନାଖଣିର ବୈଷୟିକ ଦିଗ ପ୍ରତି ଧ୍ୟାନ ଦିଆଗଲାଣି କି…

ଦୁର୍ଘଟଣା: ୮ ମାସରେ ଗଲାଣି ୩ ହଜାରରୁ ଅଧିକ ଜୀବନ

ଭୁବନେଶ୍ବର: ଦୁର୍ଘଟଣାରେ ଗତ ୮ ମାସ ମଧ୍ୟରେ ୩୦୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଦିନକୁ ଦିନ ଦୁର୍ଘଟଣାଜନିତ ମୃତ୍ୟୁ ବଢୁଥିବା ବେଳେ ଏବେ ଏହାକୁ ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ରାଜ୍ୟର ଦୁର୍ଘଟଣାଜନିତ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ବିଧାୟକ…