Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶୀତ ଦିନରେ ଏପରି ନିଅନ୍ତୁ ନଖର ଯତ୍ନ..

ଭୁବନେଶ୍ବର: ଶୀତ ଋତୁରେ ନଖ ଭାଙ୍ଗିବାର ମୁଖ୍ୟ କାରଣ ହେଉଛି ଥଣ୍ଡା ଏବଂ ଶୁଷ୍କ ପରିବେଶରେ ଆର୍ଦ୍ରତା ଅଭାବ | ଯେଉଁଥିପାଇଁ ଚର୍ମ ଏବଂ ନଖ ଶୁଖିଯାଏ | ଏହି ଶୁଷ୍କତା ନଖକୁ ଦୁର୍ବଳ କରାଏ ଓ ଯାହା ସହଜରେ ଭାଙ୍ଗିଯାଏ | ଏହା ବ୍ୟତୀତ ଲୋକମାନେ ଶୀତଦିନେ କମ୍ ପାଣି ପିଅନ୍ତି, ଯାହା ଦ୍ବାରା ଶରୀର…

ବଢିଲା ଗୃହରକ୍ଷୀଙ୍କ ପଦବୀ ସଂଖ୍ୟା, ବଢିବ ଦରମା

ଭୁବନେଶ୍ବର: ବଢିବ ଗୃହରକ୍ଷୀଙ୍କ ପଦବୀ ସଂଖ୍ୟା । ରାଜ୍ୟ ସରକାରରେ କାମ କରୁଥିବା ଗୃହରକ୍ଷୀଙ୍କ ପଦବୀ ସଂଖ୍ୟା ୫ ଜହାରକୁ ବୃଦ୍ଧି କରାଯିବ । ପୁର୍ବରୁ ଏହି ସଂଖ୍ୟା ୨,୪୧୬ ରହିଥିବା ବେଳେ ଏବେ ଏହାକୁ ୫୦୦୦କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୋଲିସର କାର୍ଯ୍ୟ ଦକ୍ଷତାକୁ ଆହୁରି ବଢାଇବା…

ଜରୁରୀକାଳୀନ ସେବା ଯୋଗାଇବ ପୋଲିସ୍, ମିଳିଲା ୩୦ଟି ଇଆରଏସଏସ ଯାନ

ଭୁବନେଶ୍ବର: ଜରୁରୀକାଳୀନ ସେବା ଯୋଗାଇବ କମିଶନରେଟ ପୋଲିସ୍ । ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇବ । ଅସହାୟଙ୍କୁ ତ୍ବରିତ ସହୟତା କରିବା ପାଇଁ ପୋଲିସକୁ ଆଉ ୩୦ଟି ଇଆରଏସଏସ ଯାନ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ  । ଏନେଇ ଆଜି କମିଶନ ରେଟ ପୋଲିସ୍ ପକ୍ଷରୁ ଆୟୋଜିତ…

ଏଣିକି ଭିନ୍ନକ୍ଷମ ଓ ବରିଷ୍ଠଙ୍କ ପାଇଁ ସହଜ ହେବ ଜଗା ଦର୍ଶନ

ପୁରୀ: ଏଣିକି ଜଗାକୁ ସହଜରେ ଦର୍ଶନ କରିପାରିବେ ବରିଷ୍ଠ ଏବଂ ଭିନ୍ନକ୍ଷମ ଭକ୍ତ । ଖୁବ୍ ଶୀଘ୍ର ଶ୍ରୀମନ୍ଦିରରେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ହେବାକୁ ଯାଉଛି ୬ ଲାଇନ ବିଶିଷ୍ଟ ରାମ୍ପ ବ୍ୟବସ୍ଥା । ଏହାଦ୍ବାରା ଏହି ବର୍ଗର ଭକ୍ତ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ୬ ଲାଇନ…

୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ, ଜାଣନ୍ତୁ କେଉଁ ସମୟରେ ଯିବେନି…

ପୁରୀ: ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଆଜି ଫାଲଗୁନ ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥିରେ ପୁରୀ ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଭୋଗମଣ୍ଡପରେ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ…

ଲୋୟର ପିଏମଜିରେ କମ୍ୟୁନିଟି ଷ୍ଟାଫଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ମିଶନଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଆନ୍ଦୋଳନ ସ୍ଥଗିତ। ବକେୟା ଦରମା ଦେବା ପାଇଁ ପ୍ରତିଶ୍ରୁତି ଦେଲେ ସରକାର। ଏହାପରେ ଆନ୍ଦୋଳନ ସ୍ଥଗିତ ରଖିଛି ସ‌ଂଘ। ଡିସେମ୍ବର ୩୦ ସୁଦ୍ଧା ବକେୟା ଦରମା ଓ ଦାବି ସମାଧାନ ନେଇ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ପାଇଁ…

ଲୁଟ ପରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା

ସୁନ୍ଦରଗଡ଼: ବର୍ବରତାର ସମସ୍ତ ସୀମା ଟପିଲା। ଲୁଟ ପାଇଁ ଶେଷରେ ଜଣେ ଗର୍ଭବତୀଙ୍କୁ ବି ଛାଡିଲେନି ଲୁଟେରା। ସୁନ୍ଦରଗଡ଼ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା…

ପିଶାଚ ପ୍ରେମିକ, ଦୁଷ୍କର୍ମ କରି ଜେଲ୍ ଗଲା, ଜେଲରୁ ଆସି ହତ୍ୟା କଲା

ଝାରସୁଗୁଡା: ପିଶାଚ ପାଲଟିଲା ପ୍ରେମିକ । ପ୍ରଥମେ ଦୁଷ୍କର୍ମ କରି ଜେଲ୍ ଗଲା । ଜେଲରୁ ଫେରି ପ୍ରେମିକାକୁ ଅପହରଣ କଲା । ଶେଷରେ ହତ୍ୟା କରି ହାତ, ଗୋଡ କାଟି ଫିଙ୍ଗିଦେଲା ଜହ୍ଲାଦ ପ୍ରେମିକ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡାରେ । କେବଳ ସେତିକି ନୁହେଁ…

ଆଜି ମାଣବସା ଶେଷ ଗୁରୁବାର, ଲକ୍ଷ୍ମୀପୁରାଣରେ ଗୁଞ୍ଜରିତ ହେଉଛି ଗଗନ ପବନ

ଭୁବନେଶ୍ଵର: ଆଜି ମାର୍ଗଶିର ମାସ ଶେଷ ଗୁରୁବାର । ନମସ୍ତେ କମଳା ମାଗୋ ସାଗର ଦୁହ୍ଲଣୀ, ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ସ୍ତୃତି ଗୁଞ୍ଜରିତ ହେଉଛି । ଗାଁଠାରୁ ସହରର ଯାଏ ପ୍ରତି ଘରେ ଶୁଭୁଛି ଏହି ଲକ୍ଷ୍ମୀ ପୁରାଣର ପବିତ୍ର ଛନ୍ଦ । ଏଥିପାଇଁ ଆଜି ରାତିରୁ ପ୍ରସ୍ତୁତି ଆରମ୍ଭ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ସଫା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ ହୋଇଛି । ତା ନିକଟରୁ ଗୋଟିଏ ୯ ଏମଏମ୍‌ ପିସ୍ତଲ, ଗୋଟିଏ ଆଇଇଡି ଓ ୬ଟି ରିମୋଟ ସ୍ବିଚ୍‌…